ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର – କୁମ୍ଭ ରାତ୍ରି ୦୧.୧୧ ଗତେ ମୀନ।ତିଥି – ପ୍ରତିପଦ ଦିବା ୦୯.୦୫ ଗତେ ୨ୟା।ଘାତ ଚନ୍ଦ୍ର – ମିଥୁନ ଓ ମୀନ ରାତ୍ରି ୦୧.୧୧ ଗତେ ଧନୁ,ଘାତ ବାର- ମକର,ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ଦିବା ୦୯.୦୧ ଗତେ ୨ ପାଦ ।
ମୂଳା- ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ । ଜୀବନ ସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ଅନ୍ୟ କାହାର ସହଯୋଗ ନ ପାଇଲେ ମଧ୍ୟ ଯେଉଁ କାର୍ୟ୍ୟ କରିବେ ତାହା ସୂଚାରୁ ରୂପେ କରି ପାରିବେ
ପୂ, ଷାଢା- ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ । ସାମାଜିକ ଆଦୃତି ମାଧ୍ୟମରେ ସୁୁଖ ସମ୍ମାନ ପ୍ରଦାନ କରିବ । ଛାତ୍ରଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ
ଉ, ଷାଢା- ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ରାଜନିତିରେ ମୂଖ୍ୟ ଭୂମିକା ଗ୍ରହଣ କରିବେ । ଆୟିନୀର ଦ୍ୱାରସ୍ଥ ହେବେ ।
ପ୍ରତିକାର – ଶ୍ରୀ ରାମଙ୍କୁ ଆରଧନା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩