• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ସ୍ଥାନ ଭ୍ରମଣର ସୁଯୋଗ ଆସିପାରେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ରବିବାର ଚନ୍ଦ୍ର – ମୀନ ଅହୋରାତ୍ର ଘାତ ଚନ୍ଦ୍ର- ଧନୁ , ତୁଳା ଘାତ ବାର –ମେଷ ରାଶିର ପୁଷ୍କର ଦୋଷ – ୧ ପାଦ ପୁଷ୍କର ଦୋଷ । କୃଷିନାଶ-ଭୂମିଦାନ

Pisces

ମୀନ

Sunday 09 Oct 2022

ପୂ , ଭାଦ୍ରପଦ - କୈାଣସି ମହତ୍ୱ ପୂର୍ଣ୍ଣ ଦାୟିତ୍ୱ ସମ୍ପର୍ଣ୍ଣ କରିପାରନ୍ତି

ଉ , ଭଦ୍ରପଦ - ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ

ରେବତୀ – ପରୋପକାର ପାଇଁ ପ୍ରଶଂସିତ ହେବେ

ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :