ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ଶେଷ ଦିନରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୮ ହଜାର ୩୮୦ ସଂକ୍ରମିତ ଚିହ୍ନଟ ହୋଇଥିବା ୧୯୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୧୬୪...
ବାଲେଶ୍ୱର: ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର ଓ ସୋସିଆଲ ମିଡିଆରେ ଅପପ୍ରଚାରକୁ ବିରୋଧ କରି ଜିଲ୍ଲା ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ବାଲେଶ୍ୱର ଷ୍ଟେସନ ଛକ ଓ ସହରର ବିଭିନ୍ନ ସ୍ଥାନରେ ଏଭଳି ପୋଷ୍ଟର ମରାଯାଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି...
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ଅବଧି ସାରି ବି ଘରକୁ ଫେରିପାରୁନି ପ୍ରବାସୀ। କେଉଁଠି ଗାଁ ଲୋକଙ୍କ ବିରୋଧ, ଆଉ କେଉଁଠି କୋଭିଡ୍ ଟେଷ୍ଟ ହୋଇନଥିବାରୁ ପରିବାରରେ ସଂକ୍ରମଣର ଭୟ। ଖାସ୍ ଏଇଥିପାଇଁ କ୍ୱାରେଣ୍ଟିନ୍ ସମୟ ସୀମା ଶେଷ କରି ବି ରାଜ୍ୟର ଅନେକ ସ୍ଥାନରେ ନିଜ ପିଲା ପରିବାର ପାଖକୁ...
ଗଞ୍ଜାମ: କ୍ୱାରେଣ୍ଟିନ ସେଣ୍ଟରରେ ମଦ ଯୋଗାଣ ଅଭିଯୋଗ। ଏହାକୁ ନେଇ ତାତିଲେ ଲୋକେ। ଏହାକୁ ତୀବ୍ର ବିରୋଧ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଗାଁ ଲୋକେ। ଏହି ଘଟଣା ଘଟିଛି ଗଂଜାମ ଜିଲ୍ଲା ଛତ୍ରପୁର କଳମ୍ବ ପଞ୍ଚାୟତରେ। ଏହି ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ରହୁଛନ୍ତି।...
ପୁରୀ: ରଥଖଳାରେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ। ଚକ ଡେରା ବିଧି ମୁତାବକ ସମ୍ପନ୍ନ ହେବା ପରେ ଆଜି ଅଖ ଉପରେ ଦଣ୍ଡା ପଡ଼ିଛି। ନନ୍ଦିଘୋଷ, ତାଳଧ୍ୱଜ ରଥର ୯ଟି ଲେଖାଏଁ ଦଣ୍ଡା ସହ ଦୁଇଟି ମୁହାଁଟ ଲଗାଯାଇଛି। ସେହିପରି ଦେବଦଳନ ରଥରେ ୭ଟି ଦଣ୍ଡା...
ଭୁବନେଶ୍ୱର: ୧୬ ଜିଲ୍ଲାରେ ବର୍ଷା ଓ ବଜ୍ରପାତର ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ମୟୂରଭଂଜ, କେନ୍ଦୁଝର ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତା ସହିତ ଅନ୍ୟ କେତେକ...
ଭୁବନେଶ୍ୱର: ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସୁସ୍ଥମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ୧୭, ଗଞ୍ଜାମରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ ଓ କଳାହାଣ୍ଡିରୁ...
ନବରଙ୍ଗପୁର: ହାଇଦ୍ରାବାଦରେ ଇଟାଭାଟି ମାଲିକ ପାଖରେ ବନ୍ଧକ ପଡ଼ିଥିବା ନବରଙ୍ଗପୁର ନନ୍ଦାହାଣ୍ଡିର ନାବାଳିକା ଛାତ୍ରୀ ଉଦ୍ଧାର। ବାପା-ମା ଛେଉଣ୍ଡ ନାବାଳିକା ଜଣକ ବାରମ୍ବାର ଗୁହାରି କଲା ପରେ ବି ଜିଲ୍ଲା ପ୍ରଶାସନ ବିଫଳ ହେବାରୁ ଶେଷରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସହାୟତାରେ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରାଯାଇଛି।...
ଭୁବନେଶ୍ୱର: ରାଜଧାନୀରେ ବାଇକ୍ ଲୁଟେରାଙ୍କ ଦୌରାତ୍ମ୍ୟ। ରାତି ଅଧରେ ଗେଟ୍ ଭାଙ୍ଗି ନେଇଗଲେ ବାଇକ୍। ଭୁବନେଶ୍ୱର ପାତ୍ରପଡ଼ାର ଉଦୟଗିରି ବିହାରରେ ଏହି ଘଟଣା ଘଟିଛି। ଚୋରଟି କିଭଳି ବାଇକ୍ ନେଇ ଛୁ ମାରୁଛି ତା ପୂରା ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ୨ଜଣ ଚୋର ପାଚେରି ଡେଇଁ କ୍ୟାମ୍ପସ୍ରେ...
ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ବନ୍ଦେ ଉତ୍କଳ ଜନନୀ ଗାନ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ନେତା ଖାରବେଳ ସ୍ୱାଇଁ। କେବଳ ରାଜନୈତିକ ମତଲବ ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରାଗଲା। ପ୍ରଧାନମନ୍ତ୍ରୀ କାଳେ...
ବଲାଙ୍ଗିର: ବନବାସରେ ଦାଦନ ଶ୍ରମିକ। ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ ବିରିପାଲି ପଂଚାୟତର ୩୦ ଜଣ ଦାଦନ ଶ୍ରମିକ ଏବେ ଜଂଗଲ ଭିତରେ ବନବାସ ଜୀବନ ବିତାଉଛନ୍ତି। ଗାଁରେ କାମଧନ୍ଧା ଅଭାବରୁ ଦାଦନ ଖଟିବାକୁ ତେଲେଗାଂନା ରାଜ୍ୟକୁ ଯାଇଥିଲେ ଏମାନେ। କରୋନା ଯୋଗୁଁ ଦୀର୍ଘ ଦିନ ଲକଡାଉନରେ ଫସିରହିବା...
ଭୁବନେଶ୍ୱର: କୋଭିଡ୍ ମୁକାବିଲା ପାଇଁ ପିପିଇ କିଟ୍ ମଗାଇଲେ, ହେଲେ ମାଲ ପହଞ୍ଚିବା ପରେ ଏବେ ଗ୍ରହଣ କରୁ ନାହାନ୍ତି ରାଜ୍ୟ ସରକାର। ଏଥିପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ OSMCL ଓୟାର ହାଉସ ଆଗରେ ଅଟକି ରହିଛି ୨୦ରୁ ଅଧିକ ପିପିଇ କିଟ୍ ବୋଝେଇ ଟ୍ରକ୍। OSMCL...
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୧୭ ହଜାର କୋଟିର ପ୍ୟାକେଜ୍କୁ କଂଗ୍ରେସର ଟାର୍ଗେଟ। ଏନେଇ ଆଜି ଏକ ପ୍ରେସ୍ମିଟ୍ରେ ରାଜ୍ୟ ସରକାରଙ୍କ ପ୍ୟାକେଜ୍କୁ ଅବାସ୍ତବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସରକାର ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେଉନାହାନ୍ତି। ତେବେ ଏହି ଟଙ୍କା କେମିତି ଖର୍ଚ୍ଚ ହେବ...