• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

delhi
ଦିଲ୍ଲୀ ବସ୍ତିବାସିନ୍ଦାଙ୍କୁ ଦୀପାବଳି ଉପହାର ଦେଲେ ମୋଦି ସରକାର

ନୂଆଦିଲ୍ଲୀ: ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବଡ଼ କାର୍ଡ ଖେଳିଛନ୍ତି।  ଦିଲ୍ଲୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବସବାସ କରୁଥିବା ୪୦ ଲକ୍ଷ ଲୋକଙ୍କୁ ସରକାର ଜମି ଅଧିକାର ଦେବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌...

rabi
ସୁଇସାଇଡ୍‌ ଜ୍ୟାକେଟ ପିନ୍ଧି ମୋଦିଙ୍କ ଉପରେ ଆକ୍ରମଣ କରିବାକୁ ଧମକ ଦେଲେ ଏହି ସିଙ୍ଗର୍

ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେବଳ ପାକିସ୍ତାନ ସରକାର ନୁହନ୍ତି ଦେଶର ନାମାଦାମୀ କଳାକାର ମଧ୍ୟ ବିଚଳିତ ହୋଇପଡ଼ିଛନ୍ତି। ଏଥିପାଇଁ ସେମାନେ ଭାରତ ସରକାରଙ୍କ ବିରୋଧରେ ବୟାନ ଦେଇ ଚାଲିଛନ୍ତି। ଏହିକ୍ରମରେ ପାକିସ୍ତାନର ଜଣେ ପପ୍‌ ସିଙ୍ଗର ଆତ୍ମଘାତୀ ହମ୍‌ଲା ପାଇଁ ବ୍ୟବହୃତ ହେଉଥିବା ଏକ...

police
ଟ୍ରକ୍‌ ଡାଲାରୁ ବାହାରିଲା ୩୯ ଶବ; ପୁଲିସ ଆଶ୍ଚର୍ଯ୍ୟ

ଲଣ୍ଡନ: ବ୍ରିଟିଶ ପୁଲିସ୍‌ ପୂର୍ବ ଲଣ୍ଡନର ଶିଳ୍ପାଞ୍ଚଳରେ ଥିବା ଏକ ଟ୍ରକ୍‌ ଡାଲାରୁ ୩୯ଟି ମୃତଦେହ ଠାବ କରିଛି। ଟ୍ରକ୍‌ଟି ଏତେ ଗୁଡ଼ିକ ଶବ ଧରି ବୁଲଗେରିଆରୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ଟ୍ରକଟି ୱାଲେସରେ ଥିବା ହୋଲିହେଡ୍‌ ଅଞ୍ଚଳ ଦେଇ ବ୍ରିଟେନରେ ପ୍ରବେଶ କରିଥାଆନ୍ତା। ଏହି...

bsnl
BSNL ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ଖୁବ୍‌ଶୀଘ୍ର ପାଇବେ 4G ସେବା

ନୂଆଦିଲ୍ଲୀ: ବନ୍ଦ ହେବନି ବିଏସ୍‌ଏନ୍‌ଏଲ୍‌, ବରଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ଏହାକୁ ସକ୍ରିୟ ରଖିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ୍‌ ନିଗମ ଲିମିଟେଡ୍‌ (ଏମ୍‌ଟିଏନ୍‌ଏଲ୍‌ର) ମିଶ୍ରଣ ପାଇଁ ଏବେ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Senior-IPS-officer-Dhirendra-Sambhaji-Kutey-posted-as-special-secretary-to-Chief-Minister-Naveen-Patnaik-750x430
ଡିଏସ୍ କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ୧୯୯୭ ବ୍ୟାଚ୍ ଆଇପିଏସ୍ ତଥା ଆଇଜି ପାହ୍ୟାର ଅଫିସର ଡିଏସ୍ କୁଟ୍ଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ପଦୋନ୍ନତି ମିଳିଛି। ଶ୍ରୀ କୁଟ୍ଟେ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ କୁଟ୍ଟେଙ୍କ ପଦୋନ୍ନତି ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ...

fffg
ବର୍ଷାରେ ଯାଉଥିଲେ; କାଳ ନେଇଗଲା ୩ ଜୀବନ

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ରାସ୍ତାରେ ୩ ଜଣ ଯୁବକ ମୃତଙ୍କ ମୃତ୍ୟୁ ଘଟିଛି। ହେଲେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ଲଘୁଚାପ ଯୋଗୁ ଆଜି ସମଗ୍ର ରାଜ୍ୟରେ ବର୍ଷା...

,mashy
କାହିଁକି ପିଲାଙ୍କୁ ଦିଆଯାଉଛି ନିମ୍ନମାନର ମଧ୍ୟାହ୍ନ ଭୋଜନ ? ହିସାବ କିଛି ଏମିତି

ଭୁବନେଶ୍ୱର: ସ୍କୁଲ୍ ଓ ଆହାର କେନ୍ଦ୍ରକୁ ଯାଉଛନ୍ତି ମନ୍ତ୍ରୀ ଏବଂ ଅଫିସର୍। ମଧ୍ୟାହ୍ନ ଭୋଜନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଆକ୍ସନ। ତେବେ କାହିଁକି ମୁଖ୍ୟମନ୍ତ୍ରୀ ହଠାତ୍ ଏଭଳି ନିର୍ଦ୍ଦେଶ ଦେଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ ଲୋକଦେଖାଣିଆ କହି ସମାଲୋଚନା...

nnnn
ଶିଳ୍ପସଂସ୍ଥାରେ ସୃଷ୍ଟି ହେଉଥିବା ହିଂସାରେ ଓଡ଼ିଶା ନମ୍ବର୍‌ ୱାନ୍

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପସଂସ୍ଥାରେ ସୃଷ୍ଟି ହେଉଥିବା ହିଂସା ଦେଶରେ ଅନ୍ୟରାଜ୍ୟର ଶିଳ୍ପ ହିଂସାଠାରୁ ସର୍ବାଧିକ। ଅନ୍ୟ ରାଜ୍ୟରେ ଶିଳ୍ପ କାରଖାନାରେ ହିଂସା ସର୍ବାଧିକ ୨୦ରେ ସୀମିତ ଥିବା ବେଳେ ଓଡ଼ିଶାରେ ୮୧ଟି ଘଟଣା ଘଟିଛି। କ୍ରାଇମ୍‌ ଇନ୍‌ ଇଣ୍ଡିଆ ରିପୋର୍ଟ (NCRB)ରେ ଏପରି ତଥ୍ୟ ମିଳିଛି। ଗୋଟିଏ ପଟେ...

cracker
ହୁସିଆର ! ରାତି ୧୦ଟା ପରେ ବାଣ ଫୁଟାଇଲେ ବନ୍ଧା ହେବେ, ଚାଇନା ବାଣ ନିଷେଧ

ଭୁବନେଶ୍ୱର: ଆସନ୍ତା ରବିବାର ୨୭ ତାରିଖ ଦୀପାବଳି ପଡ଼ୁଛି। ଏଥିପାଇଁ ରାଜ୍ୟବାସୀଙ୍କୁ ଆଗୁଆ ଶୁଭକାମନା ଜଣାଇଛି ଓଡ଼ିଶା ପୁଲିସ।  ତା ସହିତ ଦ୍ୱୈତ୍ୟ ନଗରୀ ଭୁବନେଶ୍ୱର-କଟକ ପାଇଁ ବାଣଫୁଟା ସଂକ୍ରାନ୍ତୀୟ ସତର୍କ ପରାମର୍ଶ ମଧ୍ୟ ଜାରି କରିଛି। ଆସନ୍ତୁ ଏହି ନିୟମାବଳିଗୁଡ଼ିକୁ  ଜାଣିବା। ୧. ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ...

raod romio
ରୋଡ୍‌ ରୋମିଓଙ୍କ ଉତ୍‌ପାତ; ସୁଟିଂ ସାରି ଫେରୁଥିବା ହିରୋଇନ୍‌ଙ୍କୁ ହଇରାଣ କଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରୋଡ୍ ରୋମିଓଙ୍କ ରାଜ୍। ରାତି ଅଧରେ ସୁଟିଂ ସାରି ଫେରୁଥିବା ବେଳେ ଅଭିନେତା ଓ ଅଭିନେତ୍ରୀଙ୍କୁ ହଇରାଣ ହରକତ କରିଥିଲେ ରୋଡ ରୋମିଓ। ତେବେ ପୁଲିସର ପାଟ୍ରୋଲିଂ ଗାଡ଼ି ଆସିବାରୁ ଅଭିଯୁକ୍ତ ରୋଡ୍‌ ରୋମିଓମାନେ ପଳାଇ ଯାଇଥିଲେ। ଗତକାଲି ରାତିରେ ମେଲୋଡ଼ି କାର୍ଯ୍ୟକ୍ରମ ସାରି...

ff
ହାରାହାରି  4G ଡାଉନ୍‌ଲୋଡ୍‌ ସ୍ପିଡ୍‌ ଚାର୍ଟରେ ଜିଓ ପ୍ରଥମ

ଭୁବନେଶ୍ୱର: ସେପ୍ଟେମ୍ବର ମାସର ହାରାହାରି  4G ଡାଉନ୍‌ଲୋଡ୍‌ ସ୍ପିଡ୍‌ ଚାର୍ଟରେ ଶୀର୍ଷ ସ୍ଥାନରେ ରହିଛି ରିଲାଏନ୍‌ସ ଜିଓ। ଟ୍ରାଇ ପକ୍ଷରୁ ପ୍ରକାଶିତ 4G ସ୍ପିଡ୍‌ ଚାର୍ଟରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି। ସେପ୍ଟେମ୍ବର ମାସରେ ଜିଓ ୨୧.୦ ଏମ୍‌ବିପିଏସ୍‌ ହାରାହାରି ଡାଉନ୍‌ଲୋଡ୍‌ ସ୍ପିଡ୍ ହାସଲ କରିଛି। ଏହା...

mi
ଖୁବ୍‌ଶୀଘ୍ର ଆସୁଛି ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ଦମ୍‌ଦାର ସ୍ମାର୍ଟ ଫୋନ୍‌

ଚଳିତ ବର୍ଷ  Xiaomi ମୋବାଇଲ୍ କମ୍ପାନୀ ଗୋଟିଏ ପରେ ଗୋଟିଏ ଜବରଦସ୍ତ ଫୋନ୍‌ ମାର୍କେଟ୍‌କୁ ଛାଡ଼ିଛି। ଆଉ ପ୍ରାୟ ସବୁ ଫୋନ୍‌ଗୁଡ଼ିକରେ ଜବରଦସ୍ତ କ୍ୟାମେରା କ୍ୱାଲିଟି ରିହିଛି। କମ୍ପାନୀ ପ୍ରଥମେ ୪୮ ମେଗାପିକ୍ସେଲ୍‌ ଓ ପରେ ୬୪ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ସ୍ମାର୍ଟ ଫୋନ୍‌ ଛାଡ଼ି ମୋବାଇଲ୍‌ ମାର୍କେଟ୍‌ରେ...

taps
ରାଜ୍ୟରେ ଆହୁରି ୪ ଦିନ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ‘ୱେଲମାର୍କ ଲୋ’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଗଞ୍ଜାମ, ପୁରୀ, ଗଜପତି ଜିଲ୍ଲାରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ...

JUDG
'ଭୁଲ୍ ତଥ୍ୟକୁ ଆଧାର କରି ଅବଜର୍ଭେସନ ଦେଇଛନ୍ତି ସୁପ୍ରିମକୋର୍ଟ'

ଭୁବନେଶ୍ୱର: ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ କଠୋର ହେବା ପ୍ରସଙ୍ଗରେ ହାଇକୋର୍ଟ ବାର୍ ସଭାପତି ଗୋପାଳକୃଷ୍ଣ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି “ଆମେ କୋର୍ଟ କାର୍ଯ୍ୟ ଅଚଳ କରିନାହୁଁ। ଭୁଲ ତଥ୍ୟକୁ ଆଧାର କରି ସୁପ୍ରିମକୋର୍ଟ ତାଙ୍କ ଅବଜର୍ଭେସନ ଦେଇଛନ୍ତି। ତେବେ ଆମେ ଏଥିରେ ଭୟଭୀତ ନୁହେଁ।...

nn
ଏମିତି ଆମ ଶିକ୍ଷା ବ୍ୟବସ୍ଥା; କମ୍ପ୍ୟୁଟର୍‌ ଚିହ୍ନି ପାରୁନାହାନ୍ତି ସପ୍ତମ ଶ୍ରେଣୀ ପିଲା

ରାୟଗଡ଼ା: କମ୍ପ୍ୟୁଟର ଚିହ୍ନିପାରିଲେନି ସପ୍ତମ ଶ୍ରେଣୀ ପିଲା। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କମ୍ପ୍ୟୁଟର ବାବଦରେ ମନ୍ତ୍ରୀ ପଚାରିବାରୁ ଏହାର ଉତ୍ତର ଦେଇପାରି ନଥିଲେ ପିଲା। ଏମିତି ଏକ ଚିତ୍ର ରାୟଗଡ଼ାରୁ ଆସିଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ଦିନିକିଆ ରାୟଗଡା...

bjp
ଏବେବି ରହସ୍ୟଘେରରେ ସ୍ମିତାରାଣୀଙ୍କ ମୃତ୍ୟୁ: ବିଜେପି ଆଣିଲା ସାଂଘାତିକ ଅଭିଯୋଗ, କଂଗ୍ରେସ କହିଲା...

ଭୁବନେଶ୍ୱର: ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ପୁଲିସ ଓ ସରକାରଙ୍କୁ ସିଧା ଟାର୍ଗେଟ କରିଛି ବିଜେପି। ମୃତ ସ୍ମିତାରାଣୀଙ୍କର କେବଳ ବ୍ୟକ୍ତିଗତ ଜୀବନକୁ ନେଇ ତଦନ୍ତ ହୋଇଛି, କିନ୍ତୁ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ପୁଲିସ କିଛି ତଦନ୍ତ କରିନି ବୋଲି ବିଜେପି ଅଭିଯୋଗ...

c
କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ମୋବାଇଲ୍ ଫୋନ୍‌ ଦୁନିଆରେ iphone ଏକ ବଡ଼ ବ୍ରାଣ୍ଡ୍ ବୋଲି କୁହାଯାଏ। କାରଣ ଏହି ଫୋନ୍‌ ଦେଖିବାକୁ ଯେମିତି ଦାମ୍‌ ବି ସେମିତି। ସେଥିପାଇଁ ତ ଏହାକୁ ବଡ଼ଲୋକିଆଙ୍କ ଫୋନ୍‌ ବୋଲି କୁହନ୍ତି। ଆଇଫୋନ୍‌ ଧରିବାକୁ ସମସ୍ତଙ୍କର ଇଚ୍ଛା ଥିଲେ ବି ଏହା ମହଙ୍ଗା ହୋଇଥିବାରୁ କିଣିହୁଏନି। କିନ୍ତୁ...

f
ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଅନେକ ସମୟରେ ଅଫିସ୍ କିମ୍ବା କୌଣସି ଦରକାରୀ କାମ କରୁଥିଲେ କିମ୍ବା ଅନ୍ୟମାନଙ୍କ ଗହଣରେ ଥିଲେ ଫୋନ୍‌ କଲ୍‌ ରିସିଭ୍‌ କରିପାରିନ୍ତି ନାହିଁ। କିନ୍ତୁ ସେହି ସମୟରେ ସମ୍ପର୍କୀୟ ବ୍ୟକ୍ତିମାନେ ବାରମ୍ବାର ଫୋନ୍‌ କରିଥାନ୍ତି। ଆପଣ ଚାହିଁଲେ ବି ସେମାନଙ୍କ ଫୋନ୍‌ କଲ୍‌କୁ କାଟିପାରନ୍ତି ନାହିଁ।  ଅଫିସ୍‌ରେ ଫୋନ୍‌...