ମୁହଁରେ ବ୍ରଣ ହେବା ଆଜିକାଲି ଯୁବପିଢ଼ିଙ୍କ ପାଇଁ ଗୋଟେ ବଡ଼ ସମସ୍ୟା ହେଲାଣି। ପ୍ରତ୍ୟେକ ଦିନ ମୁଁହରେ ବ୍ରଣ ବାହାରୁଥିବାରୁ ମୁହଁ ଅସୁନ୍ଦର ଦେଖାଯାଉଛି। ଆଉ ଏହାକୁ ହାତରେ ଖଣ୍ଡିଆ କରିଦେଲେ ମୁହଁରେ କଳା ଦାଗ ପଡ଼ିଯାଉଛି। ଏଥିରୁ ମୁକ୍ତି ମିଳିବ ତ କେମିତି ? ଏବେ ଏହା...
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆଜି ଭାରତ ଆକ୍ରମଣ କରିଛି। ଭାରତୀୟ ସେନାର ଆକ୍ରମଣରେ ୫ ଜଣ ପାକିସ୍ତାନ ସେନା ନିହତ ହୋଇଥିବାବେଳେ ଅନେକ ଯବାନ ଆହତ ହୋଇଛନ୍ତି। ୪ରୁ ଅଧିକ ଆତଙ୍କବାଦୀ କ୍ୟାମ୍ପ ନଷ୍ଟ ହୋଇଯାଇଥିବା ସୂଚନା ରହିଛି। ଆଜି ଟଙ୍ଗଧର...
କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡର ହରିଚନ୍ଦନପୁର-ଦୈତାରୀ ଜଙ୍ଗଲରେ ଏକ ଚିତା ବାଘ ଥିବା ଜଣାପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ଦୈତାରୀ ଟାଉନସିପ୍ରୁ ବଳି ପର୍ବତ ମଧ୍ୟରେ ଥିବା ଘାଟି ରାସ୍ତା କଡ଼ରେ ବାଘଟି ବୁଲୁଥିବା ଦେଖିବାକୁ ମିଳିଥିଲା। ରାତିରେ ଓଆଇଏସ୍ଏଫ୍ ଯବାନମାନେ ଏହି ରାସ୍ତାରେ...
ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତ୍ରାପାଲି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ପାଣି ହାଣ୍ଡିରେ ବୁଡ଼ି ଏକ ୨ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ପ୍ରିନ୍ସ ସାହୁ। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ବେଳେ ଗାଁର...
ନୂଆଦିଲ୍ଲୀ: ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍ ଏକ୍ସପ୍ରେସ ଷ୍ଟେସନରେ ଶନିବାର ବିଳମ୍ୱରେ ପହଞ୍ଚିଥିଲା। ତେଣୁ ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରେଳବାଇ କ୍ଷତିପୂରଣ ଦେବ ବୋଲି ଜଣାପଡ଼ିଛି। ଗତକାଲି ଲକ୍ଷ୍ନୌ-ଦିଲ୍ଲୀ ତେଜସ୍ ଏକ୍ସପ୍ରେସ ଟ୍ରେନ ଉଭୟ ଅପ୍ ଏବଂ ଡାଉନରେ ବିଳମ୍ୱରେ ଚାଲିଥିଲା। ତେଣୁ ରେଳ...
ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମ ଜଗତର ଅନେକ କଳାକାରଙ୍କୁ ଭେଟିଥିଲେ। ଶାହାରୁଖ ଖାନ୍, ଆମୀର ଖାନ୍ ଓ କଙ୍ଗନା ରାଣାୱତଙ୍କ ସମେତ ବଲିଉଡର ଅନେକ ବଡ଼ ବଡ଼ କଳାକାର ଏଥିରେ ସାମିଲ ହୋଇଥିଲେ। #ChangeWithin ଅନ୍ତର୍ଗତ...
ନୂଆଦିଲ୍ଲୀ: ଡେନମାର୍କରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ -୨୦୧୯ ପ୍ରତିଯୋଗିତାର ଡବଲସରେ ଏବଂ ଏସଏଲ୍ ଥ୍ରୀ ସିଙ୍ଗଲସର ବ୍ରୋଞ୍ଜ ଜିତିଥିବା ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ପ୍ରମୋଦଙ୍କୁ ଓଡ଼ିଶାର ଗର୍ବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ...
ଇମ୍ଫାଲ: ଦୁର୍ଘଟଣାରେ ଓଡ଼ିଆ ଜୁଡୋ ଖେଳାଳି ଆହତ। ମଣିପୁର ଇମ୍ଫାଲରେ ଏକ ବସ୍ ଓଲଟି ୨୦ ଜୁଡୋ ଖେଳାଳି ଆହତ ହୋଇଛନ୍ତି। ଏହି ବସ୍ରେ କୋଚ, ମ୍ୟାନେଜର ଓ ଖେଳାଳିଙ୍କ ସହ ମୋଟ ୨୮ ଜଣ ଥିଲେ। ଇମ୍ଫାଲରୁ ଦିମାପୁର ବସ୍ ଫେରିବା ବାଟରେ କୌଣସି କାରଣରୁ ବସ୍ଟି...
ଭୁବନେଶ୍ୱର: ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ କାର୍ଯ୍ୟକ୍ରମରେ ଜଣେ ଓଡ଼ିଆ ପ୍ରତିଯୋଗୀଙ୍କ ହଙ୍ଗାମା। ନିଜ ପ୍ରତିଭା ଦେଖାଇବା ବଦଳରେ ସେ ଏମିତି ଅଦ୍ଭୁତ କାରନାମ ଦେଖାଇଥିଲେ ଯେ, ବିଚାରପିତିମାନେ ବାୟା ହୋଇଯାଇଥିଲେ। ଆଉ ହସି ହସି ଗଡ଼ିଯାଇଥିଲେ। ଯେଉଁ ଭିଡିଓ ଏବେ ଶୋସାଲ୍ ମିଡିଆରେ...
ଝାରସୁଗୁଡ଼ା: କୁନି ପିଲା, ହେଲେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ଆଖିରେ ପଟି ବାନ୍ଧି କମ୍ୟୁଟରରେ A ରୁ Z ପର୍ଯ୍ୟନ୍ତ ମାତ୍ର ୩.୫୪ ସେକେଣ୍ଡ ରେ ଟାଇପ କରି ଇଣ୍ଡିଆ ବୁକ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି କୁନି ଝିଅ ଦୀପ୍ତି ଶର୍ମା। ତୃତୀୟ ଶ୍ରେଣୀରେ ପାଠ ପଢୁ...