• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ସ୍ଥାନ ଭ୍ରମଣର ସୁଯୋଗ ଆସିପାରେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ରବିବାର ଚନ୍ଦ୍ର – ମୀନ ଅହୋରାତ୍ର ଘାତ ଚନ୍ଦ୍ର- ଧନୁ , ତୁଳା ଘାତ ବାର –ମେଷ ରାଶିର ପୁଷ୍କର ଦୋଷ – ୧ ପାଦ ପୁଷ୍କର ଦୋଷ । କୃଷିନାଶ-ଭୂମିଦାନ

Taurus

ବୃଷ

Sunday 09 Oct 2022

କୃତିକା -ପାରିବାରିକ ଜୀବନରେ ସନ୍ତାନ ସନ୍ତତି ମାନଙ୍କ ପାଇଁ ଲାଭର ସୂଚନା ମିଳିବ

ରୋହିଣୀ –ଅପ୍ରତ୍ୟାଶିତ ସମ୍ପତି ପ୍ରାପ୍ତିର ଯୋଗ ରହିଛି

ମୃଗଶିରା –ଦୁଃଖ କ୍ଲେଶ ଅବସାନ ହେବ

ପ୍ରତିକାର – ମାଆ ଲକ୍ଷ୍ମୀଙ୍କୁ କିସ୍‌ମିସ୍ ଅର୍ପଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :