• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th Dec 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର । ଚନ୍ଦ୍ର – କନ୍ୟା ରାତ୍ରି ୧୦.୨୯ ଗତେ ତୁଳା ତିଥି- ୧୦ମୀ ରାତ୍ରି ୦୩.୩୨ ଗତେ ୧୧ଶୀ ଘାତ ଚନ୍ଦ୍ର- ବୃଷ ରାତ୍ରି ୧୦.୨୯ ପର୍ଯ୍ୟନ୍ତ ଘାତ ବାର – ମେଷ ପୁଷ୍କର ଦୋଷ – ୧ପାଦ - କୃଷିହାନି-ଭୂମିଦାନ

Capricorn

ମକର

Saturday 17 Dec 2022

ଉ , ଷାଢା - ପ୍ରେମରେ ସଫଳତା ଅନୁଭବ କରିବେ । ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ । ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତନ ଆସିପାରେ

ଶ୍ରବଣା – ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଜନ କଲ୍ୟାଣ କାର୍ଯ୍ୟରେ ସମୟ ଦେବେ । ଚାକିରି ସମ୍ବଦ୍ଧିୟ ଭଲ ଖବର ମିଳିପାରେ

ଧନିଷ୍ଠା – ରାଜନିତିରେ ବିବାଦୀୟ ପରିସି୍ଥତି ସୃଷ୍ଟି ହେବ । ଜମିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହେବ ।

ପ୍ରତିକାର – ମାଆ ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :