କୋଣାର୍କ: ଆଲୋକର ପର୍ବ ଦୀପାବଳିକୁ ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିଛନ୍ତି ବିଦେଶୀ ପର୍ଯ୍ୟଟକ। କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ବିଦେଶୀ ପର୍ଯ୍ୟଟକମାନେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଓ ପର୍ଯ୍ୟଟକମାନଙ୍କ ସହ ଦୀପ ଜାଳି ବଡ଼ବଡ଼ିଆ ଡାକି ପରସ୍ପରକୁ ମିଠା ଖୁଆଇ ପରିବେଶ ସୁରକ୍ଷାର...
କଳାହାଣ୍ଡି: ଗୋଲାମୁଣ୍ଡା ବ୍ଳକରେ ବୁଲା କୁକୁର ଆତଙ୍କ ଦେଖା ଦେଇଛି। କିଛି ମାସ ତଳେ ଜଣେ ଶିଶୁ ଏବଂ ବୃଦ୍ଧଙ୍କୁ ଝୁଣି ମାରିବା ପରେ ଏବେ ପୁଣି ଆତଙ୍କ ଖେଳାଇଛନ୍ତି ବୁଲା କୁକୁର। ଗୋଲାମୁଣ୍ଡା ବ୍ଲକ୍ ଦଶପୁର ଏବଂ ଧାମନପୁର ଅଞ୍ଚଳରେ କୁକୁର କାମୁଡ଼ାରେ ୧୧ ଜଣ ଆହତ...
ଯାଜପୁର: ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇପାରେ। ଏହି ସମ୍ବେଦନଶୀଳ ଘଟଣାରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜିଙ୍କୁ ଲେଖାଯାଇଥିବା ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା। ସେ କହିଛନ୍ତି, କମିଶନ ଠିକ୍ ଭାବେ ଘଟଣାର ତଦନ୍ତ କରିଛନ୍ତି। ଆଉ କିଛି...
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ରନ୍ ମେସିନ ତଥା ଅଧିନାୟକ ବିରାଟ କୋହଲି ଏବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିପାରିଛନ୍ତି। ପିଲାଟି ବେଳୁ କେମିତି ସଂଘର୍ଷ କରି ବିରାଟ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି, ସେକଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଅନେକ ଯୁବକଙ୍କ ପାଇଁ ବିରାଟ ହେଉଛନ୍ତି ସୁପର...
ଶ୍ରୀନଗର: ଶନିବାର ଜମ୍ମୁ-କଶ୍ମୀରର ଶ୍ରୀନଗରସ୍ଥିତ କରନ୍ ନଗରଠାରେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। କରନ୍ ନଗରର କାକାସରାଇ ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀମାନେ ନାକା ଡ୍ୟୁଟିରେ ଥିବା ସମୟରେ ଆତଙ୍କବାଦୀମାନେ ଏଭଳି ଟାର୍ଗେଟ୍...
ଶ୍ରୀନଗର: ଏଥର ଏଲ୍ଓସିରେ କାର୍ଯ୍ୟରତ ସେନାବାହିନୀଙ୍କ ସହ ଦୀପାବଳି ପାଳିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକର ପର୍ବ ଦୀପାବଳିରେ କାଶ୍ମୀର ସୀମା ଯିବାର ଅଛି। ପୂର୍ବରୁ ମଧ୍ୟ ମୋଦି ଚାଇନା ଏବଂ ପାକିସ୍ତାନର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ମୋଦି ଦୀପାବଳି ପାଳନ କରିସାରିଛନ୍ତି। ଗତବର୍ଷ ଉତ୍ତରାଖଣ୍ଡଠାରେ...
ନୂଆଦିଲ୍ଲୀ: ପୁରାଣ ବର୍ଣ୍ଣନା ଅନୁଯାୟୀ ବିଜୟା ଦଶମୀରେ ଲଙ୍କା ବିଜୟ କରି ଦୀପାବଳିରେ ଅଯୋଧ୍ୟା ପହଞ୍ଚିଥିଲେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ। ଆଉ ଏହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ ମନେ ପକାଇ ପୌରାଣିକ ସହର ଅଯୋଧ୍ୟା ସରଯୂ ନଦୀ କୂଳରେ ‘ରାମ୍ କୀ ପୈଦୀ’ଠାରେ ପାଳିତ ହୋଇଛି ଆଲୋକର ଉତ୍ସବ ଦୀପାବଳି...
ବର୍ଷା ଛାଡ଼ିଯିବା ପରେ ଚାଷ ଓ ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର ଦେଖିଲେ ଆପଣଙ୍କ ହୃଦୟ ବି ଦୋହଲି ଉଠିବ। କେଉଁଠି ଅମଳ ଅପେକ୍ଷାରେ ଥିବା ଧାନ ବିଲରେ ଗଜା ହୋଇ ଭାସୁଛି, ତ କେଉଁଠି ଉଜୁଡ଼ି ଯାଇଛି ପରିବା ଫସଲ। ଅମଳ ବେଳକୁ ଧାନଜମିର ଏ ଅବସ୍ଥା ଦେଖି...
ଭୁବନେଶ୍ୱର: ବିଜେପୁରରେ ରେକର୍ଡ ବିଜୟ ପରେ ରୀତା ସାହୁଙ୍କୁ ମିଳିପାରେ ପୁରସ୍କାର। ରୀତା ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଉପନିର୍ବାଚନରେ ବିପୁଳ ବିଜୟ ପରେ ବିଜେଡି ସପକ୍ଷରେ ସୃଷ୍ଟି ହୋଇଥିବା ସମର୍ଥନକୁ ପଶ୍ଚିମ ଓଡ଼ିଶାରେ ଏଇ ମଉକାରେ ଦୃଢ଼ କରିବାକୁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି। ଦଳୀୟ...
କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ଆଣ୍ଡାମାନରୁ ଓଡ଼ିଶା ଉପକୂଳ। ୧୩ ଶହ କିଲୋମିଟରର ଯାତ୍ରା ଭିତରେ ଲୋମଟାଙ୍କୁରା ସଂଘର୍ଷ। ଦୁଇ ଦୁଇଟି ଭୟଙ୍କର ଘୂର୍ଣ୍ଣଝଡ଼ର ସାମ୍ନାସାମ୍ନି ସାଙ୍ଗରେ ପୂରା ପ୍ରତିକୂଳ ପରିବେଶ ସହ ଅହରହ ସଂଘର୍ଷ। ଘଟଣାକ୍ରମରେ ଆଖିବୁଜିଲେ ସାଥି ନାବିକ। ହେଲେ ବର୍ତ୍ତିଗଲେ ଆଉ ଜଣେ। ମରଣମୁହଁରୁ ଫେରି ପୁରୀ...
ଭୁବନେଶ୍ୱର: ବିଶିଷ୍ଟ ଲେଖକ ଡଃ ପ୍ରଦୀପ ଦାଶଙ୍କୁ ପ୍ରଦାନ କରାଯାଇଛି ସମ୍ମାନଜନକ ‘ଶାରଳା ସମ୍ମାନ’। ତାଙ୍କ ରଚିତ ପୁସ୍ତକ ‘ଚରୁ ଚୀବର ଓ ଚର୍ଯ୍ୟା’ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଏହି...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ରହିଛି ଆଉ ଏକ ‘ନଗଡ଼ା’। ଯାଜପୁର ଜିଲ୍ଲାର ନଗଡ଼ା ପରି ଏଠାରେ ମଧ୍ୟ ଶହଶହ ପିଲା ଅପପୁଷ୍ଟିରେ ଶଢ଼ୁଛନ୍ତି। ଏନେଇ ଗତକାଲି ଓଟିଭି ଖବର ପ୍ରସାରଣ ପରେ ପ୍ରଶାସନର ଚେତା ଫେରିଛି। ଅପପୁଷ୍ଟିରେ ଶିକାର ହୋଇଥିବା ମୁନ୍ନି ହେମ୍ବ୍ରମର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି।...