ନୂଆଦିଲ୍ଲୀ: ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମାଙ୍କ ନାଁ ସୁପାରିଶ କରିଛି ବିସିସିଆଇ। ଏଥିସହିତ ଅର୍ଜୁନ୍ ପୁରସ୍କାର ପାଇଁ ଇଶାନ୍ତ ଶର୍ମା, ଶିଖର ଧୱନ, ଦୀପ୍ତି ଶର୍ମାଙ୍କ ନାଁ ସୁପାରିଶ କରାଯାଇଛି। ଏହି ସମ୍ମାନୀୟ ପୁରସ୍କାରଗୁଡ଼ିକ...
ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟ୍ୱିଟର୍ ମଧ୍ୟରେ ତୀବ୍ର ହୋଇଛି ବିବାଦ। ଏପରିକି ସୋସିଆଲ୍ ମିଡିଆ ସାଇଟ୍ଗୁଡ଼ିକୁ ସୁରକ୍ଷା ଦେଉଥିବା ଆମେରିକୀୟ ସମ୍ବିଧାନର ସେକ୍ସନ ୨୩୦କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ। ସେକ୍ସନ୍ ୨୩୦ ଅନୁସାରେ ଯଦି କୌଣସି ବ୍ୟକ୍ତି ସୋସିଆଲ୍ ମିଡିଆରେ କିଛି...
ନୂଆଦିଲ୍ଲୀ: ଦେଶରେ ମାଡ଼ି ଚାଲିଛି ମହାମାରୀ କରୋନା ଭାଇରସ। ଗତ ୨୪ ଘଣ୍ଟା ଭିତରେ ଦେଶରେ ପ୍ରାୟ ୮ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ନିକଟତର ହୋଇଛି। ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩...
ନୂଆଦିଲ୍ଲୀ: କରୋନା ପଜିଟିଭ୍ ପାଇଲଟଙ୍କୁ ନେଇ ଉଡ଼ାଣ ଭରିଥିବା ବିମାନ ଦୁଇ ଘଣ୍ଟାରୁ ଅଧିକ ସମୟ ପରେ ପୁଣି ବିମାନ ବନ୍ଦରକୁ ଫେରିଲା। ମସ୍କୋରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ଆଜି ଭୋରରୁ ଏୟାର ଇଣ୍ଡିଆର ଏକ ବିମାନ ଅନ୍ୟ କ୍ରୁ ମେମ୍ବରକୁ ନେଇ ଦିଲ୍ଲୀରୁ ମସ୍କୋ...
ଭୁବନେଶ୍ୱର: ନିକଟରେ ଓଡ଼ିଶାର ୧୭୦ ଜଣ ଝିଅଙ୍କୁ କେରଳର କୋଚିରୁ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣିଥିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍। ଏହାପରେ ସାରା ଓଡ଼ିଶା ତାଙ୍କୁ ଧନ୍ୟବାଦ ଜଣାଇଥିଲା। ତେବେ ଲକ୍ଡାଉନ୍ରେ ଫସିଥିବା ଏହି ଓଡ଼ିଆ ଝିଅମାନଙ୍କ ବିଷୟରେ କେମିତି ଖବର ପାଇଲେ ଓ କେମିତି...
ନୂଆଦିଲ୍ଲୀ: ଟିକ୍ଟକ୍କୁ ଟକ୍କର ଦେବାକୁ ଆସିଥିବା Mitron ଆପ୍କୁ ନେଇ ଏବେ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ଏହି ଆପ୍ ସମ୍ପୂର୍ଣ୍ଣ ଭାରତୀୟ ବୋଲି କୁହାଯାଉଥିବା ବେଳେ ଏହାର ପାକିସ୍ତାନ ଲିଙ୍କ୍ ସାମ୍ନାକୁ ଆସିଛି। ପାକିସ୍ତାନୀ ସଫ୍ଟୱେୟର ଡେଭଲପର କମ୍ପାନୀ Qboxus ଠାରୁ ଏବି ଆପ୍କୁ କିଣା ଯାଇଥିବା...
ଭୁବନେଶ୍ୱର: ଭାରତର ବିଖ୍ୟାତ ଗାୟିକା ଆଶା ଭୋଶଲେ ଓ ଶଙ୍କର ମହାଦେବନ ଗାଇଲେ ବନ୍ଦେ ଉତ୍କଳ ଜନନୀ ସଂଗୀତ। କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଓ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ସଂଗୀତ ଗାଇଛନ୍ତି ଆଶା ଓ ଶଙ୍କର। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର...
ନୂଆଦିଲ୍ଲୀ: ଲୋକପ୍ରିୟ ଶେୟାରିଂ ସାଇଟ୍ ‘ୱିଟ୍ରାନ୍ସଫର.କମ୍’ (Wetransfer.com)କୁ ବ୍ୟାନ୍ କଲା ଡଟ୍ (ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ)। ଜାତୀୟ ସ୍ୱାର୍ଥ ଓ ଜନସାଧାରଣଙ୍କ ଡିମାଣ୍ଡ ଯୋଗୁ ଏହି ସାଇଟ୍କୁ ବ୍ୟାନ୍ କରାଯାଇଥିବା କୁହାଯାଇଛି। ମୁମ୍ବାଇ ମିରର ଖବର ଅନୁସାରେ, ଇଣ୍ଟରନେଟ୍ ବ୍ୟବହାରକାରୀମାନଙ୍କ ପାଇଁ ଡଟ୍ ଏକ ନୋଟିସ୍ ଜାରି କରିଛି।...
ନୂଆଦିଲ୍ଲୀ: ୨୦୨୦ ବର୍ଷର ବିଶ୍ୱର ସବୁଠାରୁ ଅଧିକ ଆୟ କରୁଥିବା ୧୦୦ ଆଥ୍ଲେଟ୍ ତାଲିକାରେ ସ୍ଥାନ ପାଇଲେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ କୋହଲି। ଶୁକ୍ରବାର ଚର୍ଚ୍ଚିତ ଫୋର୍ବସ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଏକମାତ୍ରା କ୍ରିକେଟର୍ ଭାବରେ ବିରାଟ ସ୍ଥାନ ପାଇଛନ୍ତି। ତାଲିକାରେ କୋହଲି ୨୬ ମିଲିୟନ୍...
ନାସିକ: ମହାରାଷ୍ଟ୍ର ନାସିକ୍ ସହରର ଇନ୍ଦିରା ନଗରରେ କଳରାପତିଆ ବାଘ ଆତଙ୍କ। ଜଣେ ବ୍ୟକ୍ତି ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଏକ କଲରାପତିଆ ବାଘ ତାଙ୍କୁ ଆକ୍ରମଣ କରିଛି। ଘଟଣାର ପୂରା ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି। ମାତ୍ର କେଇ ସେକେଣ୍ଡ ଭିତରେ ଘଟିଯାଇଛି ଏଭଳି ଏକ...
ମୁମ୍ବାଇ: ପରଲୋକରେ ବଲିଉଡ୍ରେ ଲୋକପ୍ରିୟ ଗୀତିକାର ଯୋଗେଶ ଗୌର। ଶୁକ୍ରବାର ୭୭ ବର୍ଷରେ ତାଙ୍କର ପରଲୋକ ହୋଇଛି। ଆନନ୍ଦ ଫିଲ୍ମର କହିଁ ଦୂର ଜବ୍ ଦିନ୍ ଢଲଯାଏ ଓ ଜିନ୍ଦଗୀ କୈଶୀ ହେ ପହେଲୀ ହାଏ ଭଳି ଲୋକପ୍ରିୟ ଗୀତ ଲେଖିଥିବା ୟୋଗେଶ ବଲିଉଡ୍କୁ ଅଲ୍ବିଦା କହି ସବୁଦିନ...
ନୂଆଦିଲ୍ଲୀ: ପୁଣି ଭୂମିକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ୟୁଏସ୍ ଜିଓଲୋଜିକାଲ୍ ସର୍ଭେର ରିପୋର୍ଟ ଅନୁସାରେ, ଭୂମିକମ୍ପର ତୀବ୍ରତା ରିକ୍ଟେର ସ୍କେଲ୍ରେ ୪.୫ ରହିଛି। ତେବେ ନ୍ୟାସ୍ନାଲ୍ ସେଣ୍ଟର ଫର୍ ସେସିମୋଲୋଜି(ଏସିଏସ୍) ଅନୁସାରେ ଭୂମିକମ୍ପର ତୀବ୍ରତା ୪.୬ ରହିଥିଲା...
ଭୁବନେଶ୍ୱର: ଓଡ଼ିଶା ଟେଲି ଦର୍ଶକଙ୍କ ପାଇଁ ଖୁସି ଖବର। ଦୀର୍ଘ ୨ ମାସର ଅନ୍ତରାଳ ପରେ ପୁଣି ତାଜା ଏପିସୋଡ୍ ଦେଖିବାକୁ ପାଇବେ ରାଜ୍ୟର ସିରିଏଲ ପ୍ରେମୀ। କରୋନା ସଂକ୍ରମଣ ଭୟ ଓ ଲକଡାଉନ୍ ପାଇଁ ସିରିଏଲ୍ ଇଣ୍ଡଷ୍ଟ୍ରି ଏକ ପ୍ରକାର କୋମାକୁ ଚାଲିଯାଇଥିବା ବେଳେ ଏଥିରେ ସଂଜୀବନି...
ବ୍ରହ୍ମପୁର: ରାତି ଅଧରେ କେତେ ଭୟଙ୍କର ହୋଇପାରେ ଏସି ଶର୍ଟସର୍କିଟ୍ ନିଆଁ। ତାର ପ୍ରମାଣ ଦେଖିବାକୁ ମିଳିଛି ବ୍ରହ୍ମପୁରରେ ଗୋଷାଣୀ ନୂଆଗାଁ ଅଞ୍ଚଳରେ। ବ୍ରହ୍ମପୁରର ଜଣାଶୁଣା ବିଜେଡି ନେତା ଅଲେଖ ଚୌଧୁରୀଙ୍କ ଘରେ ବ୍ୟାପିଥିବା ନିଆଁରେ ପ୍ରାଣ ହରାଇଛନ୍ତି ନିଜେ ଅଲେଖଙ୍କ ସହ ତାଙ୍କ ଶଳା ଓ ଜଣେ...
କୋଲକାତା: ଜୁନ୍ ୧ରୁ ପଶ୍ଚିମବଙ୍ଗରେ ଖୋଲିବ ଧାର୍ମିକ ଅନୁଷ୍ଠାନ। ଲକ୍ଡାଉନ୍ ପରେ ବନ୍ଦ ଥିବା ଧାର୍ମିକ ଅନୁଷ୍ଠାନକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମନ୍ଦିର, ମସଜିଦ୍, ଚର୍ଚ୍ଚ ସମେତ ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲାଯିବ। ତେବେ ଏକକାଳୀନ ୧୦ ଜଣ ହିଁ ଉପସ୍ଥିତ ରହିପାରିବେ...
ଓଡ଼ିଶା: ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଲାଗି ୩ ମାସର ରୋଡ୍ ଟ୍ୟାକ୍ସ ଛାଡ଼ ହେଲା ଏ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ବିଭାଗ ପକ୍ଷରୁ ଆଜି ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ୨୦୨୦ ମସିହାର ଏପ୍ରିଲ୍, ମେ ଓ...
ନୂଆଦିଲ୍ଲୀ: ଅସୁସ୍ଥ ଥିଲେ ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ଯାତ୍ରା ନକରିବାକୁ ଅନୁରୋଧ କରିଛି ରେଳ ମନ୍ତ୍ରଣାଳୟ। ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ ରୋଗ, ରୋଗ ପ୍ରତିଶେଧକ ଶକ୍ତି କମ୍ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ବୟସର ପିଲା ଓ ୬୫...
ଭୁବନେଶ୍ୱର: ୧୧୭ ଜଣ ଓଡ଼ିଆ ଝିଅଙ୍କୁ ଘରକୁ ଫେରାଇ ଆଣିଲେ ବଲିଉଡ୍ ଅଭିନେତା ସୋନୁ ସୁଦ। ଶୁକ୍ରବାର କେରଳରେ ଫସିଥିବା ୧୧୭ ଜଣ ଝିଅଙ୍କୁ ବିମାନ ଯୋଗେ ଓଡ଼ିଶା ପଠାଇଛନ୍ତି ସୋନୁ। ଖବର ଅନୁସାରେ, କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା ହେବା ପରେ କେରଳରେ ଫସିରହିଥିଲେ...