କେନ୍ଦ୍ରାପଡ଼ା: ପୁଣି ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦାଦାଗିରି। ଗଣମାଧ୍ୟମ ସାମ୍ନାରେ ପୁଣି ଥରେ ନିଜର ଔଦ୍ଧତ୍ୟ ଦେଖାଇଛନ୍ତି ଏହି ସାଂସଦ। କିଛି ଦିନ ତଳେ ଜଣେ ମହିଳା ସାମ୍ବାଦିକଙ୍କ ପ୍ରତି ଅଶାଳୀନ ବ୍ୟବହାର କରି ବିବାଦୀୟ ହେବା ପରେ ଏଥର ଟାର୍ଗେଟ କରିଛନ୍ତି...
ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀଠାରେ ନ୍ୟାୟ ପାଇଁ ଦାବି କରି ଆନ୍ଦୋଳନରତ ହଜାର ହଜାର ବିକ୍ଷୋଭକାରୀ ପୁଲିସ୍ ଏବଂ ସେମାନଙ୍କ ପରିବାର ଲୋକେ ଶେଷରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ସେମାନେ ପୁଲିସ୍ ମୁଖ୍ୟାଳୟ ସାମ୍ନାରେ ଏହି ଆନ୍ଦୋଳନ କରୁଥିଲେ। ବରିଷ୍ଠ ପୁଲିସ୍ ଅଧିକାରୀ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି...
ଚାନ୍ଦବାଲି(ବାସୁଦେବ ଦାସ): ବୁଢ଼ି ମାଆର ଅନ୍ଧ ଲଉଡ଼ି ତାକୁ ଏଠି ଅନ୍ଧାରରେ ଛାଡ଼ି ଦେଇ ଯାଇଛି। ଆଖିକୁ ଭଲ ଭାବରେ ଦେଖାଯାଉ ନଥିବା କି କାନକୁ ଭଲ ଭାବରେ ଶୁବୁ ନଥିବା ମାଆଟି ଏଣେ ତେଣେ ହାତ ବୁଲାଇ ପୁଅକୁ ଖୋଜୁଛି। ଆଉ ଯାହାଠି ହାତ ବାଜି ଯାଉଛି,...
କଟକ: ପୁଲିସ ନାଁରେ ଦୁଷ୍କର୍ମ ପୀଡ଼ିତାଙ୍କ ସାଂଘାତିକ ଅଭିଯୋଗ। ବାଙ୍କୀ ପୁଲିସ ନାଁରେ ଅପହରଣ ପରେ ଚତୁରତାର ସହ ଖସି ଆସିଥିବା ଜଣେ ଯୁବତୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବୟାନ ବଦଳାଇବାକୁ କହି ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଯୁବତୀ। ୨ ଦିନ ତଳେ ଯୁବତୀଜଣକ...
ପୁରୀ: ଶ୍ରୀମନ୍ଦିର ନୀତିକାନ୍ତିରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେବାୟତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏଭଳି ବିଶୃଙ୍ଖଳାକାରୀ ଓ ଭକ୍ତଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠ। ୨୦୧୮ ଡିସେମ୍ୱର ୨୮...
ଭୁବନେଶ୍ୱର : ଓଡ଼ିଶା ଛୁଇଁନପାରେ ସମ୍ଭାବ୍ୟ ବାତ୍ୟା ବୁଲ୍ବୁଲ୍। ଏହା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇବ ବୋଲି ଆକଳନ କରିଛି ଆଇଏମଡି। ତେବେ ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପବନ ସହ ବର୍ଷା ହେବ। ଏହି ସୂଚନା ପରେ ୧୫ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ...
ଭୁବନେଶ୍ୱର : ବେଲଗାମ ହେଉଛି ପିଆଜର ଦର। ଏବେ ଆପଣ ପେଟ୍ରୋଲ୍ ଲିଟର ପ୍ରତି ଯେତିକି ଟଙ୍କାରେ କିଣୁଛନ୍ତି, ଆଗକୁ ପିଆଜ ତା’ଠାରୁ ଅଧିକ ଦରରେ କିଣିବେ। ଯାହା ଖାଉଟିଙ୍କୁ ଚିନ୍ତାରେ ପକାଇ ଦେଇଛି। ଆଉ ବଡ଼କଥା ହେଲା ପିଆଜ ଦର ବଢ଼ିବ ବୋଲି କହୁଛନ୍ତି ଖୋଦ୍ ମନ୍ତ୍ରୀ।...
ନୂଆଦିଲ୍ଲୀ : ଇଣ୍ଡିଆନ୍ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି ଆଜି ତାଙ୍କର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବିରାଟ ଭାବବିହ୍ଵଳ ହୋଇ ୧୫ ବର୍ଷ ବୟସ୍କ ଚିକୁଙ୍କୁ ଏକ ଏକ ଚିଠି ଲେଖିଛନ୍ତି। ଏହି ଚିଠିକୁ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି।...
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ମହା’ ଗୁଜରାଟ ଉପକୂଳ ଦେଇ ଅତିକ୍ରମ କରିବା ନେଇ ଆଶଙ୍କା ରହିଛି। ଏହା ଡିଉ ଓ ପୋରବନ୍ଦର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରୁଛି। ଆସନ୍ତା ୭ତାରିଖ ବେଳକୁ ଗୁଜରାଟ ଉପକୂଳ ଛୁଇଁପାରେ। ଗୁଜରାଟ...
ନବରଙ୍ଗପୁର(ନବଘନ ବିଶୋଇ): ପିଲା ଜନ୍ମ ପରେ ମେଡିକାଲରେ ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଲେ ପ୍ରସୂତି। ଆଜି ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ୩୧ ତାରିଖରେ ଡାବୁଗାଁ ବ୍ଲକ ଡଙ୍ଗରା ଗାଁର ଧର୍ମୁ...