• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ସ୍ଥାନ ଭ୍ରମଣର ସୁଯୋଗ ଆସିପାରେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ରବିବାର ଚନ୍ଦ୍ର – ମୀନ ଅହୋରାତ୍ର ଘାତ ଚନ୍ଦ୍ର- ଧନୁ , ତୁଳା ଘାତ ବାର –ମେଷ ରାଶିର ପୁଷ୍କର ଦୋଷ – ୧ ପାଦ ପୁଷ୍କର ଦୋଷ । କୃଷିନାଶ-ଭୂମିଦାନ

Virgo

କନ୍ୟା

Sunday 09 Oct 2022

ଉ , ଫାଲଗୁନୀ –ଆର୍ଥିକ ଲାଭ ପାଇଁ ଯତ୍ନଶୀଳ ହେବ

ନିହାତି ଆବଶ୍ୟକ ହସ୍ତା – ଚାକିରିରେ ହାକିମଙ୍କ ସହଯୋଗ ମିଳିବ

ଚିତ୍ରା – ବିବାହ ଆଦି ଶୁଭ କାମରେ ଯୋଗ ଦେଇ ପାରନ୍ତି

ପ୍ରତିକାର - ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :