Other Videos

ଦେଶରେ ଆସିବ କି କୋଭିଡ୍‌ର ନୂଆ ଲହର ? କାରଣ ପୁଣି ଫଁ ଦେଖାଇଲାଣି ଅଦୃଶ୍ୟ ଭୂତାଣୁ । ଖେଳାଇଲାଣି ଆତଙ୍କ, ଗିଳିଲାଣି ଜୀବନ । ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ୭ ହଜାର ଉପରେ ରହିଛି । ଆଜି ଚିହ୍ନଟ ହୋଇଛନ୍ତି ୭ ହଜାର ୫୮୪ ନୂଆ ଆକ୍ରାନ୍ତ ।

Covid 19