• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ସ୍ଥାନ ଭ୍ରମଣର ସୁଯୋଗ ଆସିପାରେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ରବିବାର ଚନ୍ଦ୍ର – ମୀନ ଅହୋରାତ୍ର ଘାତ ଚନ୍ଦ୍ର- ଧନୁ , ତୁଳା ଘାତ ବାର –ମେଷ ରାଶିର ପୁଷ୍କର ଦୋଷ – ୧ ପାଦ ପୁଷ୍କର ଦୋଷ । କୃଷିନାଶ-ଭୂମିଦାନ

Capricorn

ମକର

Sunday 09 Oct 2022

ଉ , ଷାଢା - ଆର୍ଥିକ ସମସ୍ୟା କିଛି ମାତ୍ରାରେ ଲାଘବ ହେବ

ଶ୍ରବଣା – ପାରିବାରିକ ଶାନ୍ତି ବୃଦ୍ଧି ପାଇବ ଏବଂ ସମସ୍ତ କାର୍ଯ୍ୟ ଶୁଭପ୍ରଦ ହେବ

ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :