• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th Oct 2022: ଆଜି ଏହି ରାଶିର ବ୍ୟକ୍ତି ଜଗି ରଖି ଚଳନ୍ତୁ, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି...

ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇ ପାରନ୍ତି। ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ। ଭାବିଥିବା କୌଣସି ଜରୁରୀ କାମ ସମ୍ପୂର୍ଣ୍ଣ ହେବ।

Leo

ସିଂହ

Sunday 16 Oct 2022

ମଘା –  ମନ ପ୍ରଫୁଲ୍ଲ ରହିବ । ବନ୍ଧୁଙ୍କ ସହ ନୂଆ ଜାଗାକୁ ଯାଇପାରନ୍ତି । ଯେଉଁ କାମ ହାତକୁ ନେବେ ତାହା ସମ୍ପୂର୍ଣ୍ଣ କରିବେ ।
ପୂ , ଫାଲଗୁନୀ -  ବ୍ୟବସାୟରେ କ୍ଷତି ଘଟିବା ଯୋଗୁ  କାରବାର ସଙ୍କୁଚିତ ହେବ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ଉନ୍ନତି କରିବେ । 
ଉ ,ଫାଲଗୁନୀ – ଜମିବାଡ଼ି ଭାଗ ହୋଇପାରେ । ମହିଳାମାନେ ପୂଜାର୍ଚ୍ଚନାରେ ମନୋନିବେଶ କରିବେ ।

ପ୍ରତିକାର – ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :