• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପାରିବାରିକ ସମସ୍ୟା ସମାଧାନ ହେବ ...

ସୈାର ଧନୁମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୨ ତାରିଖ ଶୁକ୍ରବାର ଚନ୍ଦ୍ର- ମକର ଅହୋରାତ୍ର। ତିଥି- ପ୍ରତିପଦ ଦିବା ୦୨.୨୩ ଗତେ ୨ୟା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

Capricorn

ମକର

Friday 12 Jan 2024

ଉ,ଷାଢା- ଆକସ୍ମିକ ଭାବରେ ଘରେ ବନ୍ଧୁ ମିଳନ ଜନିତ ଆମୋଦ ପ୍ରମୋଦର ସୁଅ ଛୁଟିପାରେ । ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ । ଯେଉଁମାନେ ନୂତନ ବ୍ୟବସାୟ କରିବାପାଇଁ ଯୋଜନା କରିଛନ୍ତି ସେମାନେ ବ୍ୟାଙ୍କରୁ ଋଣ ପାଇ ପାରିବେ ।

ଶ୍ରବଣା- କ୍ୟାରିୟରର ସଫଳତା ପାଇଁ ଆପଣ କୌଣସି ବଡ଼ ପରିବର୍ତନର ସମ୍ମୁଖୀନ ହେବେ । କ୍ରୀଡା କ୍ଷେତ୍ରରେ ସଫଳତା ମିଳିବା ଯୋଗୁ ମନ ପ୍ରଫୁଲ୍ଲିତ ରହିବ ।

ଧନିଷ୍ଠା- ପୁରାଣ ପଠନ ସହିତ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ସୀମାବିବାଦ କ୍ରମେ ଜଟିଳ ହେଲେ ହେଁ ସଫଳତା ହାସଲ କରିବେ । ପୂର୍ବସ୍ଥିରୀକୃତ କେତେକ ଯୋଜନା ବଦଳାଇବା କଷ୍ଟକର ହୋଇପାରେ।

ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :