ନୂଆଦିଲ୍ଲୀ: LACରରେ ଉତ୍ତେଜନାକୁ ନେଇ ଚୀନ ଉପରେ ବର୍ଷିଛି ଆମେରିକା। ଏକଛତ୍ରବାଦୀ ଶାସକ ହିଁ ଏଭଳି ଆଚରଣ ଦେଖାନ୍ତି ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି। ଏଲଏସିରେ ସୈନ୍ୟ ମୁତୟନ ହେଉ, କି ହଂକଂରେ ଚୀନ ସେନାର ବଳ ପ୍ରୟୋଗ କିମ୍ବା ଦକ୍ଷିଣ ଚୀନ୍ ସାଗରରେ...
ନୂଆଦିଲ୍ଲୀ: କ୍ରମାଗତଭାବେ ଚତୁର୍ଥ ଦିନ ଧରି ଦେଶରେ ୮ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୮ ହଜାର ୧୭୧ ଜଣ ନୂଆ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏଥି ସହ ମୋଟ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୮ ହଜାର...
ନୂଆଦିଲ୍ଲୀ: ଜଙ୍ଗଲର ଦ୍ରୁତ ହରିଣକୁ ମାଡ଼ିବସିଥିଲା ବିରାଟ ଅଜଗର। ଧୀରେ ଧୀରେ ହରିଣର ଶ୍ୱାସରୁଦ୍ଧ ହେଉଥିଲା। ଏତିକିବେଳେ ଜଣେ ବ୍ୟକ୍ତି ଆସି ଅଜଗରକୁ ଘଉଡ଼ାଇବା ସହିତ ହରିଣର ଜୀବନ ବଞ୍ଚାଇଲେ। ଏମିତି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ନାନା ମତ...
ପାଟନା: ଅନିଚ୍ଛାକୃତ ଗର୍ଭଧାରଣକୁ ଏଡ଼ାଇବା ପାଇଁ କ୍ୱାରେଣ୍ଟାଇନ୍ର ଅବଧି ପୂରଣ କରି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ମାଗଣା କଣ୍ଡୋମ ବାଣ୍ଟୁଛନ୍ତି ବିହାର ସରକାର। ଏନେଇ ମଙ୍ଗଳବାର ବିହାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮.୭୭ ଲକ୍ଷ ପ୍ରବାସୀ କ୍ୱାରେଣ୍ଟିନ୍ ଅବଧି ପୂରଣ କରି...
ନୂଆଦିଲ୍ଲୀ: ବଦଳିଲେ ଦିଲ୍ଲୀ ବିଜେପି ମୁଖ୍ୟ। ମନୋଜ ତିୱାରୀଙ୍କ ସ୍ଥାନରେ ଆଦେଶ କୁମାର ଗୁପ୍ତା ହେଲେ ଦିଲ୍ଲୀ ବିଜେପି ସଭାପତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ନୂଆ ପଦରେ ନିଯୁକ୍ତି ଦେଇଛନ୍ତି। ମଙ୍ଗଳବାର ଏ ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀ ବିଜେପି ମୁଖ୍ୟ...
ନୂଆଦିଲ୍ଲୀ: IANS-C VOTER ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବାଗ୍ରେ ରହିଛନ୍ତି ନବୀନ ପଟ୍ଟନାୟକ। ତାଙ୍କ କାର୍ଯ୍ୟରେ ପ୍ରାୟ ୮୨.୯୬ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ସର୍ଭେରୁ ଜଣାପଡ଼ିଛି। ନବୀନଙ୍କ ପଛକୁ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ତୃତୀୟରେ ରହିଛନ୍ତି କେରଳ...
ଭୁବନେଶ୍ୱର: ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ବଢ଼ାଇ ଥିବାରୁ ଏହା ଖୁସିର କଥା। ହେଲେ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ବିଜେଡି କହିଛି। କାଲି କେନ୍ଦ୍ର ମନ୍ତ୍ରୀ କହିଲେ ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣ ବଢ଼ିଛି। କିନ୍ତୁ ସେକଥା ଠିକ୍ ନୁହେଁ, ଦେଢ଼ ଗୁଣା ହେଲେ...
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଜବରଦସ୍ତ ନୂଆ ପ୍ଲାନ୍ ଆଣିଛି। ପ୍ରତିଦିନ ୨ଜିବି ଡାଟା ସହିତ ଅନ୍ଲିମିଟେଡ୍ କଲିଂ ଓ PRBTର ସୁବିଧା ବି ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ନୂଆ ପ୍ଲାନ୍ଗୁଡ଼ିକ ବିଷୟରେ। ବିଏସ୍ଏନ୍ଏଲ୍ର ୩୬୫ ଟଙ୍କାର ପ୍ଲାନ୍ ୩୬୫ ଟଙ୍କାର ରିଚାର୍ଜ କଲେ...
ନୂଆଦିଲ୍ଲୀ: ଭାରତ ପୁଣିଥରେ ତାର ବିକାଶ ଧାରାକୁ ଫେରିବ। ଅନ୍ଲକ୍-୧ର କୋହଳ କଟକଣା ସହିତ ସରକାର ଭାରତର ଅର୍ଥନୀତିକୁ ବଳ ଦେବା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଆଜି ଭାରତୀୟ ଉଦ୍ୟୋଗ ପରିସଂଘ(ସିସିଆଇ)ର ୧୨୫ତମ ସ୍ଥାପନ ଦିବସ ଅବସରରେ ସମ୍ବୋଧନ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।...
ନୂଆଦିଲ୍ଲୀ: ସାରା ଦେଶ ଲକ୍ଡାଉନ୍ରେ ଥିବା ବେଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟିମ୍ ଇଣ୍ଡିଆର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସର୍ବିଆ ସୁନ୍ଦରୀ ଗର୍ଲଫ୍ରେଣ୍ଡ ନତାସାଙ୍କ ସହିତ ତାଙ୍କର ବାହାଘର ହୋଇଛି। ବାହାଘର ଫଟୋ ସୋସିଆଲ୍ ମିଡିଆରେ ଉଭୟେ ଅପ୍ଲୋଡ୍ କରିବା ପରେ ଫ୍ୟାନ୍ ଓ ବନ୍ଧୁଙ୍କ ତରଫରୁ...
କାଠମାଣ୍ଡୁ: ଭାରତର ଉତ୍ତର ଭାଗରେ ଏକ ଅଂଶକୁ ନିଜର ବୋଲି ଦର୍ଶାଇ ନେପାଳ ନିଜ ଦେଶର ନୂଆ ମାନଚିତ୍ର ନିର୍ଦ୍ଧାରଣ କରିବାକୁ ଯାଉଛି। ଏନେଇ ନେପାଳ ସଂସଦରେ ସମ୍ବିଧାନ ସଂଶୋଧନ ବିଧେୟକ ଆଗତ ହୋଇଛି। ବାମମେଣ୍ଟ ନେତୃତ୍ୱାଧିନ ସରକାର ସଂସଦରେ ବିଧେୟକ ଉପସ୍ଥାନ କରିଥିବାବେଳେ ବିରୋଧୀ ନେପାଳ କଂଗ୍ରେସ...
ଡେହରାଡୁନ: ଉତ୍ତରାଖଣ୍ଡର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ସତପାଲ ମହାରାଜାଙ୍କୁ କରୋନା। ଏହାଛଡ଼ା ସତପାଲଙ୍କ ପରିବାର ସଦସ୍ୟ ଓ କର୍ମଚାରୀଙ୍କୁ ମିଶାଇ ୨୨ ଜଣ ସଂକ୍ରମିତ ହୋଇଥିବା ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଉତ୍ପଳ କୁମାର ସିଂହ ସୂଚନା ଦେଇଛନ୍ତି। ମନ୍ତ୍ରୀ ସତପାଲ ଗତ ୨୯ ତାରିଖରେ ହୋଇଥିବା...