• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପାରିବାରିକ ସମସ୍ୟା ସମାଧାନ ହେବ ...

ସୈାର ଧନୁମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୨ ତାରିଖ ଶୁକ୍ରବାର ଚନ୍ଦ୍ର- ମକର ଅହୋରାତ୍ର। ତିଥି- ପ୍ରତିପଦ ଦିବା ୦୨.୨୩ ଗତେ ୨ୟା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

Virgo

କନ୍ୟା

Friday 12 Jan 2024

ଉ,ଫଳଗୁନି- ବୈବାହିକ ଜୀବନରେ ବିବାଦ ସୃଷ୍ଟି ହୋଇପାରେ । ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ । ଅସୁସ୍ଥତାରୁ କେତେକ କାମରେ ଅବହେଳା କରିପାରନ୍ତି ।

ହସ୍ତା- ପରୀକ୍ଷା ପ୍ରତିଯୋଗିତା ପ୍ରସ୍ତୁତିରେ ନିୟୋଜିତ ବିଦ୍ୟାର୍ଥୀ ମାନଙ୍କୁ ଇଚ୍ଛାକୃତ ଫଳାଫଳ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ଅର୍ଥର ଅଭାବ ଦେଖାଦେବ ଓ ଖର୍ଚ୍ଚର ପରିମାଣ ଅଧିକ ହେବ ।

ଚିତ୍ରା- ମାଲିମୋକଦ୍ଦମାର ବିଚାର ବିଳମ୍ବରେ ହୋଇପାରେ । ମାନସିକ ଅସ୍ଥିତାଜନିତ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଅସାବଧାନତା କାରଣରୁ ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢିଯିବ ।

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :