• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

save
୨୫ ହଜାର ହୋମଗାର୍ଡଙ୍କ ଚାକିରି ଗଲା

ଲକ୍ଷ୍ନୌ: ଦୀପାବଳି ପୂର୍ବରୁ ଉତ୍ତର ପ୍ରଦେଶରେ କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୨୫ ହଜାର ହୋମଗାର୍ଡଙ୍କୁ ଯୋଗୀ ସରକାର ଚାକିରିରୁ ହଟାଇ ଦେଇଛନ୍ତି। ଦୈନିକ କାର୍ଯ୍ୟ ହିସାବରେ ଟଙ୍କା ନେଉଥିବା ଏହି ହୋମଗାର୍ଡମାନଙ୍କୁ ଏବେ କୌଣସି କାମରେ ନିୟୋଜିତ କରୁନାହାନ୍ତି। ଅକ୍ଟୋବର ୧୧ରେ...

son-and-father-champat-from-keonjher
କାହିଁକି ଫେରାର୍ ହେଲେ ବାପ-ପୁଅ ?

କେନ୍ଦୁଝର (ପ୍ରଣୟ ପାଣି): ଜାତିଆଣ ଓ ଅନ୍ୟାନ୍ୟ ମାମଲାରେ ଛନ୍ଦିହୋଇଥିବା ବାପ-ପୁଅ ଦାସ ଖୁଣ୍ଟିଆ ଓ ତାଙ୍କ ପୁଅ ଅନୀଲ ଖୁଣ୍ଟିଆ ଆଜି କେନ୍ଦୁଝର ଜିଲ୍ଲା ସେସନ୍ସ କୋର୍ଟରୁ ଚମ୍ପଟ ମାରିଛନ୍ତି। ମାତ୍ର ପରେ ପୁଲିସ ଅଭିଯୁକ୍ତ ପୁଅକୁ ତାଙ୍କ ଗାଁରୁ ଗିରଫ କରିବାରେ ସଫଳ ହୋଇଛି। ହେଲେ...

police000-750x430
ପେଶାରେ ପୁଲିସ ବାବୁ, ନିଶାରେ ସିଙ୍ଗର୍

ଜୟପୁର(ଟି.ଗୌରି ଶଙ୍କର): ପେଶାରେ ପୁଲିସ୍‌, ନିଶା ତାଙ୍କର ଗୀତ ଗାଇବା। ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ଦୁଇ ଜଣ ସରକାରୀ ବାବୁ। ସେମାନେ ହେଉଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଦ୍ଧି ଓ ନବରଙ୍ଗପୁର ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ମନୋଜ ଦାଶ। ଗିଦ୍ଧି...

se
ପୁରୀ ସମୁଦ୍ରରେ ଗାଧୋଉଥିଲେ, ଫେରିବା ବେଳେ ମାଡ଼ିଆସିଲା ବିରାଟ ଢେଉ

ପୁରୀ: ସେନାରେ ଭର୍ତ୍ତି ପାଇଁ ପରୀକ୍ଷା ଦେବାକୁ ଆସି ସମୁଦ୍ରରେ ଭାସିଗଲେ ଦୁଇ ପରୀକ୍ଷାର୍ଥୀ। ଆଜି ଏପରି ଅଭାବନୀୟ ଦୃଶ୍ୟରେ ଶ୍ରୀକ୍ଷେତ୍ରର ଦିଗବାରେଣି ଖୁଣ୍ଟି ନିକଟରେ ଘଟିଛି। ପରୀକ୍ଷାର୍ଥୀମାନେ ସମୁଦ୍ରରେ ଗାଧୋଇବା ବେଳେ ଏପରି ଅଘଟଣା ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିପାରି ନାହିଁ। ଟେରିଟୋରିଆଲ୍‌...

f
ସମ୍ପର୍କୀୟ ଭାଣିଜୀ ସହିତ ପ୍ରତାରଣା କରିଥିବା ପୂର୍ବତନ ବିଜେଡି ଛାତ୍ର ନେତା ଗିରଫ

ଯାଜପୁର(ଗୁଲାମ ଗସ୍‌): ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କୀୟ ଭାଣିଜୀକୁ ପ୍ରତାରଣା ଘଟଣାରେ ଫେରାର ଥିବା ଯାଜପୁରର ବିଂଝାରପୁର ବ୍ଲକର ପୂର୍ବତନ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର ପ୍ରଧାନକୁ ପୁଲିସ ଆଜି ଗିରଫ କରିଛି। ଗତକାଲି ପୁଲିସ ତାଙ୍କୁ ପାଣିକୋଇଲି ଅଞ୍ଚଳରୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ...

pak
ହାଫିଜ୍ ସୟିଦ୍‌କୁ ବାନ୍ଧି ଦଣ୍ଡ ଦେବା ଲାଗି ପାକିସ୍ତାନକୁ ଆମେରିକାର ତାଗିଦ୍

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଏବାର ସହ ସଂସ୍ଥାପକ ତଥା ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍‌କୁ ବାନ୍ଧି ଦଣ୍ଡ ଦେବା ଲାଗି ପାକିସ୍ତାନକୁ ତାଗିଦ୍ କରିଛି ଆମେରିକା। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ନେଇ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ବା FATFର ରିପୋର୍ଟ ଆସିବା ପୂର୍ବରୁ ପାକିସ୍ତାନକୁ ଚରମବାଣୀ ଶୁଣାଇଛି...

sae
ରେଳ ଷ୍ଟେସନର ସୁରକ୍ଷା ବୃଦ୍ଧି; ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନେବାକୁ ପଡ଼ିବ

ଭୁବନେଶ୍ୱର: ରାଜ୍ୟର ୫ଟି ପ୍ରମୁଖ ରେଳ ଷ୍ଟେସନର ସୁରକ୍ଷା ବୃଦ୍ଧି କରାଯିବ। ରେଳ ସୁରକ୍ଷା ବୈଠକ ପରେ ଆଜି ଏହି ସୂଚନା ଦେଇଛନ୍ତି ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ।  କେନ୍ଦ୍ର ସରକାରଙ୍କ ଇଣ୍ଟିଗ୍ରେଟେଡ ସିକ୍ୟୁରିଟି ସ୍କିମ ଅନୁସାରେ ସୁରକ୍ଷା ବଢ଼ିବ। ଯାତ୍ରୀ ସୁରକ୍ଷା ଏବଂ ଯାତ୍ରୀ ନିରାପତ୍ତାକୁ ଅଧିକ ଗୁରୁତ୍ୱ...

d
ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ୍

ଭୁବନେଶ୍ୱର: ନୟାଗଡ଼ବାସୀଙ୍କ ପାଇଁ ଐତିହାସିକ ଦିନ।  ଆଜିଠୁ ଗଡ଼ିଲା ଭୁବନେଶ୍ୱର ଓ ନୟାଗଡ଼ ମଧ୍ୟରେ ସେବା ଏକ୍ସପ୍ରେସ। ନୂଆଦିଲ୍ଲୀରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହର୍ଷବର୍ଦ୍ଧନ, ଏବଂ ସୁରେଶ ସି ଅଙ୍ଗାଡି ମଧ୍ୟ ଉପସ୍ଥିତ...

odisha high court
ଓଡ଼ିଶା ହୋଇକୋର୍ଟ ଇତିହାସରେ ପ୍ରଥମ ଘଟଣା

କଟକ: ବିଭିନ୍ନ ପ୍ରସଙ୍ଗରେ ହାଇକୋର୍ଟର ବାର୍ ଆସୋସିଏସନ ସହିତ ରାଜ୍ୟର ଅନ୍ୟ ଓକିଲ ସଂଘ ବାରମ୍ବାର ଆନ୍ଦୋଳନ କରୁଛନ୍ତି। ଏଥିପାଇଁ କୋର୍ଟର କାମ ବନ୍ଦ ହେଉଛି। ଏପରିକି ମାସ ମାସ ଧରି କୋର୍ଟ କାମ ଚାଲି ପାରୁନାହିଁ। ଏହା ଦ୍ୱାରା ସାଧାରଣ ଲୋକ ହଇରାଣ ହେବା ସହିତ କୋର୍ଟ...

hockey-4
ଭୁବନେଶ୍ୱରରେ ପହଞ୍ଚିଲା ପୁରୁଷ ହକି ଟିମ୍

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ରୁଷ୍ ବିପକ୍ଷ ଅଲିମ୍ପିକ୍ କ୍ୱାଲିଫାୟର୍ସ ମ୍ୟାଚ୍ ପାଇଁ ୨୨ ଜଣିଆ ଭାରତୀୟ ପୁରୁଷ ହକି ଦଳର ଘୋଷଣା କରାଯାଇଛି। ଏହି ମ୍ୟାଚ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ପ୍ରଶିକ୍ଷଣ ଶିବିର ଆରରମ୍ଭ ହୋଇଥିଲା। ଏଥିପାଇଁ...

sp
ବଦଳିଲା ସୁପର ଓଭର ନିୟମ

ଦୁବାଇ: କ୍ରିକେଟ୍ ବିଶ୍ୱକପ୍ ଫାଇନାଲ ମୁକାବିଲାରେ ସୁପର୍ ଓଭରରେ ମ୍ୟାଚ୍ ଟାଇ ରହିବା ଦ୍ୱାରା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଇଂଲଣ୍ଡକୁ ବିଜେତା ଘୋଷିତ କରାଯାଇଥିଲା, ଯାହା ପରେ ବିବାଦ ସୃଷ୍ଟି ହୋଇଥିଲା। ଏବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସୋମବାର ସୁପର୍ ଓଭରର ନିୟମରେ ପରିବର୍ତ୍ତନ କରିଛି। ଆଇସିସି ସବୁ...

bjp999-2
ବିଜେଡି ପାଇଁ ପ୍ରଚାର କଲେ ଅଶୋକ ପାଣିଗ୍ରାହୀ

ବରଗଡ଼: ବିଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ଅଶୋକ ପାଣିଗ୍ରାହୀ। ବରପାଲୀ ବ୍ଲକ୍ ବିସିପାଲ୍ଲୀରେ ନିଜ ସମର୍ଥକଙ୍କ ସହ ପ୍ରଚାର କଲେ ଅଶୋକ। ନିକଟରେ ବିଜେପିରୁ ଇସ୍ତଫା ଦେଇଥିଲେ ଅଶୋକ ପାଣିଗ୍ରାହୀ। ଚଳିତ ଉପ ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିଲେ । ତେବେ...

ଂଂଜ
ଥାନାକୁ ଆଣୁଥିବା ବେଳେ ଅପରାଧୀ ସହ ସେଲ୍‌ଫି ନେଲେ ଆଇଆଇସି; ଫଟୋ ଭାଇରାଲ୍

ପୁରୀ: ହତ୍ୟା ଅଭିଯୁକ୍ତ ସହ ପୁଲିସ ଆଇଆଇସିଙ୍କ ସେଲଫି। ଗିରଫ ପରେ ଥାନାକୁ ନେଉଥିବା ଜଣେ ହତ୍ୟା ଅଭିଯୁକ୍ତ ସହ ପୁରୀ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ସେଲଫି ନେବା ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି। ଗତ ୫ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ...