• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th September 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ବୁଧବାର। ତିଥି – ୧୨ ଶୀ ରାତ୍ରି ୧୨/୦୫ ଗତେ ୧୩ ଶୀ, ଚନ୍ଦ୍ର – ମକର ରାଶିର ଅହୋରାତ୍ର, ଘାତ ଚନ୍ଦ୍ର- ସିଂହ ଅହୋରାତ୍ର, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ –୨ପାଦ- ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞନ ଦାନ ଦିବା ୦୪/୦୦ ଗତେ ୧ ପାଦ- ପଶୁସମ୍ପଦ ନାଶ - ଅନ୍ନ ଦାନ ରାତ୍ରି ୧୨/୦୫ ପର୍ଯ୍ୟନ୍ତ

Capricorn

ମକର

Wednesday 07 Sep 2022

ଉ , ଷାଢା - ସନ୍ତାନଙ୍କ ସଫଳତା ଦେଖି ଆପଣ ଖୁସି ଅନୁଭବ କରିବେ ।

ଶ୍ରବଣା – ଅନ୍ୟ ମାନଙ୍କ ସହିତ ଭଲ ତାଳ ମେଳ ରହିବ ।

ଧନିଷ୍ଠା – ଅଚାନକ ଧନ ଲାଭ ହୋଇପାରେ ।

ପ୍ରତିକାର – ସୂର୍ଯ୍ୟଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :