ଅନୁଗୋଳ: ଦେଶର ଗର୍ବ ଓ ଗୌରବ ନବରତ୍ନ ମାନ୍ୟତା ପ୍ରାପ୍ତ ନାଲକୋରେ ଉତ୍କଟ କୋଇଲା ସଙ୍କଟ ଦେଖା ଦେଇଛି। ଏହାର ପ୍ରଭାବରେ ସ୍ମେଲ୍ଟର ପ୍ଲାଣ୍ଟର ଉତ୍ପାଦନରେ ବାଧା ଦେଖାଦେଇଛି। ୧୨୦୦ ମେଗାଓ୍ୱାଟ ବିଦ୍ୟୁତ ଉତ୍ପାଦନ କରୁଥିବା CPPର ୧୦ ଟି ୟୁନିଟ୍ ମଧ୍ୟରୁ ୩ଟି ୟୁନିଟ ବନ୍ଦ ରହିଛି।...
କରାଚି: ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ୍ ପଦରୁ ବହିଷ୍କାର ହେଲେ ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ସର୍ଫରାଜ ଅହମ୍ମଦ। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ୍ ପଦରୁ ବହିଷ୍କାର କରିଛି। କେବଳ ଏତିକି ନୁହେଁ, ୱିକେଟକିପର ବ୍ୟାଟ୍ସମ୍ୟାନ୍ ସର୍ଫରାଜଙ୍କୁ...
ଲକ୍ଷ୍ନୌ: ଏଣିକି କଲେଜ୍ ଓ ବିଶ୍ୱବିଦ୍ୟାଳୟକୁ ମୋବାଇଲ୍ ଫୋନ୍ ନେଇ ଯାଇପାରିବେନି ଛାତ୍ରାଛ୍ରାତ୍ରୀ। କେବଳ ଛାତ୍ରଛାତ୍ରୀ କାହିଁକି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ମଧ୍ୟ କଲେଜ୍ରେ ମୋବାଇଲ୍ ମନା ହେବ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଥିବା ସମସ୍ତ କଲେଜ୍ ଓ ବିଶ୍ୱବିଦ୍ୟାଳୟରେ ମୋବାଇଲ୍ ଫୋନ୍ ବ୍ୟାନ୍...
ଉଦଳା(ମାନସ ପାଣି): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏସ୍କର୍ଟ ଗାଡ଼ି ଧକ୍କା ହୋଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଉଦଳାରୁ ବାରିପଦା ଯିବା ରାସ୍ତାର ପୁରୁଣାପାଣି ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଆହତ ୭ ଜଣଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ...
ଭୁବନେଶ୍ୱର: କ୍ଷମତାର ଦୁରୂପଯୋଗ ପାଇଁ ୩ ପୁଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେମାନେ ହେଲେ ସବଇନ୍ସପେକ୍ଟର୍ ବନମାଳୀ ନାୟକ, ସବଇନ୍ସପେକ୍ଟର୍ କିଶୋର କୁମାର ବାଗ ଏବଂ ସବଇନ୍ସପେକ୍ଟର ବୀରବର ଲେଙ୍କା। କ୍ଷମତାର ଦୁରୂପଯୋଗ ନେଇ ଏମାନଙ୍କୁ ଅବସର ଦିଆଯାଇଥିବା ଟ୍ୱିଟ୍ ମାଧ୍ୟମରେ ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ...
ଭଦ୍ରକ: ପୁଲିସ ଉପସ୍ଥିତିରେ ଧାମନଗର ତହସିଲଦାରଙ୍କୁ ଗାଳିଗୁଲଜ ଓ ଅସଭ୍ୟ ବ୍ୟବହାର କଲେ ଦୁର୍ବୃତ୍ତ। କିନ୍ତୁ ଚୁପ୍ ରହିଲା ପୁଲିସ। ଗତକାଲି ରାତିର ଏ ଘଟଣାର ଭିଜୁଆଲ୍ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାଇରାଲ୍ରେ ଭିଡିରେ ଧାମନଗର ତହସିଲଦାର ଦୁର୍ଗାଚରଣ ମୁର୍ମୁଙ୍କୁ ଜଣେ ଯୁବକ...
ବରଗଡ଼: ବିଜେପୁରରେ ଜମୁଛି ହାଇଭୋଲଟେଜ୍ ପ୍ରଚାର। ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ସେହି ଦଳର ଷ୍ଟାର୍ ପ୍ରଚାରକ। ଆଜି ବିଜେଡିର ଷ୍ଟାର୍ ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଇସିଲଟ୍ରେ ରୋଡ୍ ଶୋ’ କରିଛନ୍ତି। ଦଳୀୟ ପାର୍ଥିନୀ ରୀତା ସାହୁଙ୍କ ସହ ମିଶି ଏକ ବିଶାଳ...
ନୂଆଦିଲ୍ଲୀ: ଗୁଣ୍ଡୁଚିମୂଷା ତା କାମରେ ଯାଉଥିଲା। କିନ୍ତୁ ପଛରୁ କୋକିଶିଆଳୀ ଦେଖି ହଠାତ୍ ଚମକି ପଡ଼ିଲା। ଆଉ ଡରିମରି ଏତେବଡ଼ ଆଁ କରି କୋକି ଆଡ଼କୁ ଚାହିଁଲା। ଏହି ସମୟର ଫଟୋ କ୍ୟାମେରାରେ କଏଦ୍ କଲେ ଫଟୋଗ୍ରାଫର୍ ୟୋଙ୍ଗନିକ୍ ବାଓ। ଆଉ ଏହି ଫଟୋ ପାଇଁ ଏବେ ତାଙ୍କୁ...
ମୁମ୍ୱାଇ : ଷ୍ଟେଜ୍ ଉପରେ ଜବରଦସ୍ତ କିସ୍। ପ୍ରଥମେ ଜଣେ ଯୁବକ ଷ୍ଟେଜ୍ ଉପରେ ଦମ୍ଦାର ଗୀତ ଗାଇ ବିଚାରକଙ୍କ ମନକଣିଦେଲେ। ସବୁ ଜଜ୍ ମଧ୍ୟ ପ୍ରତିଯୋଗୀଙ୍କୁ ଖୁବ୍ ପ୍ରଶଂସା କଲେ। କିନ୍ତୁ ହଠାତ୍ ଏହି ଯୁବକ ନେହା କକ୍କରଙ୍କୁ କହିଲେ,’ମୋତେ ଚିହ୍ନିପାରୁଛନ୍ତି?’ ଏତିକି କହି ନେହାଙ୍କୁ କୁଣ୍ଢାଇ...
ନୂଆଦିଲ୍ଲୀ: ଦିଲ୍ଲୀର ଚିଡ଼ିଆଖାନାରେ ଫିଲ୍ମର ଦୃଶ୍ୟ। ନୂଆଦିଲ୍ଲୀରେ ଥିବା ଚିଡ଼ିଆଖାନାର ସିଂହ ଖୁଆଡ଼ ପାଖରେ ବୁଲୁ ବୁଲୁ ହଠାତ୍ ଜଣେ ଯୁବକ ଖୁଆଡ଼ ଭିତରକୁ ଡେଇଁପଡ଼ିଲେ। ଆଉ ଧୀରେ ଧୀରେ ସିଂହ ପାଖକୁ ଯାଇ ତା ମୁହଁ ପାଖରେ ବସିପଡ଼ିଥିଲେ। ତା’ପରେ କଣ ହେଇଥିବ ବୋଲି ଆପଣ ଭାବୁଛନ୍ତି...
ଭୁବନେଶ୍ୱର: ପାକିସ୍ତାନୀ ବୋଲର୍ ଶୋଏବ ଅଖତର୍। ଦେଖିବାକୁ ଡେଙ୍ଗା ଯେମିତି ଶୀରରେ ଫୂର୍ତ୍ତି ବି ସେମିତି। ତାଙ୍କ କ୍ରିକେଟ୍ କ୍ୟରିୟର୍ରେ ଖୁବ୍ ଦ୍ରୁତ ବୋଲିଂ କରୁଥିବା ଏହି ବୋଲରକୁ ଦୁନିଆ ରାୱଲ୍ପିଣ୍ଡି ଏକ୍ସପ୍ରେସ୍ ନାଁରେ ଜାଣେ। ପଡ଼ିଆରେ ବଡ଼ ବଡ଼ ବ୍ୟଟ୍ସମ୍ୟାନ୍ଙ୍କୁ ବୋଲ୍ଡ କରୁଥିବା ଏହି ପାକିସ୍ତାନୀ ବୋଲର...
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ‘କ୍ୟାପଟେନ୍ କୁଲ୍’ ଭାବେ ପରିଚିତ। ମଇଦାନରେ କିପରି ନିଜ ଆବେଗକୁ ନିୟନ୍ତ୍ରଣ କରିବାକୁ ହୁଏ, ତାହା ହୁଏତ ଧୋନିଙ୍କଠାରୁ ଭଲଭାବେ କେହି ଜାଣି ନଥିବେ। କୌଣସି ପରିସ୍ଥିତିକୁ ସେ ସହଜରେ ହ୍ୟାଣ୍ଡଲ୍ କରିପାରନ୍ତି। ତେବେ କ୍ରିକେଟ୍ ମଇଦାନରେ...
ଚଣ୍ଡିଗଡ଼: ଦୁଇଟି ଅଲଗା ଅଲଗା ଡାକ୍ତରଖାନାରେ ଦୁଇଥର ମୃତ ଘୋଷଣା ପରେ ବଞ୍ଚିଥିଲେ ମହିଳା। କିନ୍ତୁ ତୃତୀୟଥର ଚିକିତ୍ସାବେଳେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ। ଖବର ଅନୁସାରେ ୪୫ ବର୍ଷୀୟା ଏହି ମହିଳାଙ୍କୁ ଗୋଟିଏ ହସ୍ପିଟାଲ୍ରେ ମୃତ ଘୋଷଣା କରାଯିବା ପରେ...
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରସ୍ତୁତି ଜୋର୍ସୋର୍ରେ ଚାଲିଛି। ଶାସକ ଦଳ ଆପ୍ ମଧ୍ୟ ତାର ପ୍ରଚାର ପ୍ରସ୍ତୁତି ଚଳାଇଛି। ଏଥର ଅରବିନ୍ଦ କେଜରିୱାଲ୍ଙ୍କ ପାଇଁ ପ୍ରଚାର କରିବେ ତାଙ୍କ ଝିଅ ହରସିତ କେଜରିୱାଲ୍। ଏଥିପାଇଁ ସେ ତାଙ୍କ ଚାକିରିରୁ ୫ ମାସ ଛୁଟି...
ମୁମ୍ବାଇ: କଥାରେ ଅଛି ପ୍ରତ୍ୟେକ ସଫଳ ପୁରୁଷ ପଛରେ ନାରୀର ପ୍ରଚ୍ଛନ୍ନ ହାତ ଥାଏ। ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ବିହାରର ଗୌତମ କୁମାର ଝା ନାମକ ଜଣେ ବ୍ୟକ୍ତି। ତାହା କିପରି ଆସନ୍ତୁ ଜାଣିବା ପଶ୍ଚିମବଙ୍ଗରେ ରେଲ୍ୱେ ବିଭାଗରେ କାମ କରୁଥିବା ଗୌତମ ସୋନି ଟିଭିରେ ପ୍ରାସାରିତ...