• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th August 2023: ଏହି ରାଶିର ବ୍ୟକ୍ତିଙ୍କ ଆଜି ବଡ କମ୍ପାନୀରେ ଚାକିରି ପାଇପାରନ୍ତି

ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୨ଶୀ ଦିବା ୦୮.୨୦ ଗତେ ୧୩ଶୀ । ଘାତ ଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୪.୨୫ ପର୍ଯ୍ୟନ୍ତ । ଘାତ ବାର- ମେଷ । ପୁଷ୍କର ଦୋଷ- ୨ ପାଦ - କୃଷି ଓ ପଶୁ ହାନୀ- ଭୂମି ଓ ଅନ୍ନଦାନ ଦିବା ୦୮.୨୦ ଗତେ ୧ ପାଦ କୃଷିହାନୀ-ଭୂମିଦାନ ।

Aquarius

କୁମ୍ଭ

Sunday 13 Aug 2023

ଧନିଷ୍ଠା- ସାହାଯ୍ୟ ଲାଭ କରି ଅଟକି ରହିଥିବା କାମଟି ହୋଇଯିବ । ଅର୍ଥ ଲାଭ ଓ ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ପରିବାର ପ୍ରତି ଦାୟିତ୍ୱ ବୃଦ୍ଧି ପାଇବ ।

ଶତଭିଷା- କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରିଙ୍କ ସହଯୋଗ ପାଇବେ । ଦାମ୍ପତ୍ୟ ଜୀବନ ଖୁସିରେ କଟିବ । ରାଜନୀତିରେ ନୂତନ ସମସ୍ୟାରେ ପୀଡିତ ହୋଇପାରନ୍ତି ।

ପୂ, ଭାଦ୍ରପଦ- ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ମାଲି ମକଦ୍ଦମା ଓ ବିବାଦୀୟ ଘଟଣାରେ ବିଜୟଲାଭ ଅବଶ୍ୟମ୍ଭାବୀ।

ପ୍ରତିକାର- ମା’ ଦକ୍ଷୀଣ କାଳିଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :