Daily Horoscope 21st February 2023: ଆଜି ଏହି ରାଶିର ବ୍ୟକ୍ତି ଅଦାଲତରେ ଜୟଯୁକ୍ତ ହେବେ
/odishatv-khabar/media/media_files/uploadimage/library/16_9/16_9_0/IMAGE_1676950620-239809.jpg)
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର – କୁମ୍ଭ ରାତ୍ରି ୦୧.୧୧ ଗତେ ମୀନ।ତିଥି – ପ୍ରତିପଦ ଦିବା ୦୯.୦୫ ଗତେ ୨ୟା।ଘାତ ଚନ୍ଦ୍ର – ମିଥୁନ ଓ ମୀନ ରାତ୍ରି ୦୧.୧୧ ଗତେ ଧନୁ,ଘାତ ବାର- ମକର,ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ଦିବା ୦୯.୦୧ ଗତେ ୨ ପାଦ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
