• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପାରିବାରିକ ସମସ୍ୟା ସମାଧାନ ହେବ ...

ସୈାର ଧନୁମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୨ ତାରିଖ ଶୁକ୍ରବାର ଚନ୍ଦ୍ର- ମକର ଅହୋରାତ୍ର। ତିଥି- ପ୍ରତିପଦ ଦିବା ୦୨.୨୩ ଗତେ ୨ୟା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

Pisces

ମୀନ

Friday 12 Jan 2024

ପୂ,ଭାଦ୍ରପଦ-ପାରିବାରିକ ଜୀବନ ଶାନ୍ତିମୟ ଓ ପ୍ରିତିମୟ ହେବ । ବିଦେଶରେ ଭାଗୀଦାର ବ୍ୟବସାୟ କରିବା ପାଇଁ ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଅପ୍ରିୟ ସତ କହି ବିରୋଧୀ ହୋଇପାରନ୍ତି ।

ଉ,ଭାଦ୍ରପଦ- ସରକାରୀ ଚାକିରିଆଙ୍କୁ କୌଣସି ସମ୍ମାନ ଜନକ ପଦବିକୁ ମନୋନୀତ ହୋଇପାରନ୍ତି । ପ୍ରେମି ଯୁଗଳଙ୍କ ବିବାହ ସ୍ଥିର ହୋଇପାରେ । ଶିକ୍ଷା କ୍ଷେତ୍ରରେ ଉଚ୍ଚ ଶ୍ରେଣୀ ପାଇବା ସହ ବିଦ୍ୟାର୍ଥିମାନେ ନିଜ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇବେ

ରେବତୀ- ଘରବାଡି ଓ ଗାଡି ମୋଟର କିଣିପାରନ୍ତି । କୋର୍ଟର ନିଷ୍ପତି ଆପଣଙ୍କ ପକ୍ଷରେ ହେବ । ସଙ୍ଗୀତକାର ମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିପାରେ।

ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :