ଆସିକା(ମନୋଜ ମୁନି): ଜନ୍ମଦାତା ବାପା ଯଦି ହତ୍ୟାକାରୀ ସାଜେ, ତା’ ହେଲେ ସେ ପିଶାଚ ଓ ସଇତାନଠୁ କୌଣସି ଗୁଣରେ କମ୍ ନୁହେଁ। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ କେରିକେରିଝୋଳା ଗାଁରେ। ମୃତକ ହେଲେ ପିଣ୍ଟୁ ଗୌଡ଼। ପୁଲିସ୍ ତାଙ୍କ ବାପା...
କଟକ: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର। ମହିଳାଙ୍କ ପେଟରୁ ବାହାରିଲା ୪୦ କେଜିର ଟ୍ୟୁମର୍। ତେବେ ଏହି ଅସ୍ତ୍ରୋପଚାର ପରେ ମହିଳା ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ଡାକ୍ତର। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାର ଶକୁନ୍ତଳା ମାଝୀଙ୍କର ଗଲା ୧୦ ବର୍ଷ ହେଲା ପେଟରେ...
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ୍ କରିଛି। ଦାଉଦର ଘନିଷ୍ଠ ସହଯୋଗୀ ଇକବାଲ ମିର୍ଚି ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଛି। ଏହି ତଦନ୍ତ ବେଳେ ରାଜଙ୍କ ନାଁ ସାମ୍ନାକୁ...
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ। ଆଜି ତାଙ୍କ ନାଁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି। ଜଷ୍ଟିସ୍ ବୋବଡେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ପରେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି। ନଭେମ୍ବର ୧୭ରେ ଜଷ୍ଟିସ୍ ଗୋଗୋଇଙ୍କ କାର୍ଯ୍ୟକାଳ...
ଶ୍ରୀନଗର: ଜମ୍ମୁ-କାଶ୍ମୀର ନେତାଙ୍କ ମାଗଣା ସରକାରୀ ସେବା ଏବେ ହାତରୁ ଗଲା। କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ଦୀର୍ଘ ବର୍ଷ ହେଲାଣି ମାଗଣାରେ ଉପଭୋଗ କରୁଥିବା ସରକାରୀ ଗେଷ୍ଟ ହାଉସ୍କୁ ବାଧ୍ୟ ହୋଇ ଖାଲି କରିଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପୂର୍ବରୁ...
ଭୁବନେଶ୍ୱର: ୧୯୯୯ ମହାବାତ୍ୟାକୁ ପୂରିଲା ୨୦ ବର୍ଷ। ଏହି ପ୍ରଳୟଙ୍କରୀ ବାତ୍ୟା ଦିନେ ଧୋଇନେଇଥିଲା ଓଡ଼ିଶାର ଶିରି। ପ୍ରକୃତି ଯେ କେତେ ଭୟଙ୍କର ହୋଇପାରେ ତାହା ୧୯୯୯ ମହାବାତ୍ୟାରେ ଦେଖିବାକୁ ମିଳିଥିଲା। ଆଖି ଆଗରେ ଦୋହଲିଗଲା ସବୁକିଛି। ଭାଙ୍ଗିଗଲା ଘର, ଉପୁଡ଼ିଗଲା ଗଛ। କ୍ଷୟକ୍ଷତିର ଏକ ଭୟାନକ ଦୃଶ୍ୟ...
ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଟାଉନ ଥାନା ଅଧିନ ମୋଟେଲ ଛକରୁ ଗୋରୁ ଵୋଝେଇ ଏକ ପିକ୍ଅପ୍ ଭ୍ୟାନ ଜବତ କରାଯାଇଛି। ଭ୍ୟାନରୁ ୩୦ଟି ଗୋରୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ସନ୍ଦେହରେ ସ୍ଥାନୀୟ ଯୁବକମାନେ ମୋଟେଲ ଛକରେ ଏକ ପିକ୍ଅପ୍ ଭ୍ୟାନଟିକୁ...
ତିରୁଚିନାପଲ୍ଲୀ: ଶେଷରେ ଜୀବନ ସଂଗ୍ରାମରେ ହାରିଗଲା ସୁଜିତ୍। ତିରୁଚିନାପଲ୍ଲୀରେ ବୋର୍ ୱେଲ୍ରେ ଖସି ପଡ଼ିଥିବା ସୁଜିତ୍କୁ ମଧ୍ୟରାତ୍ରୀରେ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍। ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ସୁଜିତକୁ ସୁରକ୍ଷିତ ଉଦ୍ଧାର କରାଯାଇପାରିନି। ଗତ ୮୦ ଘଣ୍ଟା ଧରି ଅଞ୍ଚଳରେ ଅପରେସନ୍ ଜାରି ରହିଥିଲା। ପ୍ରାୟ ୩୦...
ପୁରୀ: ଦୀର୍ଘ ଦିନ ଧରି ସମୁଦ୍ର ଭିତରେ ମରଣ ସହ ସାମ୍ନାସାମ୍ନି ହୋଇ ଆଣ୍ଡାମାନ ଦ୍ୱୀପରୁ ଓଡ଼ିଶା ଉପକୂଳରେ ପହଞ୍ଚିଥିବା ନାବିକ ଅମିତ କୁଜୁରଙ୍କୁ ଖୁବ୍ଶୀଘ୍ର ଆଣ୍ଡାମାନ ପଠାଇ ଦିଆଯିବ। ପ୍ରଥମେ ତାଙ୍କୁ ଚେନ୍ନାଇ ନିଆଯିବ। ସେଠାରୁ ଆଣ୍ଡାମାନ ପୁଲିସ୍ ସହ ଯୋଗାଯୋଗ କରି ତାଙ୍କୁ ହସ୍ତାନ୍ତର କରାଯିବ।...
ନୂଆଦିଲ୍ଲୀ: ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତକାଲି ରାତିରେ ରିଆଦ୍ରେ ପହଞ୍ଚିବା ପରେ ମୋଦିଙ୍କ ସାଉଦି ଆରବ ସେନା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସାଉଦି ଆରବରେ ହେବାକୁ ଥିବା ତୃତୀୟ FUTURE INVESTMENT INITIATIVE FORUM ସମ୍ମିଳନୀରେ ଯୋଗଦେବେ ମୋଦୀ।...
ନୂଆଦିଲ୍ଲୀ: ଆରବ ସାଗରେ କେନ୍ଦ୍ରୀଭୂତ ସୁପର ସାଇକ୍ଲୋନିକ୍ ଷ୍ଟର୍ମ କ୍ୟାର୍ ଧୀରେଧୀରେ ଦୁର୍ବଳ ହେବାକୁ ଲାଗିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ଆରବସାଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଆସନ୍ତାକାଲି ସୁଦ୍ଧା ଏହା ପୁଣି ଥରେ ଦିଗ ପରିବର୍ତ୍ତନ କରି ପଶ୍ଚିମ ଦକ୍ଷିଣ...
ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସିବ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଗଠିତ ସିଇସି ବା କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି। ଏହି ଅବସରରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲେପମେଣ୍ଟ କର୍ପୋରେସନ ବା OMBADCରେ ବିନିଯୋଗ ହୋଇଥିବା ଅର୍ଥ ଖର୍ଚ୍ଚର ସମୀକ୍ଷା କରିବ କମିଟି। ପି. ଭି. ଜୟକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ଗଠିତ...