• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th Oct 2022: ଆଜି ଏହି ରାଶିର ବ୍ୟକ୍ତି ଜଗି ରଖି ଚଳନ୍ତୁ, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି...

ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇ ପାରନ୍ତି। ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ। ଭାବିଥିବା କୌଣସି ଜରୁରୀ କାମ ସମ୍ପୂର୍ଣ୍ଣ ହେବ।

Aquarius

କୁମ୍ଭ

Sunday 16 Oct 2022

ଧନିଷ୍ଠା – ପ୍ରେମ ସମ୍ବନ୍ଧ ଗଭୀର ହେବ । ବାରମ୍ବାର ସ୍ୱାସ୍ଥ୍ୟଗତ ସମସ୍ୟା ଚିନ୍ତାର କାରଣ  ହେବ । ବ୍ୟବସାୟ କାମରେ ଦୂର ଜାଗାକୁ ଯିବେ।
ଶତଭିଷା  – ରାଜନୀତିରେ ବଡ ଆହ୍ୱାନକୁ ଦୃଢ଼ ଭାବେ ମୁକାବିଲା କରନ୍ତୁ । ପ୍ରତିଯୋଗୀ ପରୀକ୍ଷାରେ ସଫଳତା ଦିଗରେ ଆଗକୁ ବଢ଼ିବ। ନୂଆ ବ୍ୟବସାୟ ଆରମ୍ଭ କରିବେ। 
ପୂ , ଭାଦ୍ରପଦ  – ସନ୍ଦେହ ଓ ଭୁଲ ବୁଝାମଣାରୁ ପାରିବାରିକ କଳହ ସୃଷ୍ଟି ହୋଇପାରେ । ଗୃହିଣୀମାନେ ଗୃହ ଉପକରଣ ସଂଗ୍ରହ କରି ପାରନ୍ତି

ପ୍ରତିକାର – କଳା ରାଶିକୁ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :