ଭୁବନେଶ୍ୱର: ଆଗାମୀ ଦିନରେ ସମଗ୍ର ଦେଶରେ ଏନ୍ସିସିରେ ଅଧିକ ଦୁଇ ଲକ୍ଷ କ୍ୟାଡେଟ୍ଙ୍କୁ ଭର୍ତ୍ତି କରାଯିବ। ଏହି କ୍ରମରେ ଓଡ଼ିଶାରେ ୧୨ ହଜାର ନୂଆ କ୍ୟାଡେଟ୍ ଭର୍ତ୍ତି କରାଯିବା ପାଇଁ ଯୋଜନା ହୋଇଛି। ଆସନ୍ତା ଶିକ୍ଷାବର୍ଷରୁ ଏହି କ୍ୟାଡେଟମାନେ ଏନ୍ସିସିରେ ଯୋଗଦେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଓଡ଼ିଶା...
ନୂଆଦିଲ୍ଲୀ: ଯାମିନ ଆବେଦନ ଖାରଜ ହେବା ପରେ ପଞ୍ଜାବ ନ୍ୟାସ୍ନ୍ୟାଲ୍ ବ୍ୟାଙ୍କ ଠକେଇ ମାମଲାରେ ଗିରଫ୍ ହୋଇଥିବା ନିରବ ମୋଦୀଙ୍କ କୋର୍ଟଙ୍କୁ ଆତ୍ମହତ୍ୟା ଧମକ। କହିଲେ, ଭାରତ ପ୍ରତ୍ୟର୍ପଣ କଲେ ଆତ୍ମହତ୍ୟା କରିବି। ବୁଧବାର ୟୁକେ(ୟୁନାଇଟେଡ୍ କିକଂଡମ୍)ର ଏକ କୋର୍ଟ ନିରବ ମୋଦିଙ୍କ ଯାମୀନ ଆବେଦନକୁ ଖାରଜ୍ କରିଦେଇଥିଲେ।...
ନୂଆଦିଲ୍ଲୀ: ନିଜ କଥାରୁ ଓହରିଲା ପାକିସ୍ତାନ। କର୍ତ୍ତାରପୁର କରିଡର ଯାତ୍ରା ପାଇଁ ଭାରତୀୟ ଶିଖ୍ ତୀର୍ଥଯାତ୍ରୀଙ୍କୁ ପାସ୍ପୋର୍ଟ ବାଧ୍ୟତାମୂଳକ ବୋଲି ଘୋଷଣା କଲେ ପାକିସ୍ତାନ ସେନା ପ୍ରବକ୍ତା ମେଜର୍ ଜେନେରାଲ୍ ଅସିଫ୍ ଗଫୁର। ନଭେମ୍ବର ଏକ ତାରିଖରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କର୍ତ୍ତାରପୁର ଗୁରୁଦ୍ୱାର ଦରବାର ସାହିବ...
ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ବୁଲ୍ବୁଲ୍’ କାଳକ୍ରମେ ଏହା ବଡ଼ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବୁଲ୍ବୁଲ୍ ୫ ଦିନ ମଧ୍ୟରେ ସ୍ଥଳଭାଗ ଛୁଇଁବନି। ଆସନ୍ତାକାଲି ସକାଳ ସୁଦ୍ଧା...
କେନ୍ଦ୍ରାପଡ଼: ଓଟିଭି ସାମ୍ବାଦିକଙ୍କୁ ଅନୁଭବ ଦୁର୍ବ୍ୟବହାର କରିବା ଘଟଣାକୁ ବରିଷ୍ଠ ସାମ୍ବାଦିକମାନେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଛନ୍ତି ଅନୁଭବଙ୍କ ଏଭଳି ଆଚରଣ ଗୁଣ୍ଡାଗିରି ସହ ସମାନ। ସମସ୍ତେ ଏହାକୁ କଡ଼ା ଭାଷାରେ ନିନ୍ଦା କରିବ ଉଚିତ୍ ବୋଲି ରାଜାରାମ କହିଛନ୍ତି। ସେହିଭଳି...
ଭଦ୍ରକ(ବାସୁଦେବ ଦାସ): “ମା’ ପାଟି ପାକୁ ପାକୁ କରୁଥିବାରୁ ସ୍ତ୍ରୀ ଦେଉଥିଲା ଅକଥନୀୟ ନିର୍ଯାତନା। ପରିଣତ ବୟସରେ ମା’କୁ ହାତ ଉଠାଇବାକୁ ବି ପଛାଉ ନ ଥିଲା। ସ୍ତ୍ରୀର ଏପରି ଆଚରଣରେ ଅତିଷ୍ଠ ହୋଇ ମୁଁ ମା’କୁ ଆହାର କେନ୍ଦ୍ରରେ ଛାଡ଼ି ଚାଲି ଆସିଥିଲି। ହେଲେ ଘରେ ପହଞ୍ଚିବା...
ମୁମ୍ବାଇ: ଆଇପିଏଲରେ ନୋ-ବୋଲ୍ ବିବାଦର ସମାଧାନ ପାଇଁ ଏବେ ନୂଆ ବ୍ୟବସ୍ଥା ହେବ। ମ୍ୟାଚ୍ ବେଳେ ଦୁଇ ଫିଲ୍ଡ ଅମ୍ପାୟାରଙ୍କ ବ୍ୟତୀତ ଜଣେ ଅତିରିକ୍ତ ଅମ୍ପାୟାର ରହିବେ। ଏହି ଅମ୍ପାୟାର ଜଣଙ୍କ କେବଳ ନୋ-ବୋଲଗୁଡ଼ିକୁ ଚେକ୍ କରିବେ। ଆଜି ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଏ ବିଷୟରେ ଆଲୋଚନା କରିଥିବା...
ଅନୁଗୁଳ: ଦୀର୍ଘ ବର୍ଷେ ହେବ ବନ୍ଦୀ ଜୀବନ ବିତାଉଛି ବାଘୁଣୀ ସୁନ୍ଦରୀ। ୬ ନଭେମ୍ବର ୨୦୧୮ ପରଠାରୁ ବାଘୁଣୀକୁ ଟ୍ରାଙ୍କୁଲାଇଜ କରି ରାଇଗୋଡ଼ାରେ ର୍ନିମିତ ଏକ ଏନ୍କ୍ଲୋଜରରେ ରଖାଯାଇଛି। ହେଲେ ବାଘୁଣୀକୁ ଜଙ୍ଗଲରେ ଛଡ଼ାଯିବ ନା ଏନ୍କ୍ଲୋଜରର ପରିସୀମା ବଢ଼ାଯିବ ସେ ନେଇ ନିଷ୍ପତ୍ତି ନିଆଯାଇପାରିନାହିଁ। ବାଘୁଣୀ ସୁନ୍ଦରୀ...
କେନ୍ଦୁଝର: ଅଙ୍ଗନବାଡ଼ିରେ ଦୁଇ ଶିଶୁଙ୍କ ମଧ୍ୟରେ ଝଗଡ଼ାକୁ ନେଇ ଉତ୍ତେଜନା ଜଣେ ଶିଶୁକୁ ଅନ୍ୟ ଶିଶୁର ବାପା ଓଲଟା କରି ନିସ୍ତୁକ ପିଟିବାରୁ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ୧ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି ଏହି ଘଟଣା।...