• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th September 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ବୁଧବାର। ତିଥି – ୧୨ ଶୀ ରାତ୍ରି ୧୨/୦୫ ଗତେ ୧୩ ଶୀ, ଚନ୍ଦ୍ର – ମକର ରାଶିର ଅହୋରାତ୍ର, ଘାତ ଚନ୍ଦ୍ର- ସିଂହ ଅହୋରାତ୍ର, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ –୨ପାଦ- ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞନ ଦାନ ଦିବା ୦୪/୦୦ ଗତେ ୧ ପାଦ- ପଶୁସମ୍ପଦ ନାଶ - ଅନ୍ନ ଦାନ ରାତ୍ରି ୧୨/୦୫ ପର୍ଯ୍ୟନ୍ତ

Cancer

କର୍କଟ

Wednesday 07 Sep 2022

ପୁନର୍ବସୁ - ଆଇନ ଛାତ୍ର ମାନେ ସମୟର ସଦୁପଯୋଗ କରନ୍ତୁ ।

ପୁଷ୍ୟା – ଆର୍ଥିକ ଲାଭ ସହିତ ସଂମ୍ପର୍କ ବୃଦ୍ଧି ହେବ ।

ଅଶ୍ଳେଷା - ପ୍ରେମ ସମ୍ପର୍କରେ ମଧୁରତା ବଢିବ ।

ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :