ଯାଜପୁର: ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛି। ଗତକାଲି ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲା। ଏହାପରେ ଆଜି ଗଣମାଧ୍ୟମ ସାମ୍ନାରେ ଅନେକ ଚାଞ୍ଚଲ୍ୟକର...
ବଲାଙ୍ଗିର: ଲାଞ୍ଚ ନେବା ପାଇଁ ଡରେଇ ଧମ୍କେଇ ମାଗିଲେ କଥା ସରକାରଙ୍କ ପାଖରେ ପହଞ୍ଚିଯାଉଛି, ମିଡିଆ ହାଲ୍ଲା ହେଉଛି। ଆଉ ଚାକିରି ଯାଉଛି। ତେଣୁ ହାଲ୍କେଇ ନରମ କଥା କହି ଲାଞ୍ଚ ନେଲେ କିଛି ଅସୁବିଧା ହେବାର ନାହିଁ। ତେଣୁ ବାବୁ ଆମର ହାଲ୍କେଇ କି ଲାଞ୍ଚ ମାଗୁଛନ୍ତି। ...
ମୁମ୍ବାଇ: ଟ୍ରେନ୍ ଭିତରେ ଚଢ଼ିଛନ୍ତି ବଲିଉଡ୍ କଳାକାର। ସେମାନଙ୍କ ମଧ୍ୟରେ ଅଛନ୍ତି ଖିଲାଡ଼ିକୁମାର ଅକ୍ଷୟ କୁମାର, ରିତେଶ ଦେଶ୍ମୁଖ, ଚଂକି ପାଣ୍ଡେ, ବବି ଦେଓଲ୍, କ୍ରୁତି ସେନୋନ୍ ଓ ଅନ୍ୟ ହିରୋଇନ୍। ଏତେ ମାତ୍ରାରେ ବଡ଼ ବଡ଼ ବଲିଉଡ୍ କଳାକାରଙ୍କୁ ଦେଖି ଗଣମାଧ୍ୟମ ପ୍ରତିନୀଧିମାନେ ବି ଟ୍ରେନ୍ରେ ଚଢ଼ିଛନ୍ତି।...
ପୁଣେ: ସଦ୍ୟ ଅର୍ଥନୀତି ପାଇଁ ନୋବେଲ୍ ପାଇଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ବାମ ବିଚାରର କହି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ। ସେ କହିଛନ୍ତି, ବେସିକ୍ ଇନ୍କମ୍ ପାଇଁ ତାଙ୍କ ପରାମର୍ଶକୁ ଭାରତୀୟ ଭୋଟର ଗ୍ରହଣ କରିନଥିଲେ। ସେ କ’ଣ ଭାବୁଛନ୍ତି ଗ୍ରହଣ କରିବାର ଆବଶ୍ୟକତା...
କାବୁଲ: ମସ୍ଜିଦ୍ ରେ ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ନମାଜ୍ ଅଦା କରୁଥିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ ହେଲା। କେହି କିଛି ବୁଝିବା ଆଗରୁ ସବୁକିଛି ଛିନଛତର ହୋଇଯାଇଥିଲା। ଆଉ ଏହି ବିସ୍ଫୋରଣରେ ଚାଲିଗଲା ୬୨ ନିରୀହ ଜୀବନ। ୩୬ ଜଣ ଆହତ ହେଲେ। ଇଷ୍ଟର୍ଣ୍ଣ ଆଫଗାନିସ୍ତାନରେ ଥିବା...
ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ବାଜୁଛି ଥଣ୍ଡା ପବନ। ଏହାଦ୍ୱାରା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଫୁଲ, ତୁଳସୀ ଓଦାଳିଆ ରହୁଥିବାରୁ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା କହିଛନ୍ତି ସେବାୟତ। ଏ ସଂପର୍କରେ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର...
ଭୁବନେଶ୍ୱର: ଆଉ ଚଳିବନି ସରକାରୀ ବାବୁଙ୍କ ରଙ୍ଗରଙ୍ଗିଆ ବେଶଭୂଷା। ଜିନ୍ସ ପ୍ୟାଣ୍ଟ, ଟି-ସାର୍ଟ ହେଉ କି ଅଲଗା ଷ୍ଟାଇଲ୍ୱାଲା ଡ୍ରେସ୍। ହାଇକୋର୍ଟରେ ହାଜିରାବେଳେ ଡ୍ରେସ୍ ସେନ୍ସ ରଖିବେ ସରକାରୀ କର୍ମଚାରୀ। ବ୍ୟକ୍ତିଗତ ହେଉ କି ଆନୁଷ୍ଠାନିକ ଭାବେ ହାଜିରା ହେଉ। ଶାଳୀନତା ରକ୍ଷା କରୁଥିବା ପୋଷାକ ପିନ୍ଧି ଉପସ୍ଥିତ...
କୋଣାର୍କ(ସଞ୍ଜୟ ପତି): ରାଜ୍ୟରେ ଦୁର୍ନୀତି ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T କାର୍ଯ୍ୟକାରୀ କରିଛନ୍ତି। ଏହା ସତ୍ତ୍ୱେ ଦୁର୍ନୀତି ରୋକିବାର ନାଁ ଧରୁନି। ୫ଟିକୁ ଖାତିର ନକରି ହରିଲୁଟ୍ କରି ଚାଲିଛନ୍ତି ସରକାରୀ ବାବୁ। ମୂଳରୁ ଚାରା ରୋପଣ ନକରି ‘ଫୋନି’ ବତ୍ୟା ଚାରା ଉଡ଼ାଇ ନେଇଗଲା...