• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th Oct 2022: ଆଜି ଏହି ରାଶିର ବ୍ୟକ୍ତି ଜଗି ରଖି ଚଳନ୍ତୁ, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି...

ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇ ପାରନ୍ତି। ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ। ଭାବିଥିବା କୌଣସି ଜରୁରୀ କାମ ସମ୍ପୂର୍ଣ୍ଣ ହେବ।

Capricorn

ମକର

Sunday 16 Oct 2022

ଉ , ଷାଢା - ଗୋଡ଼ରେ କିଛି ସମସ୍ୟା ଦେଖାଦେବ । ବନ୍ଧୁ ମାନଙ୍କର ଅପପ୍ରଚାରରୁ  ମାନସିକ ଅଶାନ୍ତି ଦେଖା ଦେଇପାରେ । 
ଶ୍ରବଣା –ରାଜନୀତିରେ କୌଣସି ପଦ ବ୍ୟକ୍ତିଙ୍କ ସାନିଧ୍ୟ ପାଇ ପାରନ୍ତି । ବ୍ୟବସାୟରେ ସଫଳତା ହାସଲ କରିବେ । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ।
ଧନିଷ୍ଠା – ପ୍ରତିବାଦର ସାମ୍ନା କରିବାକୁ ପଡ଼ିପାରେ । ସନ୍ତାନଙ୍କ ସଫଳତା ଦେଖି ମହିଳା  ଖୁସି  ଅନୁଭବ କରିବେ

ପ୍ରତିକାର – ସୂର୍ଯ୍ୟଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :