• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th September 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ବୁଧବାର। ତିଥି – ୧୨ ଶୀ ରାତ୍ରି ୧୨/୦୫ ଗତେ ୧୩ ଶୀ, ଚନ୍ଦ୍ର – ମକର ରାଶିର ଅହୋରାତ୍ର, ଘାତ ଚନ୍ଦ୍ର- ସିଂହ ଅହୋରାତ୍ର, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ –୨ପାଦ- ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞନ ଦାନ ଦିବା ୦୪/୦୦ ଗତେ ୧ ପାଦ- ପଶୁସମ୍ପଦ ନାଶ - ଅନ୍ନ ଦାନ ରାତ୍ରି ୧୨/୦୫ ପର୍ଯ୍ୟନ୍ତ

Leo

ସିଂହ

Wednesday 07 Sep 2022

ମଘା – ଅଫିସ କାମରେ ମନ୍ଥର ଗତିରେ ପୂରା ହେବ ।

ପୂ , ଫାଲଗୁନୀ - ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ ।

ଉ ,ଫାଲଗୁନୀ – ଆପଣଙ୍କ ମନ ପୂଜା ପାଠରେ ଅଧିକ ଲାଗି ରହିବ ।

ପ୍ରତିକାର – ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ ।

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :