• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th Dec 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର । ଚନ୍ଦ୍ର – କନ୍ୟା ରାତ୍ରି ୧୦.୨୯ ଗତେ ତୁଳା ତିଥି- ୧୦ମୀ ରାତ୍ରି ୦୩.୩୨ ଗତେ ୧୧ଶୀ ଘାତ ଚନ୍ଦ୍ର- ବୃଷ ରାତ୍ରି ୧୦.୨୯ ପର୍ଯ୍ୟନ୍ତ ଘାତ ବାର – ମେଷ ପୁଷ୍କର ଦୋଷ – ୧ପାଦ - କୃଷିହାନି-ଭୂମିଦାନ

Sagittarius

ଧନୁ

Saturday 17 Dec 2022

ମୂଳା – ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମ ଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ ।

ପୂ , ଷାଢା – ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବା ସକାଶେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡିବ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ ।

ଉ , ଷାଢା – ମାଲିମକନ୍ଦମାର ଶୁଣାଣୀ ଡେରି ହୋଇପାରେ । ମହିଳା ମାନେ ଅସୁସ୍ଥତା ଅନୁଭବ କରିବେ ।

ପ୍ରତିକାର – ଶନି ଦେବଙ୍କ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :