• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

fff
ଏହି ସହିଦମାନଙ୍କୁ ଭାରତ ରତ୍ନ ଦେବାକୁ ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ: ହିନ୍ଦୁ ନେତା ବୀର ସାବରକରଙ୍କୁ ଭାରତ ରତ୍ନ ଦେବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କଂଗ୍ରେସ ନେତା ମନୀଷ ତିଓ୍ୱାରୀ। ସେ ଏନେଇ ଦାବି ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

nalini
ଜେଲ୍‌ରେ ଅନଶନ କଲେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ନଳିନୀ ଶ୍ରୀହରରନ୍‌

ଚେନ୍ନାଇ: ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ଏସ୍‌ ନଳିନୀ ଶ୍ରୀହରରନ୍‌ ଭେଲୋର ମହିଳା ଜେଲରେ ଅନଶନ ଆରମ୍ଭ କରିଛନ୍ତି। ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ସେ ଶୁକ୍ରବାରଠାରୁ ଏହି ଅନଶନ ବାବଦରେ ଜଣାଇ ଦେଇଛନ୍ତି। ସେ ଶନିବାର ଜଳଖିଆ ମଧ୍ୟ...

acid-attack
ପ୍ରେମିକ ଉପରକୁ ଏସିଡ୍‌ ଫିଙ୍ଗିଲା ପ୍ରେମିକା

ଆଗ୍ରା: ଆଲିଗଡ଼ର ଜଣେ ୧୯ ବର୍ଷ ବୟସ୍କ ଯୁବତୀ ତାଙ୍କ ପ୍ରେମିକ ଉପରକୁ ଏସିଡ୍‌ ମାଡ଼ କରିଛି।  ପ୍ରେମିକ ବାହାହେବାକୁ ମନା କରିବାରୁ ସେ ଏଭଳି କାଣ୍ଡ ଘଟାଥିବା ଜଣାପଡ଼ିଛି। ଏହି ଘଟଣାରେ  ପୁଲିସ୍‌ ଯୁବତୀକୁ ଗିରଫ କରିଛି। ଭାରତୀୟ ପିଙ୍ଗଳ କୋଡ୍‌ର ୩୨୬ ଏ ଅନୁଯାୟୀ ଯୁବତୀଙ୍କ...

bjdd
ବିଜେଡି ଆଡ଼କୁ ଢଳୁଛନ୍ତି କି ଦାମ?

ଭୁବନେଶ୍ୱର: ବିଜେଡି ପ୍ରତି ନରମୁଛି ଦାମଙ୍କ ସ୍ୱର ? ସବୁବେଳେ ଶାଣିତ ସ୍ୱରରେ କହୁଥିବା ଦାମଙ୍କର ଆଜିର ମନ୍ତବ୍ୟ ଶୁଣିଲେ ଆପଣ ହୁଏତ ଏହା ଭାବି ପାରନ୍ତି। ବିଜେପୁର ନିର୍ବାଚନ ପରେ ଦାମ କହିଛନ୍ତି, ଓଡ଼ିଶାରେ ଜାତୀୟ ଅପେକ୍ଷା ଆଞ୍ଚଳିକ ଦଳଙ୍କୁ ପସନ୍ଦ କରୁଛନ୍ତି ଲୋକେ। ନିର୍ବାଚନ ଫଳାଫଳରୁ...

vvf
୩ ମାସରେ ୧୧ ବରିଷ୍ଠ ଓଏଏସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଦୁର୍ନୀତି ପ୍ରତି ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ। ରାଜସ୍ୱ ବିଭାଗରେ ଗତ ୩ ମାସ ମଧ୍ୟରେ ୧୧ ଜଣ ବରିଷ୍ଠ ଓଏଏସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨ଜଣଙ୍କୁ ଚାକିରିରୁ ବିଦା କରାଯାଇଥିବା ବେଳେ ୯ ଜଣଙ୍କ ପେନସନ ଓ ଗ୍ରାଚ୍ୟୁଇଟି ବନ୍ଦ କରାଯାଇଛି। ବହିଷ୍କାର ହୋଇଥିବା...

bb
ଉଡ଼ାଜାହାଜରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ !

ମାଲକାନଗିରି: ଉଡ଼ାଜାହାଜରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ। ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ଏହି ଉଡାଜାଜାରରେ ବସି ପାଠ ପଢୁଛନ୍ତି। ତେବେ ଏହି ଏରୋପ୍ଲେନ୍ ସତସତିକା ଏରୋପ୍ଲେନ ନୁହେଁ। ବିଦ୍ୟାଳୟର ଶ୍ରେଣୀଗୃହକୁ ଏରୋପ୍ଲେନ ସଦୃଶ ପ୍ରସ୍ତୁତ କରାଯାଇଛି। ଶ୍ରେଣୀଗୃହ ହେଉଛି ଚାଲାଣଗୁଡ଼ା କସ୍ତୁରବାଗାନ୍ଧି ବିଦ୍ୟାଳୟ। ଛାତ୍ରଛାତ୍ରୀ ଏରୋପ୍ଲେନ ଦେଖିନଥିବାରୁ...

thelidele
ପୁଲିସ୍‌ କମିଶନରଙ୍କ ନାଁରେ ଏତଲା

ଭୁବନେଶ୍ୱର: ଟ୍ୱିନ୍ ସିଟି କମିଶନରଙ୍କ ନାଁରେ କ୍ୟାପିଟାଲ୍ ଥାନାରେ ଅଭିଯୋଗ ହୋଇଛି। ଦୁର୍ବବ୍ୟବହାର ଅଭିଯୋଗ ଆଣି ଥାନାର ଦ୍ୱାରସ୍ତ ହେଲେ ରାଜ୍ୟ ପେଟ୍ରୋଲିୟମ୍ ଡିଲର୍ ଆସୋସିଏଏସଏନ୍ ସଭାପତି ଶଶାଙ୍କ ଶେଖର ସାହୁ। ଗତ ୨୧ ତାରିଖ ଦିନ ଶଶାଙ୍କ ସିପିଙ୍କୁ ଦେଖା କରିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ବିଭିନ୍ନ...

f
ଖୁବ୍‌ଶୀଘ୍ର ଆପଣଙ୍କ ସମସ୍ୟା ପଚାରି ବୁଝିବ କଲ୍‌ ସେଣ୍ଟର୍‌

ଭୁବନେଶ୍ୱର: ଆବାସ ଯୋଜନା ଲାଗି କଲ୍ ସେଣ୍ଟର ରହିବ। ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ ଏହି କଲ୍ ସେଣ୍ଟର ହେବ। ପ୍ରତି ଜିଲ୍ଲାରେ କଲ୍ ସେଣ୍ଟର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ନିର୍ଦ୍ଦେଶକ। ଏନେଇ ସବୁ ଜିଲ୍ଲାର ପିଡି ଡିଆର୍‌ଡିଏମାନଙ୍କୁ ଚିଠି ଲେଖିଛନ୍ତି।...

gopla
ଗୋପାଳ କାଣ୍ଡାଙ୍କୁ ନେଇ ଅଡ଼ୁଆରେ ବିଜେପି

ନୂଆଦିଲ୍ଲୀ: ହରିଆଣାରେ ସରକାର ଗଠନ କରିବା ପୂର୍ବରୁ ହିଁ ଅଡ଼ୁଆରେ ପଡ଼ିଛି ବିଜେପି। ଏଚ୍‌ଏଲପିର ବିଧାୟକ ଗୋପାଳ କାଣ୍ଡା ବିଜେପିକୁ ସମର୍ଥନ କରିବାକୁ ଘୋଷଣା କରିବା ପରେ ଦଳର ଅଡ଼ୁଆ ବଢ଼ିଛି। ଗୋପାଲ କାଣ୍ଡାଙ୍କୁ ଦିନେ ଗରିଫ କରିବା ପାଇଁ ବିଜେପି  ରାଜରାସ୍ତାକୁ ଓହ୍ଲାଇଥିଲା। ହେଲେ ଏବେ ସେହି...

u-2
'ଯିଏ ଦଳର ପଲିସିକୁ ସମ୍ମାନ ଦେବ ତାକୁ ସମର୍ଥନ କରିବୁ'

ଚଣ୍ଡୀଗଡ଼: ହରିଆଣାରେ ବିଜେପିକୁ ଆଞ୍ଚଳିକ ଦଳ ଜେଜେପି ସମର୍ଥନ ଦେବ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଗତକାଲି ଦ୍ୟୁଷନ୍ତ ଚୌଟାଲାଙ୍କ ଜେଜେପି ମନହୋର ଲାଲ ଖଟ୍ଟରଙ୍କ ବିଜେପିକୁ ସମର୍ଥନ ଦେବ ବୋଲି କୁହାଯାଉଥିଲା। ହେଲେ ଆଜି ଜେଜେପିର ବିଧାୟକ ଦଳ ବୈଠକ ପରେ ଦ୍ୟୁଷନ୍ତ...

modi
ଜମ୍ମୁ-କାଶ୍ମୀର ବିପୁଳ ପରିମାଣରେ ଭୋଟିଂ ଦେଖି ମୋଦି କହିଲେ ଗର୍ବର ବିଷୟ

ଶ୍ରୀନଗର: ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରେ ବିପୁଳ ପରିମାଣରେ ମତଦାନ ଦେଖି ବେଶ୍‌ ଖୁସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ଜମ୍ମୁ-କାଶ୍ମୀର ବ୍ଲକ୍‌ ଉନ୍ନୟନ ପରିଷଦ ନିର୍ବାଚନରେ ପ୍ରଥମ ଥର ପାଇଁ ୯୮% ମତଦାନ ହୋଇଛି। ଧାରା ୩୭୦ ଉଚ୍ଛେଦ ପରେ ଏହା ପ୍ରଥମ ନିର୍ବାଚନ ଥିଲା। ଏହି...

khttar
ପୁଣି ବିଜେପି ସରକାର; ୨୪ ଘଣ୍ଟାରେ ହାତ ମୁଠାକୁ ଆଣିଲା ୯ ସ୍ୱାଧୀନ ବିଧାୟକ

ଚଣ୍ଡୀଗଡ଼: ହରିଆଣାରେ ପୁଣିଥରେ ସରକାର ଗଢ଼ିବ ବିଜେପି। ଦଳ ପାଖରେ ମ୍ୟାଜିକ୍‌ ନମ୍ବର୍‌ ନଥିଲେ ମଧ୍ୟ ଦଳ ସରକାର ଗଢ଼ିବାକୁ ଯାଉଛି। କାରଣ ବିଜେପିକୁ ସମର୍ଥନ କରିଛନ୍ତି ୯ ସ୍ୱାଧୀନ ବିଧାୟକ। ହରିଆଣାରେ ମୋଟ ୯୦ଟି ବିଧାନସଭା ସିଟ୍‌ ମଧ୍ୟରୁ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର୍‌ ହେଉଛି...

d
ବିନା ଭିସାରେ ବ୍ରାଜିଲ୍‌ ଯାଇପାରିବେ ଭାରତୀୟ

ସାଓ ପାଓଲୋ: ବ୍ରାଜିଲ୍‌ ଭ୍ରମଣ ପାଇଁ ଭାରତୀୟଙ୍କୁ ଭିସାର ଆବଶ୍ୟକ ପଡ଼ିବ ନାହିଁ। ଗୁରୁବାର ଏହି ଘୋଷଣା କରିଛନ୍ତି ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲ୍‌ସୋନାରୋ। ସେ କହିଛନ୍ତି, ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍‌ ପାଇଁ ଚାଇନା ଓ ଭାରତ ପର୍ଯ୍ୟଟକ କିମ୍ବା ବ୍ୟବସାୟୀଙ୍କ ପାଇଁ ଭିସାର ଆବଶ୍ୟକତା ନାହିଁ।...

rita
ନିର୍ବାଚନ ଜିତିବା ପରେ ନବୀନ ନିବାସରେ ରୀତା

ବରଗଡ଼: ବିଜେପୁର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଆସିଛନ୍ତି ନବନିର୍ବାଚିତ ବିଜେଡି ବିଧାୟିକା ରୀତା ସାହୁ। ଦଳୀୟ ସମର୍ଥକଙ୍କ ଗହଣରେ ରୀତା ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ରୀତ ତାଙ୍କ ବିଜୟର ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପୁରବାସୀଙ୍କୁ ଦେଇଛନ୍ତି।...

unitatde
ଭାଙ୍ଗିବ ରୂପେଶ ଭଦ୍ରଙ୍କ ରଙ୍ଗଶାଳା; ଲାଗିଲା ୧୪୪ ଧାରା

ଯାଜପୁର: ଧର୍ମଶାଳା ହରିଦାସପୁର ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟ ହାଉସ୍ ରଙ୍ଗଶାଳା ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଧର୍ମଶାଳା ତହସିଲଦାର ଓ ଆଇଆଇସିଙ୍କ ଉପସ୍ଥିତିରେ ରଙ୍ଗଶାଳାରେ ନାଲି ପତାକା ଲଗାଯିବା ସହିତ ଚାରିପଟେ ୧୪୪ ଧରା ଜାରି କରାଯାଇଛି। ଗେଷ୍ଟ ହାଉସ୍ ଅନାବାଦି ଜମିରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା...

_6abb624e-f6dd-11e9-800c-f2f87dfa36aa
ୱାଟର୍‌ ବୟ ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍

କାନବେରା: ୱାଟର୍‌ ବୟ ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍। ଅଷ୍ଟ୍ରେଲିଆ ମାନୁକା ଓଭାଲ୍‌ଠାରେ ଗୁରୁବାର ପ୍ରାଇମିନିଷ୍ଟର୍ ଏକ୍ସଆଇ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏକ ଅଭ୍ୟାସ ମ୍ୟାଚ୍‌ରେ ମୋରିସନ୍‌ଙ୍କୁ ୱାଟର୍‌ ବୟ ଭୂମିକାରେ ଦେଖିବାକୁ ମିଳିଥିଲା। ମୋରିସନ୍ ପାଣି ଓ ଅନ୍ୟ ମୃଦୁପାନୀୟ ନେଇ ୱାଟର୍ ବୟ...

nnnhj
ଓଡ଼ିଶାର ବଗିଚାରେ ଫୁଟିଛି ଗୋଟେ ସେଫାଳୀ; ଯାହାର ସୌନ୍ଦର୍ଯ୍ୟରେ ବିଶ୍ୱ ବିମୋହିତ

ଭୁବନେଶ୍ୱର: ଓଡ଼ିଶାର ବଗିଚାରେ ଫୁଟିଛି ଗୋଟେ ସେଫାଳୀ ଫୁଲ। ଇଏ ସେଇ ସେଫାଳୀ ନୁହେଁ ଯିଏ ରାତିରେ ଫୁଟି ସକାଳେ ଝଡ଼ିଯିବ। ବରଂ ଇଏ ସେଇ ସେଫାଳୀ ଯାହାର ସୌନ୍ଦର୍ଯ୍ୟର ବିଶ୍ୱ ବିମୋହିତ। ଯିଏ ଫୁଟିବାମାତ୍ରେ ସାରା ଓଡ଼ିଶା ଆଜି ବିଶ୍ୱକୁ ମହମହ ବାସୁଛି। ଆମେ କହୁଛୁ ଅର୍ନ୍ତଜାତୀୟ...