ବାଲେଶ୍ୱର: ଦିଲ୍ଲୀ ଗାଦିରେ ନନାଙ୍କ ମନ ଲାଗିଲା ନାହିଁ। ପିଲାଦିନ କଥା ଭାରି ମନେପଡ଼ିଲା। କେନ୍ଦ୍ରମନ୍ତ୍ରୀ ପଦବୀ ଭିତରେ ଲୁଚିଥିବା ଗାଁର ସରଳ ମନଟା ଛଟପଟ ହେଲା। ସବୁ ସୁରକ୍ଷାକୁ ବାହାରେ ଛାଡ଼ି କାହାକୁ କିଛି ନ କହି କୌଣସି ଖବର ନ ଦେଇ ଲୁଚି ଲୁଚି ସିଧା...
ସିରସା: ନିର୍ବାଚନରେ ହାରିବା ପରେ ସାଧାରଣତଃ ନେତାମାନେ ନିଜ ନିର୍ବାଚନ ମଣ୍ଡଳିକୁ ଯିବା ତ ଦୂରର କଥା ମାଟି ସୁଦ୍ଧା ବି ମାଡ଼ନ୍ତି ନାହିଁ। ବାହାଘର ପରେ ବେଦୀ ମୁହଁ ପୋଡ଼ା ଭଳି ନିର୍ବାଚନ ପରେ ନିର୍ବାଚନମଣ୍ଡଳି ଅବସ୍ଥା ବି ଠିକ୍ ସେମିତି ହୁଏ। କିନ୍ତୁ ଆମ ନଜରରେ...
ଚଣ୍ଡିଗଡ଼: ହରିୟାଣାରେ କ୍ରମାଗତ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମନୋହର ଲାଲ୍ ଖଟ୍ଟର। ଖଟ୍ଟରଙ୍କ ସହ ଜନନାୟକ ଜନତା ପାର୍ଟି JJP ନେତା ଦୁଷ୍ୟନ୍ତ ସିଂହ ଚୌଟାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ...
ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ISIS ମୁଖ୍ୟ ଅବୁ ବକର ଅଲ୍ ବାଗ୍ଦାଦିର ମୃତ୍ୟୁ। ଗତକାଲି ରାତିରେ ସିରିଆରେ ଆମେରିକା ସେନାର ସାମରିକ କାର୍ଯ୍ୟାନୁଷ୍ଠାନରେ ବାଗଦାଦିର ମୃତ୍ୟୁ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏନେଇ ସ୍ପଷ୍ଟ କରିଛନ୍ତି। ସିରିଆର ଇଦ୍ଲିବ ଅଞ୍ଚଳରେ ISIS ଆତଙ୍କବାଦୀ ଅବୁ ବକର...
କଟକ: କଟକ ଚୌଦ୍ୱାର ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବ୍ୟାଙ୍କ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତଙ୍କ ମଧ୍ୟରୁ...
ଭଦ୍ରକ/ ଗଂଜାମ: ଦୀପାବଳିରେ ଅଘଟଣ। ଦୀପାବଳିରେ ଘରେ ଲିଚୁ ଲାଇଟ୍ ଲଗାଉଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଘଟିଛି ଏ ଅଘଟଣ। ମୃତକ ହେଲେ ସେହି ଗାଁର ପ୍ରକାଶ ଚନ୍ଦ୍ର ଓଝା। ନିଜ ଘରେ ଲାଇଟ୍ ଲଗାଉଥିବେଳେ...
ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗକୁ ଧରିଛି କି ସସ୍ପେଣ୍ଡ ରୋଗ ? ମୋ ସରକାର କାର୍ଯ୍ୟକ୍ରମ କର୍ଯ୍ୟକାରିତାରେ ବିଫଳତା ପାଇଁ ପ୍ରଥମେ ସୁନ୍ଦରଗଡ଼ ସିଡିଏମ୍ଓଙ୍କୁ ସସ୍ପେଣ୍ଡ କରାଗଲା। ବିବାଦ ବଢ଼ିବାରୁ ପରେ ନିଲମ୍ବନ ପ୍ରତ୍ୟାହାର କରି ତାଙ୍କୁ ଅନ୍ୟତ୍ର ନିଯୁକ୍ତ କରାଗଲା। ଆଉ ଏବେ ପୁଣି ବରଗଡ଼ ମୁଖ୍ୟ ଚିକିତ୍ସାଳୟର...
ନୂଆଦିଲ୍ଲୀ: ଆଜି ପବିତ୍ର ଦୀପାବଳି। ଏହି ଅବସରରେ ଭାରତୀୟ କ୍ରୀଡ଼ା ଜଗତର କିଛି ପ୍ରମୁଖ କ୍ରୀଡ଼ାବିତ୍ ଦୀପାବଳିର ଶୁଭକାମନା ଜ୍ଞାପନ କରିଛନ୍ତି। କ୍ରିକେଟର୍ ସଚିନ ତେନ୍ଦୁଲକର ଏକ ଖାସ୍ ଭିଡିଓ ପୋଷ୍ଟ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ ଏହି ଭିଡିଓରେ ମରାଠୀ ଭାଷାରେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା...
ନୂଆଦିଲ୍ଲୀ: ଏନ୍ଏଏମ୍ ସମ୍ମିଳନୀରେ ଭାରତ ଏବଂ ପାକିସ୍ତାନକୁ ମୁହାଁମୁହିଁ ହେବାର ଆଜି ଦେଖିବାକୁ ମିଳିଛି। ପାକିସ୍ତାନ ୩୭୦ ଧାରା ଉଚ୍ଛେଦକୁ ବେଆଇନ ଏବଂ ଅନୈତିକ କହିଥିବାବେଳେ ଭାରତ କହିଛି ପାକିସ୍ତାନ ଆତଙ୍କବାଦର ଉତ୍ପତିସ୍ଥଳ। ସୂଚନାଯୋଗ୍ୟ ଯେ, ପାକିସ୍ତାନ ଭାରତକୁ ଟାର୍ଗେଟ୍ କରୁଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାକିସ୍ତାନର...
ଇସଲାମାବାଦ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ସାଉଦି ଆରବ ଗସ୍ତରେ ପାକିସ୍ତାନ ଆକାଶ ମାର୍ଗକୁ ବ୍ୟବହାର କରିବା ପାଇଁ ଭାରତର ଅନୁରୋଧକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି। ଅର୍ଥାତ ମୋଦିଙ୍କ ଭିଭିଆଇପି ବିମାନ ଅନ୍ୟ ମାର୍ଗ ଦେଇ ସାଉଦି ଯିବାକୁ ପରୋକ୍ଷରେ କହିଛି। ଜମ୍ମୁ-କାଶ୍ମୀରରେ ମାନବ ଅଧିକାର ଉଲ୍ଲଂଘନ ହେଉଥିବା...
ନୂଆଦିଲ୍ଲୀ: ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍ର ହ୍ୱାଇଟ୍ହାଉସ୍ରେ ଦୀପାବଳି ପାଳିଛନ୍ତି। ସେ ନେଜେ ଦୀପ ଲଗାଇବାର ଏକ ଭିଡିଓ ମଧ୍ୟ ଟ୍ୱିଟରରେ ଅପଲୋଡ୍ କରିଛନ୍ତି। ସେ ଏହି ଟ୍ୱିଟ୍ରେ ଲେଖିଛନ୍ତି, “ଦୀପାବଳି ଆରମ୍ଭ ହୋଇଯାଇଛି। ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଏବଂ ମୁଁ ଏହି...
ଜମ୍ମୁ: ରବିବାର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କାଶ୍ମୀରର ଏଲ୍ଓସି ନିକଟବର୍ତ୍ତୀ ରଜୌରୀଠାରେ ପହଞ୍ଚିଛନ୍ତି। ଆଜି ମଧ୍ୟ ଇନ୍ଫାଣ୍ଟ୍ରି ଦିବସ ପାଳନ କରାଯାଉଛି। ୧୯୪୭ ମସିହାର ଏହିଦିନରେ ଭାରତୀୟ ସେନା ଜମ୍ମୁ-କାଶ୍ମୀର ପହଞ୍ଚି ପାକିସ୍ତାନୀ ସେନାକୁ ପଛକୁ ହଟାଇଦେବାରେ ସମର୍ଥ...