ଭଡୋଦରା: ଘୂର୍ଣ୍ଣିଝଡ଼ ମହା ପ୍ରଭାବରେ ଗୁଜରାଟରେ ଲାଗି ରହିଛି ବର୍ଷା। ଆଉ ପ୍ରବଳ ବର୍ଷା ଯୋଗୁ ଭଡୋଦରାରେ ସହର ଭିତରକୁ ପଶି ଆସିଛନ୍ତି କୁମ୍ଭୀର। ଆଉ ଏମାନଙ୍କୁ ଉଦ୍ଧାର କରିବା ପାଇଁ ବନ୍ୟଯନ୍ତୁ କାର୍ଯ୍ୟ କର୍ତ୍ତା ଓ ସ୍ୱେଚ୍ଛାକର୍ମୀ। ତେବେ ଦୀର୍ଘ ୧୨ ଘଣ୍ଟା ମଧ୍ୟରେ ୫ଟି କୁମ୍ଭୀର...
ନୂଆଦିଲ୍ଲୀ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ‘ବୁଲ୍ବୁଲ୍’ ଘଣ୍ଟାକୁ ୯ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଥିବା ବେଳେ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ମହା ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ମାଡ଼ି ଆସୁଛି। ଏହା ଗୁଜରାଟ ଉପକୂଳ ଦେଇ ଅତିକ୍ରମ କରିବା ନେଇ ଆଶଙ୍କା ରହିଛି।...
ଭୁବନେଶ୍ୱର: ଗଭୀରେ ଅବପାତର ରୂପ ନେଲା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ‘ବୁଲ୍ବୁଲ୍’। ଘଣ୍ଟାକୁ ୯ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଛି ଏହି ଲଘୁଚାପ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ଏହା ପାରାଦୀପ ଠାରୁ...
କୋଣାର୍କ: ଘରୁ ଡାକିଆଣି ଠିକାଦାରଙ୍କୁ ଗୁଳି ମାରିଲେ। ଆଉ ଖସି ପଳାଇ ଯିବା ବେଳେ ଧରିନେଲେ ଗାଁ ଲୋକେ। ତା ପରେ ଯାହା ହେଲା..। ପୁରୀ ଜିଲ୍ଲା ଗୋପ ବ୍ଲକର ସୁବର୍ଣ୍ଣପୁରରେ ଆଜି ସକାଳେ ଉମା ସାହୁ ନାମକ ଠିକାଦାରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ବଟି ଆଦାୟକୁ କେନ୍ଦ୍ର...
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଗଭୀର ଅବପାତର ରୂପ ନେବା ସହ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଝଡ଼ର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି...
ଝାରସୁଗୁଡ଼ା: ବ୍ରଜରାଜନଗର ପୁଲିସର ଏନ୍କାଉଣ୍ଟର। ମଧୂପୁର ଜଙ୍ଗଲ ରାସ୍ତାରେ ପୁଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଅପରାଧୀ ହେଲେ ଅନନ୍ତ ଧଳ, ରଫିକ୍ ଅନ୍ସାରୀ, ଶୈଳେନ୍ଦ୍ର ପାତ୍ର ଓ ନିକି ସିଂ। ସେମାନଙ୍କୁ ଝାରେସୁଗୁଡ଼ା...
ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ ବୁଧବାର ବରମୁଣ୍ଡାଠାରେ ଆୟୋଜିତ ହେବ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ ଓ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ରାଜଧାନୀରେ ଟ୍ରାଫିକ ସମସ୍ୟା ସୃଷ୍ଟିହେବା ନେଇ ଆଶଙ୍କା କରାଯାଉଛି । ଏସବୁକୁ ଦୃଷ୍ଟିରେ...
କେନ୍ଦ୍ରାପଡ଼ା: ସାମ୍ବାଦିକଙ୍କୁ ଦାଦାଗିରି ଦେଖାଇଲେ କେନ୍ଦ୍ରାପଡ଼ା ବିଜେଡି ସଂସାଦ ଅନୁଭବ ମହାନ୍ତି। ଗଣମାଧ୍ୟମ ସାମ୍ନାରେ ପୁଣି ଥରେ ନିଜର ଔଦ୍ଧତ୍ୟ ଦେଖାଇଛନ୍ତି ସାଂସଦ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଛନ୍ତି ଅନୁଭବ। କେବଳ ଦୁର୍ବ୍ୟବହାର ନୁହେଁ, ନ୍ୟୁଜ୍କୁ କଦର୍ଥ କରୁଛ ବୋଲି...
କଟକ: କଟକ ବଡ଼ ମେଡିକାଲରେ ପହଞ୍ଚିଲେ 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ବଡ଼ି ଭୋରରୁ ଅଚାନକ ବଡ଼ ମେଡିକାଲରେ ପହଞ୍ଚି ଭିତ୍ତିଭୂମି ଯାଞ୍ଚ କରିଛନ୍ତି 5T ସଚିବ। ଏହାସହ ବିଭିନ୍ନ ଓ୍ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିଛନ୍ତି। ପାଣ୍ଡିଆନଙ୍କ ସହ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା...