• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

5t
'ରାଜ୍ୟ ସରକାରରେ 3Mର ନୀତି ଚାଲିଛି'

ବ୍ରହ୍ମପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସ୍ମିତାରାଣୀଙ୍କ ସନ୍ଦେହଜନକ...

maa
ବୁଢ଼ୀ ମାଆକୁ ଛାଡ଼ି କୁଆଡ଼େ ଗଲେ ପୁଅ ବୋହୂ? କାନ୍ଦି କାନ୍ଦି ଥକି ଗଲାଣି ସେ

ଚାନ୍ଦବାଲି(ବାସୁଦେବ ଦାସ): ଆହାର କେନ୍ଦ୍ର ବାହାରେ କାନ୍ଦୁଛି ବୁଢ଼ୀ ମାଆ, ଆଖିକୁ ଠିକ୍‌ ସେ ଦେଖାଯାଉନି କି କାନକୁ ବି ଶୁବୁନି। ସକାଳ ଯାଇ ସନ୍ଧ୍ୟା ହେଲାଣି, କିନ୍ତୁ ପୁଅ-ବୋହୂର ଦେଖା ନାହିଁ। ଏଇଠି ତାକୁ ଛାଡ଼ିଯାଇଛନ୍ତି ସେମାନେ। କହିଛନ୍ତି ତୁ ଏଇଠି ରହିବୁ। ସକାଳୁ ସନ୍ଧ୍ୟା ଯାଏ...

maharstar
ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ୱିଷ୍ଟ; ଶିବସେନାର ୨୫ ବିଧାୟକ ବିଜେପି ଲିଙ୍କରେ !

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଏହାରି ଭିତରେ ମହାରାଷ୍ଟ୍ର ସ୍ୱାଧୀନ ବିଧାୟକ ରବି ରାଣା କହିଛନ୍ତି, ଶିବସେନାର ୨୫ ବିଧାୟକ ବିଜେପି ଲିଙ୍କରେ। ଯାହାକି, ଶିବସେନା ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଗତକାଲି ଶିବସେନା ନେତା...

KIRAN
ନ୍ୟାୟ ମାଗୁଛି ପୁଲିସ; ପ୍ଲାକାର୍ଡରେ ଲେଖା ହୋଇଛି 'କିରଣ ବେଦୀ ୱି ନିଡ୍‌ ୟୁ'

ନୂଆଦିଲ୍ଲୀ: ନ୍ୟାୟ ମାଗୁଛନ୍ତି ପୁଲିସ୍। ଦିଲ୍ଲୀ ପୁଲିସ୍‌ ମୁଖ୍ୟ ଅମୂଲ୍ୟ ପଟ୍ଟନାୟକଙ୍କ ଆଶ୍ୱାସନା ସତ୍ତ୍ୱେ ଥମିନି ବିକ୍ଷୋଭ। ଦିଲ୍ଲୀ ପୁଲିସ୍‌ ମୁଖ୍ୟାଳୟ ବାହାରେ ହଜାର ହଜାର ପୁଲିସ୍‌ ଆନ୍ଦୋଳନ ଜାରି ରଖିଛନ୍ତି। ମଙ୍ଗଳବାର ସକାଳଠାରୁ ସେମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ନିଜ ଜିଦିରେ ଅଟଳ ରହିଛନ୍ତି। ବହୁ ଜନଗହଳି...

bhubanesar
ରାଜ୍ୟର ସବୁଠୁ ପ୍ରଦୂଷିତ ସହର କେଉଁଟି ଜାଣିଛନ୍ତି ?

ଭୁବନେଶ୍ୱର: ରାଜ୍ୟର ସବୁଠୁ ଅଧିକ ପ୍ରଦୂଷିତ ସହର ମଧ୍ୟରେ ରହିଛି ରାଜଧାନୀ ଭୁବନେଶ୍ୱର। ଏଥିସହିତ କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର ସବୁଠୁ ଅଧିକ ପ୍ରଦୂଷିତ ସହର ତାଲିକାରେ ରହିଛି। ଆଜି ପରିବେଶ ସଂକ୍ରାନ୍ତିୟ ଗୃହ କମିଟି ବୈଠକ ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି।...

sea
ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ନେଇ ଚାଷୀଙ୍କ ପାଇଁ ଆସିବ ଆଡ୍‌ଭାଇଜରୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଓ ବର୍ଷା ନେଇ ଚାଷୀଙ୍କ ପାଇଁ ଆସିବ ଆଡ୍‌ଭାଇଜରୀ। OUATକୁ ଆଡଭାଇଜରୀ ଜାରି କରିବା ପାଇଁ କୃଷି ମନ୍ତ୍ରୀ ଅରୁଣ ସାହୁ ଆଲୋଚନା କରିଥିବା କହିଛନ୍ତି। ଚାଷୀ କିପରି ପାଚିଲା ଧାନକୁ ତୁରନ୍ତ କାଟି ଆଣିବେ ସେ ଦିଗକୁ ଧ୍ୟାନ ଦିଆଯିବ। ଏହାସହ ଚାଷ...

karnataka
ଦେଶରେ ଦୁର୍ନୀତିର ନମ୍ବର୍‌ ୱାନ୍‌ ରାଜ୍ୟ କର୍ଣ୍ଣାଟକା

ବେଙ୍ଗାଲୁରୁ: ଦୁର୍ନୀତିରେ ନମ୍ବର୍‌ ୱାନ୍‌ କର୍ଣ୍ଣାଟକା। ରାଜ୍ୟରେ ଶିଳ୍ପ ବିପ୍ଳବ ସହିତ ତାଳ ଦେଇ ଗଢ଼ିଚାଲିଛି ଦୁର୍ନୀତିର ସୌଧ। ଏଠାରେ ଦିନକୁ ଦିନ ଲାଞ୍ଚ କାରବାର ଠାରୁ ବିଭିନ୍ନ ଦୁର୍ନୀତି ମାମଲା ବଢ଼ିବାରେ ଲାଗିଛି। ବିଶେଷ କରି ୨୦୧୬ ତୁଳନାରେ ୨୦୧୭ରେ କର୍ଣ୍ଣାଟକାରେ ୧୦୦୦% ଦୁର୍ନୀତି ମାମଲା ବୃଦ୍ଧି...