• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th August 2023: ଏହି ରାଶିର ବ୍ୟକ୍ତିଙ୍କ ଆଜି ବଡ କମ୍ପାନୀରେ ଚାକିରି ପାଇପାରନ୍ତି

ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୨ଶୀ ଦିବା ୦୮.୨୦ ଗତେ ୧୩ଶୀ । ଘାତ ଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୪.୨୫ ପର୍ଯ୍ୟନ୍ତ । ଘାତ ବାର- ମେଷ । ପୁଷ୍କର ଦୋଷ- ୨ ପାଦ - କୃଷି ଓ ପଶୁ ହାନୀ- ଭୂମି ଓ ଅନ୍ନଦାନ ଦିବା ୦୮.୨୦ ଗତେ ୧ ପାଦ କୃଷିହାନୀ-ଭୂମିଦାନ ।

Virgo

କନ୍ୟା

Sunday 13 Aug 2023

ଉ-ଫାଲ୍‌ଗୁନୀ- ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ଅନଟନକୁ ସୁଧାରିବା ସକାଶେ ବିଭିନ୍ନ ଯୋଜନା କରିପାରନ୍ତି ।

ହସ୍ତା- ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ବିବାଦୀୟ ସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଦୀର୍ଘପଥ ଭ୍ରମଣହେତୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।

ଚିତ୍ରା- ଜମିବାଡି କିଣାବିକାକୁ ନେଇ ସତର୍କ ରୁହନ୍ତୁ । ଅଯଥା ଖର୍ଚ୍ଚାନ୍ତରେ ପଡିପାରନ୍ତି । ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ଅନୁଭବ କରିବେ ।

ପ୍ରତିକାର- ଶ୍ରୀ ବିଷ୍ଣୁଙ୍କ ପୂଜା କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :