• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th Oct 2022: ଆଜି ଏହି ରାଶିର ବ୍ୟକ୍ତି ଜଗି ରଖି ଚଳନ୍ତୁ, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି...

ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇ ପାରନ୍ତି। ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ। ଭାବିଥିବା କୌଣସି ଜରୁରୀ କାମ ସମ୍ପୂର୍ଣ୍ଣ ହେବ।

Scorpio

ବିଛା

Sunday 16 Oct 2022

ବିଶାଖା – ସ୍ୱାସ୍ଥ୍ୟ ସ୍ଥିତିରେ ସଂପୂର୍ଣ୍ଣ ଉନ୍ନତି ଦେଖାଦେବ । କର୍ମକ୍ଷେତ୍ରରେ  ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରଖି କୃତକାର୍ଯ୍ୟ ହେବେ। 
ଅନୁରାଧା – ରାଜନୈତିକତା  ନିଶ୍ଚିତତା ଅନୁଭବ କରିବେ । ଲୁଗା ବ୍ୟବସାୟୀ ସତର୍କ ରୁହନ୍ତୁ । ପିଲାଙ୍କ ସଫଳତାକୁ ନେଇ ଆପଣ ଗର୍ବ ଅନୁଭବ କରିବେ
ଜ୍ୟେଷ୍ଠା  –  ବାଦ, ବିବାଦ ଦୂର ହୋଇଯିବ । ମହିଳାମାନେ ସୁଆଦିଆ ଖାଦ୍ୟ ଭୋଜନ କରିବାର ସୁଯୋଗ ପାଇପାରନ୍ତି

ପ୍ରତିକାର- ଲାଲ୍ ରଙ୍ଗର ପୋଷାକ ପରିଧାନ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :