• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ସ୍ଥାନ ଭ୍ରମଣର ସୁଯୋଗ ଆସିପାରେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ରବିବାର ଚନ୍ଦ୍ର – ମୀନ ଅହୋରାତ୍ର ଘାତ ଚନ୍ଦ୍ର- ଧନୁ , ତୁଳା ଘାତ ବାର –ମେଷ ରାଶିର ପୁଷ୍କର ଦୋଷ – ୧ ପାଦ ପୁଷ୍କର ଦୋଷ । କୃଷିନାଶ-ଭୂମିଦାନ

Aquarius

କୁମ୍ଭ

Sunday 09 Oct 2022

ଧନିଷ୍ଠା – ପଢା ପଢିରେ ନିନ୍ଦତି ହେବେ

ଶତଭିଷା – ସହଯୋଗୀ ମାନେ ହଇରାଣ କରିପାରନ୍ତି

ପୂ , ଭାଦ୍ରପଦ – ରାଜନୈତିକ ଶତୃତା ବଢିପାରେ

ପ୍ରତିକାର – କଳା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :