• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th Oct 2022: ଆଜି ଏହି ରାଶିର ବ୍ୟକ୍ତି ଜଗି ରଖି ଚଳନ୍ତୁ, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି...

ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇ ପାରନ୍ତି। ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ। ଭାବିଥିବା କୌଣସି ଜରୁରୀ କାମ ସମ୍ପୂର୍ଣ୍ଣ ହେବ।

Gemini

ମିଥୁନ

Sunday 16 Oct 2022

ମୃଗଶିରା - ଶାରୀରିକ ପିଡ଼ା ସହ ଦୁଶ୍ଚିନ୍ତା ଦୂର ହେବ । ଶିକ୍ଷାର୍ଥୀମାନେ ଉଚ୍ଚଶିକ୍ଷା ଲାଭ କରିବେ ।  ଆତ୍ମୀୟ ସୂଜନଙ୍କ ସହ ମିଳନ ହୋଇପାରେ । 
ଆଦ୍ରା -  ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ । କର୍ମକ୍ଷେତ୍ର ଆପଣଙ୍କ ପାଇଁ  ସର୍ବୋତ୍ତମ ପରିସର ।
ପୁନର୍ବସୁ -  ପୂର୍ବରୁ କରିଥିବା ଋଣ ପରିଶୋଧ କରିପାରନ୍ତି । ମହିଳାମାନେ ପରିବାରରେ ଉତ୍କଷ୍ଟ ମନୋଭାବ ଜାଗ୍ରତ କରିବେ ।

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :