• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th Oct 2022: ଆଜି ଏହି ରାଶିର ବ୍ୟକ୍ତି ଜଗି ରଖି ଚଳନ୍ତୁ, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି...

ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇ ପାରନ୍ତି। ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ। ଭାବିଥିବା କୌଣସି ଜରୁରୀ କାମ ସମ୍ପୂର୍ଣ୍ଣ ହେବ।

Cancer

କର୍କଟ

Sunday 16 Oct 2022

ପୁନର୍ବସୁ - ଦୁଃଖ କ୍ଲେଶ ଅବସାନ ହେବ ।  ବନ୍ଧୁଙ୍କ ସହଯୋଗ ପାଇ ଆପଣଙ୍କ ଉନ୍ନତି ହେବ । କର୍ମକ୍ଷେତ୍ରରେ ନୂତନ ନିଯୁକ୍ତିର ସୂଚନା ମିଳିବ । 
ପୁଷ୍ୟା – ରାଜନୀତି ସଙ୍ଗଠନ ସୁଦୃଢ ହେବ । ବ୍ୟବସାୟରେ ଭାଗ୍ୟୋଦୟ ହୋଇପାରେ । ବିଦ୍ୟାର୍ଥୀମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ । 
ଅଶ୍ଳେଷା – ମହିଳାମାନେ କର୍ମ ବ୍ୟସ୍ତରେ ରହି ଅଶାନ୍ତି ଭୋଗ କରିବେ ।

ପ୍ରତିକାର – ମା’  ଭୁବନେଶ୍ୱରୀଙ୍କ  ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :