• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ସ୍ଥାନ ଭ୍ରମଣର ସୁଯୋଗ ଆସିପାରେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ରବିବାର ଚନ୍ଦ୍ର – ମୀନ ଅହୋରାତ୍ର ଘାତ ଚନ୍ଦ୍ର- ଧନୁ , ତୁଳା ଘାତ ବାର –ମେଷ ରାଶିର ପୁଷ୍କର ଦୋଷ – ୧ ପାଦ ପୁଷ୍କର ଦୋଷ । କୃଷିନାଶ-ଭୂମିଦାନ

Sagittarius

ଧନୁ

Sunday 09 Oct 2022

ମୂଳା – କ୍ରୀଡା କ୍ଷେତ୍ରରେ ସମ୍ମାନିତ ହେବେ ତଥା ପ୍ରସନ୍ନ ରହିବେ 

ପୂ , ଷାଢା – ଭାଇଭଉଣୀଙ୍କ ଠାରୁ ସହଯୋଗ ମିଳିବ

ଉ , ଷାଢା –ଅବିବାହିତ ମାନଙ୍କ ପାଇଁ ବିବାଦ ଦିନ ସ୍ଥିରକୃତ ହେବ

ପ୍ରତିକାର – ସକାଳୁ ଉଠି ପିତାମାତାଙ୍କ ଚରଣ ସ୍ପର୍ଶ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :