• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

n
ଆଜି ଗୋଟିଏ ଦିନରେ ଦୁଇଥର ଆତଙ୍କବାଦୀ ଆକ୍ରମଣ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଆଜି ଦୁଇଥର ଆତଙ୍କବାଦୀ ଆକ୍ରମଣ ହୋଇ ସାରିଲାଣି। ପ୍ରଥମେ ସୋପରରେ ଥିବା ଏକ ବସ୍‌ ଷ୍ଟାଣ୍ଡ ଉପରକୁ ଗ୍ରେନେଡ୍‌ ମାଡ଼ କରିଥିଲେ ଆତଙ୍କବାଦୀ। ଏଥିରେ ୧୫ ଜଣ ସାଧାରଣ ଲୋକ ଗୁରୁତୁର ଆହତ ହୋଇଥିଲେ। ଏବେ ପୁଣିଥରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା...

d
ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହେଲେ ଚିଦାମ୍ବରମ୍

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ବର୍ତ୍ତମାନ ଇଡି ହେପାଜତରେ ଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଆଜି ଏମସରେ ଭର୍ତ୍ତି ହୋଇଥିଲେ। ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ଇଡି କର୍ତ୍ତୃପକ୍ଷ ଏଭଳି ବ୍ୟବସ୍ଥା କରିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ତାଙ୍କୁ ଡିସଚାର୍ଜ କରିଦିଆଯାଇଛି।...

dd
ଏଣିକି ଥାନାକୁ ଟଙ୍କା ଦେବେ ସରକାର

ଭୁବନେଶ୍ୱର: ରାଜ୍ୟର ୫୮୭ଟି ଥାନାକୁ ମିଳିବ କଣ୍ଟିଜେନ୍ସି(ଆପାତକାଳିନ ବା ଆକସ୍ମିକ ଦୁର୍ଘଟଣା) ଟଙ୍କା। ଲୋକଙ୍କୁ ଉନ୍ନତ ସେବା ଯୋଗାଇବାକୁ ଥାନାଗୁଡ଼ିକୁ ବାର୍ଷିକ ୧୭.୫କୋଟି ଟଙ୍କାର ଅତିରିକ୍ତ ଫଣ୍ଡ୍ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ ଅଧିନରେ ଥିବା ସମସ୍ତ ୪୪ଟି ଥାନାକୁ ମାସିକ ୪୦ ହଜାର ଟଙ୍କା...

deadbody5
ମାତ୍ର ହଜାରେ ଟଙ୍କା ପାଇଁ ଜୀବନ ନେଇଗଲେ

ମୟୂରଭଞ୍ଜ: ଯୁବକଙ୍କୁ ମାତ୍ର ହଜାରେ ଟଙ୍କା ପାଇଁ ହତ୍ୟା କରାଯାଇଛି। ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳର ଅଜୁ ନାୟକ ନାମକ ଯୁବକଙ୍କୁ ହଜାରେ ଟଙ୍କା ପାଇଁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅଜୁ ଗାଁ ପାଖ ହାଟରୁ ଏକ ସାଇକେଲ ଚୋରି କରିବା ଅଭିଯୋଗ...

manrti
ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଏରିଆରେ PMAY ଘୋଟାଲା

ଭୁବନେଶ୍ୱର: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ମାହାଙ୍ଗାରେ ଆବାସ କେଳେଙ୍କାରୀର ଖବର ସାମ୍ନାକୁ ଆସିଛି। ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କୁ ଟାର୍ଗେଟ କରି ଆଜି ପୁଣି ତିନୋଟି ପଞ୍ଚାୟତର ଅନିୟମିତତା କଥା ଉଠାଇଛି ବିଜେପି। ଯମରା ପଞ୍ଚାୟତର ସମିତି ସଭ୍ୟ ତିତଲି ଜେନା ନାଁରେ ବି ଆବାସ ହଡ଼ପର ଅଭିଯୋଗ...

jj
ଏପଟେ ଦୀପାବଳିରେ ହର୍ଷଉଲ୍ଲାସ; ସେପଟେ ଗୋଡ଼ାଇ ଗୋଡ଼ାଇ ହାଣୁଥିଲା ଦୁର୍ବୃତ୍ତ

ଭୁବନେଶ୍ୱର: ବାଣ ଓ ଭୋଜି ପାଇଁ ରାଜଧାନୀରେ ହତ୍ୟାକାଣ୍ଡ। ପ୍ରଥମେ ମିମାଂସା, ପରେ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଅମରେଶ ନାୟକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ହତ୍ୟାକାରୀମାନଙ୍କୁ ଏଯାଏ ପୁଲିସ ଧରି ପାରିନଥିବାବେଳେ ଏହି ଘଟଣା...

bci
ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍‌କୁ ବିସିଆଇ ଝଟ୍‌କା

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍‌କୁ ବାର୍ କାଉନସିଲ ଅଫ ଇଣ୍ଡିଆର ଝଟ୍‌କା। ରାଜ୍ୟରେ ଓକିଲଙ୍କ ଆନ୍ଦୋଳନକୁ ଅନାବଶ୍ୟକ ଓ ଭିତ୍ତିହୀନ କହିବା ସହ ଏହା ତୁରନ୍ତ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ। ଏନେଇ...

dada
ବାଇକରେ ଖୁସିରେ ଆସୁଥିଲେ କୁନି ଝିଅ ଓ ଦାଦା; ପଛରୁ ଆସୁଥିବା ଟ୍ରକ୍‌ ସାରିଦେଲା ସବୁକିଛି

ଭଦ୍ରକ: ବାଇକ୍‌ ପଡ଼ିଛି। ବାଇକ୍‌ରେ ଓହଳିଛି କିଛି ଜିନିଷ ଭର୍ତ୍ତି ବ୍ୟାଗ୍। ଆଉ କିଛି ଦୂରରେ ଛିଟିକି ପଡ଼ିଛି ଦାଦା-ଝିଆରିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର। ଯେଉଁ ଚିତ୍ର ଅତି ବୀଭତ୍ସ ଓ ଦୃଦୟ ବିଦାରକ। ଯିଏ ଦେଖୁଛି ହତବାକ ହୋଇଯାଉଛି। ନିୟମ ବନ୍ଧନ ପାଇଁ ଯାହାକୁ ଆମେ ଏଠି...

bollye
ଏକାଧିକ ଥର ବିବାହ କରିଛନ୍ତି ଏହି ବଲିଉଡ୍‌ ସେଲିବ୍ରେଟି; ୪ଥର ବାହା ହୋଇଛନ୍ତି ଏହି ଗାୟକ

ବଲିଉଡ୍‌ ଷ୍ଟାର୍‌ମାନଙ୍କର ସମ୍ପର୍କ ଏଇ ଅଛି ଏଇ ନାହିଁ। ଏହି ଷ୍ଟାର୍‌ମାନେ କେତେବେଳେ କାହାକୁ ପ୍ରେମ କରନ୍ତି ଆଉ କାହା ସହିତ ବ୍ରେକ୍‌ଅପ୍‌ କରନ୍ତି ତାହା କେବଳ ତାଙ୍କୁ ଜଣା। ଚଟ୍‌ ମଙ୍ଗନୀ ପଟ୍‌ ଶାଦି ଭଳି ଏହି ଷ୍ଟାର୍‌ମାନଙ୍କର ଚଟ୍‌ ଶାଦି ପଟ୍‌ ଡିଭୋର୍ସ ବି ହୋଇଯାଏ।...

bull1
ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଷଣ୍ଢଙ୍କ ଷ୍ଟ୍ରାଇକ୍‌ !

ପଟ୍ଟାମୁଣ୍ଡାଇ: ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଷଣ୍ଢଙ୍କ ଷ୍ଟ୍ରାଇକ୍‌। ଶିବିରକୁ ଶତଧିକ ଷଣ୍ଢ ଛାଡ଼ିଛନ୍ତି ଚାଷୀ। ଅଭିନବ ଢଙ୍ଗରେ ପ୍ରତିବାଦ କଲେ ଚାଷୀ। ଦୀର୍ଘଦିନ ଧରି ସମସ୍ୟାର ସମାଧାନ ନହେବାରୁ ଆଜି ଚାଷୀମାନେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଶତାଧିକ ଷଣ୍ଢ ଆଣି ଛାଡ଼ିଛନ୍ତି। ଯାହାକୁ ନେଇ କେନ୍ଦ୍ରାପଡ଼ାରେ ଚର୍ଚ୍ଚାର...

ga
ହାତରେ ଧରି ବାଣ ଫୁଟାଉଥିଲେ; ବିସ୍ଫୋରଣ ଏମିତି ହେଲା ଯେ ଜୀବନ ଚାଲିଗଲା

ଗଂଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି। ଶ୍ୟାମସୁନ୍ଦର ଗାଁରେ ହାତରେ ବାଣ ଧରି ଫୁଟାଉଥିବା ବେଳେ ବିସ୍ଫୋରଣ ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସୁମନ୍ତ ଦାଶ। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ...

MAHILA
ସ୍ମିତାରାଣୀ ମୃତ୍ୟୁ ମାମଲା: ତଦନ୍ତରେ ଖୁସି ନାହାନ୍ତି ମହିଳା କମିଶନ

ଯାଜପୁର: ଧର୍ମଶାଳା ବ୍ଲକ ହରିଦାସପୁର ସ୍ମିତାରାଣୀ ମୃତ୍ୟୁ ମାମଲାର ଯେଉଁ ତଦନ୍ତ ହୋଇଛି ସେଥିରେ ସନ୍ତୁଷ୍ଟ ନାହାନ୍ତି ମହିଳା କମିଶନ। ଏହି ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା। ତଦନ୍ତରେ ସନ୍ତୁଷ୍ଟ ନଥିବାରୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତ ପାଇଁ ଲେଖିଛୁ ସେ କହିଛନ୍ତି। ଏଥିସହିତ ଯାଜପୁର...