• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th August 2023: ଏହି ରାଶିର ବ୍ୟକ୍ତିଙ୍କ ଆଜି ବଡ କମ୍ପାନୀରେ ଚାକିରି ପାଇପାରନ୍ତି

ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୨ଶୀ ଦିବା ୦୮.୨୦ ଗତେ ୧୩ଶୀ । ଘାତ ଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୪.୨୫ ପର୍ଯ୍ୟନ୍ତ । ଘାତ ବାର- ମେଷ । ପୁଷ୍କର ଦୋଷ- ୨ ପାଦ - କୃଷି ଓ ପଶୁ ହାନୀ- ଭୂମି ଓ ଅନ୍ନଦାନ ଦିବା ୦୮.୨୦ ଗତେ ୧ ପାଦ କୃଷିହାନୀ-ଭୂମିଦାନ ।

Libra

ତୁଳା

Sunday 13 Aug 2023

ଚିତ୍ରା- ପାରିବାରିକ ଜଞ୍ଜାଳ ବୃଦ୍ଧି ଆପଣଙ୍କୁ ଅଣନିଃଶ୍ୱାସୀ କରାଇପାରେ । ବ୍ୟବସାୟ – ବାଣିଜ୍ୟକୁ ଆଗକୁ ବଢାଇବା ପାଇଁ ପ୍ରୟାସ ଜାରି ରଖିବେ । ବଡ କମ୍ପାନୀରେ ଚାକିରିର ସୁଯୋଗ ପାଇବେ ।

ସ୍ୱାତୀ- ନୀଚ ମନୋଭାବ ସମ୍ପନ୍ନ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ପ୍ରିୟଜନମାନଙ୍କ ସହ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ । ଶିକ୍ଷାର୍ଥୀମାନେ ବିଦେଶକୁ ପଢିବାକୁ ଯିବେ ।

ବିଶାଖା- ରାଜନୀତିରେ କୌଣସି ସାଧାରଣ ଘଟଣାକୁ କେନ୍ଦ୍ରକରି ମନ ଅଶାନ୍ତ ରହିବ । ମହିଳା ମାନଙ୍କୁ ମାନ ସମ୍ମାନ ମିଳିବ ।

ପ୍ରତିକାର- ଶିବ ମନ୍ଦିର ଦର୍ଶନ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :