• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Digital Fraud
ନିରୀହ ଲୋକଙ୍କ ଖାତା ଚଳୁ

ନିରୀହ ଆଦିବାସୀ ଲୋକଙ୍କଠାରୁ ବ୍ୟାଙ୍କ ଡିଟେଲ୍ସ ଆଉ ଆଙ୍ଗୁଠି ଛାପା ନେଇ ଖାତା କରିଦେଲେ ଖାଲି

  • Thursday, 02 June 2022
ENews
ଅଭିନେତ୍ରୀଙ୍କୁ ପାଖରେ ପାଇ ଏମିତି ଝାଳରେ ଗାଧୋଇଲେ ଗୁଡ୍ଡୁ...ହେଲେ କାହିଁକି?

କେତେ ଗୁଳି ଫୁଟାଉଛୁ ଆଖିରେ, ଶୋଇ ଦେଉନୁ ମତେ ରାତିରେ...ମତେ ଲାଇକ୍‌ ନକଲେ ତତେ କରିଦେବି ସର୍ଜିକାଲ ଷ୍ଟ୍ରାଇକ୍‌। ପାଖରେ ଏଇ ଅଭିନେତ୍ରୀଙ୍କୁ ପାଇଁ ଝାଳରେ ଗାଧୋଇଲେ ଗୁଡ୍ଡୁ...ଦେଖନ୍ତୁ କଣ ଥିଲା କାରଣ...

  • Thursday, 02 June 2022
3 eminent Singers Passed away
ସଙ୍ଗୀନ ଦୁନିଆକୁ ଶକ୍ତ ଝଟ୍‌କା...ମାତ୍ର ୭ ଦିନରେ ଆଖି ବୁଜିଲେ ୩ ଗାୟକ

ସଙ୍ଗୀନ ଜଗତକୁ ଶକ୍ତ ଝଟ୍‌କା। ମାତ୍ର ୭ ଦିନରେ ଚାଲିଗଲେ ୩ ସେଲିବ୍ରିଟି...ଜାଣନ୍ତୁ କେବେ କିଏ ବୁଜିଛନ୍ତି ଆଖି....

  • Thursday, 02 June 2022
Making News
ମଉସା ଡାକନି...ଷ୍ଟେଜ୍‌ରେ ଦେଖେଇବି ତି?

କ’ଣ ହେଉନି ହେଉନି ବୋଲି କହୁଛ? ମତେ ସାର୍‌ ଡାକ, ମଉସା ଡାକିଲେ ଭଲ ଲାଗୁନି। ନହେଲେ ଷ୍ଟେଜ୍‌ ଉପରେ ଦେଖେଇବି...

  • Thursday, 02 June 2022
The Great Odisha Political Circus
ମାଲକାନଗିରି କ’ଣ କଳାପାଣି? ଆମକୁ କାହିଁକି ଧମକ ଦେଉଛ ସେଠିକି ବଦଳି କରିଦେବ ବୋଲି?

ତୋ ମାଷ୍ଟର କାହିଁକି ଏମିତି କହିଲା? ମାଲକାନଗିରି କଣ କଳାପାଣି କି? କଥା କଥାରେ ସେଠିକି ବଦଳିଯିବା ପାଇଁ କଣ ଧମକ ଦେଉଛ? ଆରେ ଆରେ...ମୋ ଦୁଆରେ ପାଟି କିଏ କରୁଛି? ଦେଖନ୍ତୁ ସୁବାସ କଣ କହୁଛନ୍ତି.....

  • Thursday, 02 June 2022
Apana Eka Nuhanti
ଆଖି ଖରାପ ପାଇଁ ହେଉନି ଆଧାର କାର୍ଡ଼....ପାଉନାହାନ୍ତି କୌଣସି ସରକାରୀ ସୁବିଧା....

ଇଏ କେମିତିକା ବ୍ୟବସ୍ଥା? ଆଖିକୁ ସଠିକ୍‌ରେ ଦେଖାଯାଉନି ବୋଲି ହୋଇପାରିଲାନି ଆଧାର କାର୍ଡ଼। ବାରମ୍ବାର ଗୁହାରି ପରେ ବି ମୀନତିଙ୍କ ଦୁଃଖ ଶୁଣୁନାହାନ୍ତି କେହି। ଥରଥର ହାତକୁ ଥରଥର ପାଦ...ହେଲେ ମିଳୁନି ସାହାଯ୍ୟ...

  • Thursday, 02 June 2022
Cyber Crime
ଇନଷ୍ଟାରେ ରିଲ୍‌ କରିବା ହେଲା କାଳ...ନ୍ୟୁଡ୍‌ ଫଟୋ ଦେଖାଇ ଆସିଲା ଧମକ...ଲୁଟିଲେ ଏତିକି ଟଙ୍କା...

ମହଙ୍ଗା ପଡ଼ିଲା ଇନଷ୍ଟାରେ ଭିଡ଼ିଓ ଅପଲୋଡ୍‌। ଭଲ ଫଟୋକୁ ନେଇ ନ୍ୟୁଡ୍‌ କରିଦେଲେ ଏମାନେ। ଖାଲି ଏତିକି ନୁହେଁ ବରଂ ଫୋନ୍‌ କରି ଏତିକି ଟଙ୍କା କଲେ ଲୁଟ୍‌...ଦେଖନ୍ତୁ କେମିତି ଥିଲା ପୂରା ଘଟଣା

  • Thursday, 02 June 2022
Doctor in day actor at night
ଇଏ ଏମିତି ଜଣେ ଡାକ୍ତର...ଦିନରେ ରୋଗୀ ବଂଚାଉଛନ୍ତି...ରାତିରେ ପ୍ରାଣ ନେଉଛନ୍ତି

ଇଏ ଏମିତି ଜଣେ ଡାକ୍ତର। ଦୀନରେ ଜୀବନ ବଞ୍ଚାଉଛନ୍ତି, ରାତିରେ ମାରୁଛନ୍ତି। ପେସାରେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ନିଶା ତାଙ୍କର ଅଭିନୟ। ଚର୍ଚ୍ଚାରେ ରୁଦ୍ର ନାରାୟଣ

  • Thursday, 02 June 2022
Woman's cry to feed her child
୩ ବର୍ଷର ଛୁଆକୁ କ୍ଷୀର ଖୁଆଇବାକୁ ହାତ ଯୋଡ଼ୁଛି ମାଆ...ହେଲେ ବାପା...

ନିଜ ଛୁଆକୁ ଟିକିଏ କ୍ଷୀର ଖୁଆଇବାକୁ ଭୋ ଭୋ କାନ୍ଦୁଛି ମାଆ। ଯାହାକୁ ୧୦ ମାସ ଗର୍ଭରେ ରଖି ଦୁନିଆ ଦେଖାଇଥିଲା, ତାକୁ କୋଳରେ ନେବା ପାଇଁ ଏମିତି ଆକୁଳ ନିବେଦନ କରୁଛି ମାଆ। ହାତ ଯୋଡ଼ୁଛି, ସମସ୍ତଙ୍କୁ କହୁଛି...ମୋ ପୁଅକୁ ଦିଅ, ନହେଲେ ମୁଁ ବଞ୍ଚିପାରିବିନି....ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡ଼ିଓ

  • Thursday, 02 June 2022
poultry farming
ଦିନେ ଦାଦନ ଥିଲେ...ଏବେ ମାସକୁ ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା....

ଦିନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ। ପଶୁ ଡାକ୍ତରଙ୍କ ପରାମର୍ଷ କ୍ରମେ ଏବେ କରୁଛନ୍ତି କୁକୁଡ଼ା ଚାଷ। ଆଉ ମାସକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା....

  • Thursday, 02 June 2022
News Fuse
ସିରପ୍‌ର ସାଇଡ୍‌ ଇଫେକ୍ଟ....ଢୋଲେ ପି’ ରାସ୍ତା ଉପରେ ବହେ ରୋଲ୍‌ କଲେ

ଆଲୋ ଇଏ କଣ? ଭାଇ କୋଉ ସିରପ୍‌ ପିଇଛନ୍ତି କି? ଉଦୁଉଦିଆ ଖରାବେଳେ ଇଏ କ’ଣ ଏମିତି ରାସ୍ତାରେ ଗଡ଼ୁଛନ୍ତି। ଭାଇଲୋ...କଣ ଏମିତି ପିଇଛ କି? ଜମାରୁ ନିଦ ଛାଡ଼ୁନି...ନାରଣ ଦେଖୁନୁ ୟାଙ୍କ ଅବସ୍ଥା

  • Thursday, 02 June 2022
Asha Ra Aloka
ମଦ ଛାଡ଼ିଲେ ଯୋଡ଼ି ହୋଇଯିବ ସଂସାର?

ମଦ ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଲେ ସ୍ୱାମୀ। କିନ୍ତୁ ଚନ୍ଦନଙ୍କ କଥାରେ ବିଶ୍ୱାସ କରିପାରୁନାହାନ୍ତି ସ୍ତ୍ରୀ...କେମିତି ଭରସା ବଢିବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ? କଣ ହେବ ପିଲାର ଭବିଷ୍ୟତ

  • Wednesday, 01 June 2022
Taste of Odisha
ଛେନାରେ ଗୁଡ଼, ନଡ଼ିଆ, ଗୋଲମରିଚ ଦେଇ ଏମିତି ରାନ୍ଧନ୍ତୁ ଚୁଡ଼ା ଚିତଉ...

ଚୁଡ଼ା ଚିତଉ କେବେ ଖାଇଛନ୍ତି କି? ଯଦି ନାଁ....ତେବେ ଏବେ ହିଁ ଛେନାରେ ଗୁଡ଼, ନଡ଼ିଆ, ଗୁଜୁରାତି ଓ ଗୋଲମରିଚ ଦେଇ ଘରେ ତିଆରି କରନ୍ତୁ ଏଇ ଡିସ୍‌। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି

  • Wednesday, 01 June 2022
THE GREAT ODISHA POLITICAL CIRCUS
ତଥାଗତ ପାୱାରରେ ନାହାନ୍ତି, ତୁମ କାମ କରିବେ କେମିତି?

ଶୋଇଲା ଷଣ୍ଢର ଲାଙ୍ଗୁଡ଼ ଟାଣି କାହିଁକି ଉଠାଉଛ? ତଥାଗତ ବାବୁ କ’ଣ ଆଉ ପାୱାରରେ ଅଛନ୍ତି କି? ତୁମ କାମ କରିଦେବେ? ତୁମେ ଛୁଆ ଦେଖି ଭୂଆଁ ବୁଲାଉଛ...

  • Wednesday, 01 June 2022
High security registration plates
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌....କେଉଁ ଦିନ କେଉଁ ଗାଡ଼ିର ପଡ଼ିବ ପାଳି?

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ଆପଣ ଚିନ୍ତିତ କି? ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ....ଏଇ ତାରିଖରେ ଏଇ ସବୁ ଗାଡ଼ିର ଚେଞ୍ଜ ହେବ ନମ୍ବର ପ୍ଲେଟ୍‌। ପରିବହନ ବିଭାଗ ଦେଲା ପୂରା ସୂଚନା। ଏଇ ଆପ୍‌ରେ ରେଜିଷ୍ଟ୍ରେସନ କରି ଏତିକି ଦିନ ଭିତରେ ଲଗାଇ ଦିଅନ୍ତୁ ନମ୍ବର ପ୍ଲେଟ୍‌। ନହେଲେ ୧୦ ହଜାର ଦେବେ ଜୋରିମାନା

  • Wednesday, 01 June 2022
Octogenarian walks 10 kms
ଚାଲି ଚାଲି ୧୦ କିଲୋମିଟର ଯାଇ ଭତ୍ତା ଟଙ୍କା ଆଣୁଛନ୍ତି ୮୨ ବର୍ଷର ବୃଦ୍ଧା

ଭତ୍ତା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ୮୨ ବର୍ଷର ବୃଦ୍ଧା। ବୟସର ଅପରାହ୍ନରେ ଚାଲିବାକୁ ବଳ ନଥିବା ବେଳେ ପେଟ ଚାଖଣ୍ଡକ ପାଇଁ ଯିବାକୁ ହେଉଛି ଏତେ ବାଟ। ବେଳେ ବେଳେ ଟଙ୍କା ଆସିନଥିବା ଶୁଣି ନିକାଶ ହେବାକୁ ପଡୁଛି...

  • Wednesday, 01 June 2022
man 'kills' wife before Sabitri Brata
ଇଏ କେମିତିକା ସତ୍ୟବାନ? ଓଷା ପୂର୍ବରୁ ସାବିତ୍ରୀଙ୍କୁ ମାରିଦେଲା....

ଯେଉଁ ସ୍ୱାମୀର ମଙ୍ଗଳ ମନାସି ସାବିତ୍ରୀ ବ୍ରତ କରିଥାଆନ୍ତା ପତ୍ନୀ....ସେଇ ସ୍ତ୍ରୀକୁ ସାବିତ୍ରୀ ବ୍ରତ ପୂର୍ବଦିନ ମାରିଦେଲା ସ୍ୱାମୀ। ୭ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲା....କିନ୍ତୁ ଗୋଟିଏ ଜନ୍ମ ପାଇଁ ଭଲ ସାଥୀଟିଏ ହେଲାନି। ବିଶ୍ୱାସରେ ଧୋକା ଦେଲା....ଯୌତୁକ ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଦେଲା। ରାଜଧାନୀରୁ ସାମ୍ନାକୁ ଆସିଛି ଏମିତି ହୃଦୟଥରା ଘଟଣା

  • Wednesday, 01 June 2022
Viral Video
ଅନ୍ଧାର ରାତିରେ ଆପେ ଚାଲୁଛି ଟ୍ୟୁବୱେଲ୍.. ଭିଡିଓ ଭାଇରାଲ୍ ହେବାପରେ ଭୁତକୁ ନେଇ ଚର୍ଚ୍ଚା

ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି କି? କରନ୍ତୁ ବା ନକରନ୍ତୁ, ଏଇ ଭିଡିଓଟି ଦେଖିଲେ ଆପଣଙ୍କ ଛାତିରେ ନିଶ୍ଚୟ ଛନକା ପଶିଯିବ। ଭିଡିଓଟିରେ କିଟ୍ କିଟ୍ ଅନ୍ଧାର ରାତିରେ ଗଛମୂଳେ ଥିବା ଏକ ଟ୍ୟୁବୱେଲ୍ ଆପେ ଆପେ ଚାଲୁଥିବା ଦେଖିବାକୁ ମିଳୁଛି। କଥାଟି ସତ କିମ୍ବା ମିଛ ଏବଂ ଏହା ପଛର ପ୍ରକୃତ ଘଟଣାଟି କ’ଣ ତାହା ଜାଣିବାକୁ ଦେଖନ୍ତୁ ଏଇ ଭିଡିଓଟି। ଭିଡିଓଟି ଦେଖିବା ପରେ ନିଶ୍ଚୟ ଲେଖିବେ, ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି ନା ନାହିଁ।

  • Wednesday, 01 June 2022
Making News
ମୁଁ ସକାଳୁ ଧୂପ ଦେଇ ଦୋକାନ ଖୋଲିବି ନାଁ ମହାପାତ୍ର ବାବୁଙ୍କ ଘରକୁ ରାସ୍ତା ବତେଇବି?

ଏମାନେ ମତେ ଜମାରୁ ଦୋକାନ ଖୋଲିବାକୁ ଦେଉନାହାନ୍ତି। ଧୂପ ଧୂପ ଦେଉ ରାସ୍ତା ପଚାରି ପଚାରି ମତେ ବିରକ୍ତ କରୁଛନ୍ତି। ସେପଟେ ମଉସା କହୁଛନ୍ତି ଯଦି ଲୋକ ରାସ୍ତା ପଚାରିଦେଲେ ତୁମର କଣ ମାରା ହୋଇଗଲା?

  • Wednesday, 01 June 2022
News Fuse
ଭିତରେ ଅପରାଧୀ...ଟେବୁଲ୍‌ ଉପରେ ଲକ୍‌ଅପ୍‌ ଚାବି ଥୋଇ ଘୁଙ୍ଗୁଡ଼ି ମାରୁଛନ୍ତି ଥାନା ବାବୁ...

ହାଜତ ଭିତରେ ଅପରାଧୀ ପସିଛି। ବାହାରେ ତାକୁ ଜଗିଛନ୍ତି ଅବକାରୀ ଥାନା ବାବୁ। ଦେଖୁନୁରେ ନାରଣ, ପେଟେ ପଖାଳ ଖାଇ ଏମିତି ଅଚିନ୍ତାରେ କେମିତି ଘୁଙ୍ଗୁଡ଼ି ମାରୁଛନ୍ତି ବାବୁ? ପୁଣି ଲକ୍‌ଅପ୍‌ ଚାବି ଟେବୁଲ ଉପରେ। ହଇରେ ନାରଣ...ପଚାରିବାରୁ ଇଏ କଣ ଆମ ଉପରେ ଗରମ ଦେଖାଉଛନ୍ତି?

  • Wednesday, 01 June 2022
Matrimony Marriage
ବାହାଘରର ମାସକରେ ନବବଧୂକୁ ମାରିଦେଲେ ?

ରାତି ପାହିଥିଲେ ହୁଏତ ପ୍ରଥମ ସାବିତ୍ରୀ ପାଳିଥାନ୍ତେ ନବବିବାହିତ ଦଂପତ୍ତି । ସ୍ୱାମୀକୁ ସତ୍ୟବାନ ଭାବି ନିର୍ଜଳା ଉପବାସ ସହ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରିଥାନ୍ତେ ପତ୍ନୀ । ହେଲେ ସେହି ରାତି ପାହିବା ଆଗରୁ ଅକାଳରେ ପତ୍ନୀ ଚାଲିଗଲେ ଆରପାରିକୁ ।

  • Tuesday, 31 May 2022
IAS - IPS - IFS
ସିଭିଲ୍ ସର୍ଭିସରେ କାହିଁକି କମୁଛି ଓଡିଆ ପିଲାଙ୍କ ସଫଳତା ହାର ?

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପୁଣି ଓଡିଆ ପିଲାଙ୍କ ନୈରାଶ୍ୟଜନକ ପ୍ରଦର୍ଶନ । କେବଳ ଏଥର ନୁହେଁ, କ୍ରମାଗତ ଭାବେ ସଫଳତା ତାଲିକାରେ ଓଡିଆଙ୍କ ସଂଖ୍ୟା କମିବାରେ ଲାଗିଛି ।

  • Tuesday, 31 May 2022
MLA Quarter
ରାଜଧାନୀ ଛାତିରେ ବୃକ୍ଷ ବଳି ବିରୋଧରେ ବିରୋଧ ସ୍ୱର ଶାଣିତ

ଗଛ କହୁଛି ମୋତେ କାଟନି । ନିଜ ସର୍ବନାଶକୁ ଡାକନି । ନୂଆ ଏମଏଲଏ କଲୋନୀ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜଧାନୀର ଛାତି ଉପରେ ଶହ ଶହ ବୃକ୍ଷ ବଳିକୁ ନେଇ ବିରୋଧ ଯେତିକି ତୀବ୍ର, ସ୍ଲୋଗାନ ବି ସେତିକି ଶାଣିତ ।

  • Tuesday, 31 May 2022
No Tobacco Day
ବିଶ୍ୱ ତମାଖୁ ବର୍ଜନ ଦିବସରେ ସବୁଠି ସଚେତନତା କାର୍ଯ୍ୟକ୍ରମ

ଜୀବନର ତାରୁଣ୍ୟରେ ତମାଖୁ ଖାଇ ଯେଉଁ ଭୁଲ କରିଥିଲେ, ଏବେ ତାର ପ୍ରାୟଶ୍ଚିତ କରୁଛନ୍ତି । ବୁଲି ବୁଲି ସମସ୍ତଙ୍କୁ ବୁଝାଉଛନ୍ତି ବିଷରୂପୀ ତମାଖୁ ସେବନର ଭୟବହତା ।

  • Tuesday, 31 May 2022
Narendra Modi
ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ସରିଲା ୩ୟ ବର୍ଷ

୮ ବର୍ଷରେ ମୋଦି ସରକାର । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ୧.୦ । ୨୦୧୯ରେ ପୁଣି ଥରେ କ୍ଷମତାକୁ ଆସିବାପରେ ଆରମ୍ଭ ହେଲା ମୋଦୀ ସରକାରଙ୍କ  ୨.୦ । ଏବେ ପୁରିଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ।

  • Tuesday, 31 May 2022