• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th September 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ବୁଧବାର। ତିଥି – ୧୨ ଶୀ ରାତ୍ରି ୧୨/୦୫ ଗତେ ୧୩ ଶୀ, ଚନ୍ଦ୍ର – ମକର ରାଶିର ଅହୋରାତ୍ର, ଘାତ ଚନ୍ଦ୍ର- ସିଂହ ଅହୋରାତ୍ର, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ –୨ପାଦ- ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞନ ଦାନ ଦିବା ୦୪/୦୦ ଗତେ ୧ ପାଦ- ପଶୁସମ୍ପଦ ନାଶ - ଅନ୍ନ ଦାନ ରାତ୍ରି ୧୨/୦୫ ପର୍ଯ୍ୟନ୍ତ

Aquarius

କୁମ୍ଭ

Wednesday 07 Sep 2022

ଧନିଷ୍ଠା – ଭୁଲ କାର୍ଯ୍ୟ କରି ଅପମାନିତ ହୋଇପାରନ୍ତି ।

ଶତଭିଷା – ସତକଥା କହିବାକୁ ଯାଇ ଦୋଷାରୋପ ହୋଇପାରନ୍ତି ।

ପୂ , ଭାଦ୍ରପଦ – ଜୀବନରେ ଭାରାକ୍ରାନ୍ତ ମନ ଦେଇ ଗତି କର୍ମ ହେବ ।

ପ୍ରତିକାର – କଳା ରାଶିକୁ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :