• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st February 2023: ଆଜି ଏହି ରାଶିର ବ୍ୟକ୍ତି ଅଦାଲତରେ ଜୟଯୁକ୍ତ ହେବେ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର – କୁମ୍ଭ ରାତ୍ରି ୦୧.୧୧ ଗତେ ମୀନ।ତିଥି – ପ୍ରତିପଦ ଦିବା ୦୯.୦୫ ଗତେ ୨ୟା।ଘାତ ଚନ୍ଦ୍ର – ମିଥୁନ ଓ ମୀନ ରାତ୍ରି ୦୧.୧୧ ଗତେ ଧନୁ,ଘାତ ବାର- ମକର,ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ଦିବା ୦୯.୦୧ ଗତେ ୨ ପାଦ ।

Cancer

କର୍କଟ

Tuesday 21 Feb 2023

ପୁନର୍ବସୁ- ବିଳାସବ୍ୟସନରେ ରହିବେ । ପତ୍ନୀଙ୍କ ଠାରୁ ପର‌୍ୟ୍ୟାପ୍ତ ସହଯୋଗ ପାଇବେ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । ଅଫିସରେ ଲାଗିରହିଥିବା ଅବ୍ୟବସ୍ଥା ସମାଧାନ ହୋଇଯିବ

ପୁଷ୍ୟା- ବ୍ୟବସାୟୀ ମାନେ ନୂଆ ବ୍ୟବସାୟ ଆରମ୍ଭ କରିବେ । ଶିକ୍ଷାର୍ଥୀ ମାନେ ଟିକେ ଚିନ୍ତାରେ ରହିବେ । ରାଜନିତିରେ କିଛି ସମସ୍ୟାର ସମ୍ମୁଖିନ ହୋଇ ପାରନ୍ତି

ଅଶ୍ଳେଷା- କୋଟ୍ କଚେରୀ ମାମଲାରେ ଫସି ଅଯଥା ଖର୍ଚ୍ଚାନ୍ତରେ ପଡି ପାରନ୍ତି । ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର‌୍ୟ୍ୟରେ ଲଗାଇବେ । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ ।

ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :