ଭୁବନେଶ୍ୱର: ଖଣ୍ଡଗିରି ଥାନା ବରବାରି ଓୟୁଏଟି ପରିସରରେ ଥିବା ଏକ ନାଳରୁ ମଣିଷର କଟା ଗୋଡ଼ ଉଦ୍ଧାର ପ୍ରଥମେ ସ୍ଥାନୀୟ ଲୋକ ଦେଖିବା ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି କଟା ଗୋଡ଼ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। କେମିତି...
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନିଗୋଡିଆ ଶିଶୁ ସୁଦାମ ବେହେରାଙ୍କର ହେଲା ଅପରେସନ୍। ଭୁବନେଶ୍ୱର ଏମ୍ସରେ ତାଙ୍କ ଅଣ୍ଟା ପାଖରୁ ଜନ୍ମରୁ ବାହାରିଥିବା ତୃତୀୟ ଗୋଡ଼କୁ ଅପରେସନ୍ ଦ୍ୱାରା କାଢ଼ି ଦିଆଯାଇଛି। ସୋମବାର ପ୍ରାୟ ପାଞ୍ଚ ଘଣ୍ଟା କାଳ ଏମ୍ସର ଡାକ୍ତର ଟିମ୍ ତାଙ୍କ ଅପରେସନ୍ କରିଛନ୍ତି। ଏବେ ସେ...
ମୁମ୍ବାଇ: ମହାରାଷ୍ଟ୍ରରେ ୧୯ ଦିନର ସରକାର ଗଠନ କସରତ ପରେ ଶେଷରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ରାଜ୍ୟପାଳଙ୍କ ସୁପାରିସ ଆଧାରରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। କୌଣସି ଦଳ ସରକାର ଗଠନ କରି ନପାରିବାରୁ ରାଜ୍ୟପାଳ ଭଗତ ସିଂ ଖୋସିୟାରୀ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ...
ମୟୂରଭଞ୍ଜ: ପୁଲିସ ଅଧିକାରୀ ନିଜ ଚାମ୍ବରରେ ବସି ଜଣେ ଲୋକଙ୍କ ସହ ଟଙ୍କା ମୁଲଚାଲ କରୁଥିବାର ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓରେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଆଇଆଇସି ବିଶ୍ୱଜ କୁମାର ରାଉତରାୟ ଜଣେ ବ୍ୟକ୍ତିଙ୍କ ସହିତ ଟଙ୍କା ମୁଲଚାଲ କରୁଥିବା ଦେଖିବାକୁ ମିଳିଛି। ମୋରମ ଖାଦାନରେ...
ଭଞ୍ଜନଗର (ରାଜେଶ ପଣ୍ଡା): ଦିନ ଦି-ପହର ହେବ। ବିନ୍ଦୁ ନାୟକଙ୍କ ପରିବାରର ସମସ୍ତେ ଘରେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। କିନ୍ତୁ ହଠାତ୍ ଖଣ୍ଡା ଧରି ଘର ଭିତରକୁ ପଶି ଆସିଲେ ୪ରୁ ୫ ଲୋକ। ବିନ୍ଦୁଙ୍କ ପରିବାର ଲୋକ କିଛି କହିବା ପୂର୍ବରୁ ପୂରା ପରିବାରକୁ...
ଚଣ୍ଡିଗଡ଼: ନର୍ସ ବେଶରେ ଖଲିସ୍ତାନୀ ଆତଙ୍କବାଦୀ। ପଞ୍ଜାବ ପୁଲିସର ଷ୍ଟେଟ୍ ଅପରେସନ ସେଲ୍ ୨ ଜଣ ଖଲିସ୍ତାନ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଲଖବୀର ସିଂ ଓ ସୁରେନ୍ଦର କୌର। ମହିଳା ଅଭିଯୁକ୍ତ ସୁରେନ୍ଦର କୌରର ଘର ପଞ୍ଜାବର ଫରିଦକୋଟ୍ରେ। ସେ ଲୁଧିଆନାର ଏକ ଘରୋଇ ହସ୍ପିଟାଲରେ...
କଳାହାଣ୍ଡୀ: ଧାନ ଅମଳ ନହେଉଣୁ ଚକଡ଼ା ପୋକ ଦାଉରେ ଅସ୍ତବ୍ୟସ୍ତ ହେଲାଣି ଚାଷୀ। କିନ୍ତୁ ଚାଷୀର ସମସ୍ୟା ଶୁଣୁନାହିଁ। ପ୍ରଶାସନ। ଫଳରେ ରୋଗ ପୋକରେ କ୍ଷତିଗ୍ରସ୍ତ ଚାଷୀ ଏକର ଏକର ଧାନ ଚାଷ ପୋଡ଼ିଦେଉଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର କଣ୍ଡରେଇ ଗାଁରେ। କଳାହାଣ୍ଡିର...
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପିଠାରୁ ଶିବସେନା ଅଲଗା ହେବା ପରେ ଝାରଖଣ୍ଡରେ ମଧ୍ୟ ଦଳକୁ ଧକ୍କା ଲାଗିଛି। ଆସନ୍ତା ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବାକୁ ବିଜେପି ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି ନିଷ୍ପତ୍ତି ନେଇଛି। ଆସନ ବୁଝାମଣା ନେଇ ବିଜେପି ଓ ଏଲ୍ଜେପି ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲା। ...
ଅହମଦାବାଦ: ଟିମ୍ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମା ଆଜି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି-୨୦ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଏକ ରେକର୍ଡ ଯୋଡ଼ିଯାଇଛି। ସେ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଏହି ଛୋଟିଆ ଫର୍ମାଟରେ ୧୦୦ତମ ମ୍ୟାଚ୍ ଖେଳିବାର ରେକର୍ଡ...
ନୂଆଦିଲ୍ଲୀ: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜ୍ୟୋଜ ସିଂହ ସିଦ୍ଧୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି। ପାକିସ୍ତାନରେ ଥିବା କର୍ତ୍ତାରପୁର ଯିବା ପାଇଁ ଅନୁମତି ଦାବି କରି ସେ ଲଗାତତାର ଚିଠି ଲେଖୁଥିବାବେଳେ ଏବେ ଅତି କମ୍ରେ ଥରେ ଉତ୍ତର ଦେବାପାଇଁ ଚିଠିରେ...
ଜୟପୁର: ଓଡ଼ିଆ ଯବାନ ବିଚିତ୍ର ବେହେରା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହୋଇଛନ୍ତି। ରାଜସ୍ଥାନର ଜୟପୁର ରେଲଓ୍ୱେ ଷ୍ଟେସନରୁ ମଙ୍ଗଳବାର ବିଚିତ୍ରଙ୍କୁ ପୁଲିସ ଅଟକ ରଖିଥିଲା। ଏହାପରେ ଗତକାଲି ଦେଶର ତଥ୍ୟ ଚୋରି ଲିକ୍ କରିବା ମାମଲାରେ ତାଙ୍କୁ ପୁଲିସ୍ ଗିରଫ...
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କର ଗୁଣ୍ଟୁର ଜିଲ୍ଲାସ୍ଥିତ ଘର ଏବେ ଚର୍ଚ୍ଚାରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଘର ଏବଂ ବିଳାସମୟ ଜୀବନକୁ ପୂର୍ବରୁ ସମାଲୋଚନା କରିଥିବା ଜଗନ ମୋହନ ରେଡ୍ଡିଙ୍କ ଏହି ନୂଆ ଘରେ ୭୩ ଲକ୍ଷ ଟଙ୍କା ଖର୍ଚ୍ଚରେ କେବଳ ଝରକା ଓ...
ଆଣ୍ଟିଗୁଆ: ଆହତରୁ ଫେରି ଭାରତୀୟ ମହିଳା ଟିମ୍ ପାଇଁ ମ୍ୟାଚ୍ ୱିନିଂ ଇନିଂସ ଖେଳିଥିବା ସ୍ମୃତି ମନ୍ଧାନା ଏବେ ଟିମ୍ ଇଣ୍ଡିଆ ପୁରୁଷ ଟିମ୍ର ଅଧିନାୟକ ବିରାଟ କୋହଲି, ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ପଛରେ ପକାଇଛନ୍ତି। ବୁଧବାର ରାତିରେ...
ବାଲେଶ୍ୱର: ବସ୍ତା ଥାନା ଆଇଆଇସିଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ ହୋଇଛି। ଆଇଆଇସି ଧନେଶ୍ୱର ସାହୁ ବସ୍ତା ଜେଏମ୍ଏଫ୍ସି କୋର୍ଟରେ କାର୍ଯ୍ୟରତ ଜଣେ ଓକିଲଙ୍କ ପ୍ରତି ଚରିତ୍ର ସଂହାର ମୂଳକ ଟିପ୍ପଣୀ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ବସ୍ତା ଓକିଲ ସଂଘ ସମ୍ପୃକ୍ତ ଆଇଆଇସିଙ୍କ...
ସମ୍ବଲପୁର: ସମ୍ବଲପୁରର ଲୋକପ୍ରିୟ ତଥା ନିଆରା ଫୁଡ୍ ଆଇଟମ୍ ସରସତିଆ ପ୍ରେମରେ ଦେବଗଡ଼ ରାଣୀ। କେବଳ ଖାଇବାକୁ ନୁହେଁ ବରଂ ତିଆରି କରିବାକୁ ବି ବେଶ୍ ଆଗ୍ରହୀ ରାଣୀ। ସେଥିପାଇଁ ସମ୍ବଲପୁରର କୁଂଜେଲପଡ଼ା ଛକ ନିକଟରେ ଥିବା ଏକ ଦୋକାନକୁ ଯାଇ ପିଠା ତିଆରି କରିବାର କୌଶଳ ଶିଖୁଛନ୍ତି...
ବାଲେଶ୍ୱର: ବାଲିଆପାଳର ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକଙ୍କୁ ବିରୋଧରେ ଆଣିଥିବା ଅଶାଳୀନ ବ୍ୟବହାର ଅଭିଯୋଗ ମିଛ ଥିଲା। ତଦନ୍ତ ସରିବା ପରେ ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ବହୁ ଦିନ ଧରି ପ୍ରଧାନ ଶିକ୍ଷକଙ୍କ ସହ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀଙ୍କ ବିବାଦ ଥିଲା। ଯାହା...