• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st February 2023: ଆଜି ଏହି ରାଶିର ବ୍ୟକ୍ତି ଅଦାଲତରେ ଜୟଯୁକ୍ତ ହେବେ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର – କୁମ୍ଭ ରାତ୍ରି ୦୧.୧୧ ଗତେ ମୀନ।ତିଥି – ପ୍ରତିପଦ ଦିବା ୦୯.୦୫ ଗତେ ୨ୟା।ଘାତ ଚନ୍ଦ୍ର – ମିଥୁନ ଓ ମୀନ ରାତ୍ରି ୦୧.୧୧ ଗତେ ଧନୁ,ଘାତ ବାର- ମକର,ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ଦିବା ୦୯.୦୧ ଗତେ ୨ ପାଦ ।

Capricorn

ମକର

Tuesday 21 Feb 2023

ଉ, ଷାଢା- ପ୍ରିୟ ଲୋକମାନଙ୍କ ସହିତ ଆନନ୍ଦରେ ଦିନ କଟାଇବେ । ବ୍ୟବସାୟରେ ତ୍ୱରନ୍ତ ଫଇସଲା ଫଳପ୍ରଦ ହୋଇପାରେ । ଆପଣଙ୍କର ଅନ୍ତର ଆତ୍ମା ପ୍ରଖର ରହିବ

ଶ୍ରବଣା- ବିଭିନ୍ନ ଦିଗରୁ ଅର୍ଥ ଆୟ କରିବେ । ପ୍ରସାସନ କ୍ଷେତ୍ରରେ ଶୁଭ ଫଳ ପାଇବେ । ବିଦ୍ୟାର୍ଥୀ ପଢାକୁ ନେଇ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ

ଧନିଷ୍ଠା- କଳାକାର ମାନଙ୍କୁ ଭଲ ସୁଯୋଗ ମିଳିବ । ମାଲିମକଦ୍ଧମାରେ ଜୟଯୁକ୍ତ ହେବେ । ମହିଳା ମାନେ ଅନ୍ୟକୁ ସାହାର‌୍ୟ୍ୟ କରିବେ ।

ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :