ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ଆହୁରି କହିଛନ୍ତି, ବ୍ରଜରାଜନଗରରେ କଂଗ୍ରେସ ପ୍ରାର୍ଥୀଙ୍କୁ ଅର୍ଥବଳରେ ବିଜେଡି କିଣିଛି ।
ସୁପ୍ରିମକୋର୍ଟଙ୍କ ରାୟ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା
ପାଓ୍ୱାର କରିଡରରେ ବଡ଼ ହଲ୍ଚଲ୍ ମନ୍ତ୍ରିମଣ୍ଡଳ । ନବକଳେବରର ମାର୍ଗ ପ୍ରଶସ୍ତ କରିବା ପାଇଁ ବଡ଼ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ନବୀନ । ୨୨ ବର୍ଷର ଶାସନକାଳରେ ପ୍ରଥମଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ବାଚସ୍ପତି ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ଖେଳପଡ଼ିଆରେ ଲାଇଟ୍ ଲଗାଇବା ନାଁରେ ଖାଇଗଲେ ଟଙ୍କା। ପଡ଼ିଆରେ ମାଟି ପଡ଼ିବା ନେଇ ବି ଟଙ୍କା ଉଠିଛି କିନ୍ତୁ କାମ ମୂଳରୁ ହୋଇନି। ପୂର୍ବତନ ସରପଞ୍ଚଙ୍କା ନାଁରେ ସଙ୍ଗୀନ ଅଭିଯୋଗ
ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି। ଏତିକି ଟଙ୍କା ପୁଣି କମିପାରେ ପେଟ୍ରୋଲ ଓ ଡିଜେଲ ଦର। ଜାଣନ୍ତୁ କେବେ କମିବ ଦର?
ଫିଲ୍ମ ପ୍ରେମକୁ ନେଇ ଏବେ ସବୁଠି ଚର୍ଚ୍ଚା। ପ୍ରେମିକା ଡାକ୍ତର ଖାନାରେ ପଡ଼ିଛନ୍ତି ଆଉ ପ୍ରେମିକାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଙ୍କ ପାଖରେ ଏମିତି ହାତଯୋଡ଼ିଲେ ପ୍ରେମିକ....ଆଉ ତା’ପରେ ହେଲା କ’ଣ?
ବେଣୁ ମଉସା ୯୩ ବର୍ଷରେ ପୂରା ଫିଟ୍। ତାଙ୍କ କ୍ଷୁର କଇଁଚି ଚକାଚକ୍। ମୁଣ୍ଡ କରନ୍ତି ମାଲିସ୍, ଗାଲ କରନ୍ତି ପାଲିସ୍। ସେ ତାଙ୍କ ପିଲା ଦିନୁ ସାଇକେଲ୍ ଚଲାଉଛନ୍ତି... ସିଏ ବି ଯେମିତି ବୟସର ଅପରାହ୍ଣରେ ତାଙ୍କ ସାଇକେଲ୍ ବି... ହେଲେ ଉଭୟ ଅଛନ୍ତି ଫିଟ୍.
କୁମ୍ଭୀର ଆଁରେ ଗାଁ। ବାଛୁରୀ ଓ କୁକୁରକୁ ଟାଣିନେଲାଣି। ଉପାୟ ନଥିବାରୁ ନଈ ଭିତରେ ଜୀବନକୁ ବାଜି ଲଗାଇ ନଈରେ ପସୁଛନ୍ତି ଗାଁ ଲୋକେ। ଏପଟେ ଘର, ସେପଟେ ଫସଲ...ମଝିରେ କୁମ୍ଭୀରର ଆତଙ୍କ। ସଚେତନତାର ପୋଷ୍ଟ ଲଗାଇଦେଇ ଚୁପ୍ ବସିଛି ବନବିଭାଗ।
ତୋ ଫିଟନେସ୍ ଫିଗର ଦେଖି ମୁଁ ଫିଦା ହୋଇଗଲି। କାଇଁ ଏମିତି ହେଉଛୁ? କଲଗାର୍ଲ ସାଇଡ୍ରେ ଫଟୋ ଦେଉଛୁ, ଗୋଟିଏ ରାତିକୁ ଏତିକି ନେଉଛୁ....ଫୋନ୍ କଲେ ଏମିତି ରାଗୁଛୁ କାହିଁକି? ରିଲ୍ରେ ଫଟୋ ଛାଡ଼ିବା ପରେ କଲଗାର୍ଲ ସାଇଡ୍ରେ ଫଟୋ ଦେଇ ଏମିତି ଟଙ୍କା ଲୁଟ୍ କଲେ ସାଇବର ଲୁଟେରା। ଦେଖନ୍ତୁ ପରେ ହେଲା କ’ଣ?
ଭାତ ପରି ଗୁଣ୍ଡା ଗୁଣ୍ଡା କରି ଖାଉଛନ୍ତି ବାଲି। ଯିଏ ନଇ କି ସମୁଦ୍ର ଆଡ଼େ ଯାଉଛି ଜରି ଦେଇ ବାଲି ଆଣିଦେବାକୁ କହୁଛନ୍ତି। ଆଉ ଦିନକୁ ଦୁଇଥର ଭାତ ଖାଇବା ପରି ବାଲି ଖାଉଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୪୦ ବର୍ଷ ହେଲାଣି ଏମିତି ବାଲି ଖାଇ ବଞ୍ଚିଛନ୍ତି ସକେସନ୍...ଦେଖନ୍ତୁ କେମିତି ଖାଉଛନ୍ତି ବାଲି...
ପରୀକ୍ଷା ଦେବାକୁ ଯାଇ ଫେରାର ହୋଇଗଲା ସ୍ତ୍ରୀ। କାନ୍ଦି କାନ୍ଦି ପାଗଳ ହେଲାଣି ସ୍ୱାମୀ। କହୁଛି, ଧନ ମୋର ପ୍ରେଗନାଣ୍ଟ ଅଛି, ମତେ ଭାରି କଷ୍ଟ ହେଉଛି। ତାକୁ ଛାଡ଼ି ମୁଁ ବଞ୍ଚିପାରିବିନି....ସେପଟେ ନୂଆ ଅତିଥି ଆସିବାର ଖୁସି ବଦଳରେ ନୂଆ ବୋହୂକୁ ନପାଇ ଦୁଃଖରେ ଶାଶୂଘର ଲୋକ। ଝିଅର ବାପଘର ଲୋକ କହୁଛନ୍ତି, ଘର ଛାଡ଼ି ଝିଅ ..
ପୂର୍ବ ଆକାଶରେ ସୂର୍ଯ୍ୟ ଉଇଁଲେ ଏମାନେ ଓହ୍ଲାନ୍ତି ପଡ଼ିଆକୁ। ଖେଳର ନିଶା ଏମାନଙ୍କୁ ଏମିତି ଘାରିଛି ଯେ ରାତିରେ ନିଦ ବି ହେଉନି। ବାସ୍ ଗୋଟିଏ ଲକ୍ଷ୍ୟ...ଦେଶ ପାଇଁ ଖେଳିବେ...ସୁନାର ମେଡାଲ ଆଣିବେ। ଗାଁ ଖେଳ ପଡ଼ିଆରୁ ଅନ୍ତର୍ଜାତୀୟ ଖେଳ ପଡ଼ିଆକୁ ଓହ୍ଲାଇବାର ଏମାନେ ଦେଖୁଛନ୍ତି ସୁନେଲି ସ୍ୱପ୍ନ.
ନନ୍ଷ୍ଟପ୍ ଧପ୍ଧପ୍ ହେଉଛି ଲାଇଟ୍। ମୋ ବୋଉଲୋ ଭୂତ ଆଇଲା କି !! ଭାଇ ଏ ବ୍ୟବସ୍ଥାକୁ ଶହେ ଧିକ୍। ନାରଣ ତୋ ଜୀବନରେ ଏମିତି ବିଚିତ୍ର ଲାଇଟ୍ବ୍ୟବସ୍ଥା କେବେ ଦେଖିଛୁ?
ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡିର ବଡ଼ ବିଜୟ ପରେ ଚାଲିଛି ସେଲିବ୍ରେସନ୍। ଜିନ୍ଦାବାଦ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଝାରୁସୁଗୁଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବିଜେଡିରେ ଉତ୍ସାହ। ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ହୋଇଛି ବାଜିମାତ।
ଆମ ନେତା ଯାହା କହିବେ ଆମେ ସେଇଆ କରିବୁ। ବିଜେଡ଼ି ପରି ଆମ ନେତା ଏକଛତ୍ରବାଦୀ ନୁହେଁ। ପୂର୍ବ ଭୁଲ ଆମେ ଦୋହରାଇବୁ ନାହିଁ। ଉଦୟପୁରରେ ଯାହା ହେଲା ଆମ ରାଜ୍ୟରେ ତାହା ହେବ....୧୯୯୦ରେ ହାରିଥିଲୁ କିନ୍ତୁ ୯୫ରେ ପୁଣି ଫେରିଲୁ....
ପ୍ରେମକୁ ସ୍ୱୀକାର କଲାନି ପରିବାର। ପ୍ରେମୀଯୁଗଳଙ୍କ ସାଥ୍ ଦେଲା ପୋଲିସ୍। ଏୟାରପୋର୍ଟରେ ପହଞ୍ଚି ପୋଲିସ୍ର ସୁରକ୍ଷା ମାଗିବା ପରେ ଏସ୍କର୍ଟରେ ଗଲେ ଏଇ ପ୍ରେମୀଯୁଗଳ। ପୁଅ ଘର ଲୋକ ସମର୍ଥନ ଦେଉଥିବା ବେଳେ ସମ୍ପର୍କକୁ ବିରୋଧ କରୁଛନ୍ତି ଝିଅ ଘର ଲୋକ। ଏବେ ହେବ କ’ଣ?
ଅମାବାସ୍ୟା ତ ମାସକରେ ଗୋଟିଏ ଦିନ ଆସେ କିନ୍ତୁ ବସନ୍ତଙ୍କ ଜୀବନରେ ନିଇତି ଆସୁଛି ଅମାବାସ୍ୟା। ଅଭାବ ପାଇଁ ୧୮ ବର୍ଷ ହେଲାଣି ରୋଗରୁ ଉଠୁନାହାନ୍ତି ସ୍ୱାମୀ। କଇଁ କଇଁ ହୋଇ କାନ୍ଦୁଛି ସ୍ତ୍ରୀ...ସାହାଯ୍ୟ ଅପେକ୍ଷାରେ ପରିବାର
ଆମେ ହାରିଲା ଘରର ପୁଅ ନୁହେଁ। ଥରେ ଖାଦ୍ୟ ପାଇଲେ ଜମାରୁ ଛାଡ଼ିବୁନି। ତୁମର ମେଞ୍ଚାଏ ନ୍ୟୁଡ୍ ଫଟୋ ଆମ ପାଖରେ ରହିଛି...ଟଙ୍କା ନଦେଲେ ସବୁ ଯାକ ଏକାବେଳେ ଭାଇରାଲ କରିଦେବୁ....ବାସ୍ ଏହା ପରେ ଦେଖନ୍ତୁ ହେଲା କ’ଣ?
ଅସୁସ୍ଥ ଥିଲା ସାନ ଭାଇ। ଧାର୍ମିକ କାର୍ଯ୍ୟକ୍ରମରେ ଭାଇକୁ ଭଲ କରିବାକୁ ନେଇଥିଲେ ପରିବାର....କିନ୍ତୁ ସେଇଠି ହଜିଗଲା ଅସୁସ୍ଥ ସାନଭାଇ। ପାଗଳଙ୍କ ପରି ସାନଭାଇକୁ ଖୋଜୁଛି ବଡ଼ଭାଇ, ହେଲେ ମିଳୁନି। ଏବେ ଲଜ୍ରେ ଭଡ଼ା ନେଇ ଭାଇକୁ ଖୋଜୁଛି...ଆଉ ହାତ ଯୋଡ଼ି କହୁଛି ସନ୍ଧାନ ପାଇଲେ ଆମକୁ ଖବର ଦିଅ....ଦେଖନ୍ତୁ ଭାଇ-ଭାଇ ମଧ୍ୟରେ ଥିବା ଭଲପାଇବାର ଏଇ ସୁନ୍ଦର ଦୃଶ୍ୟ
ଏମାନଙ୍କୁ ପାଗଳ କରିଛି ଦେଶପ୍ରେମ। ସେନାରୁ ଅବସର ନେଇ ଫେରିବା ପରେ...ଯବାନଙ୍କୁ ଭବ୍ୟ ସ୍ୱାଗତ କଲେ ଆଦିବାସୀ ଭାଇଭଉଣୀ। କଂସା ଥାଳିରେ ପାଦ ଧୋଇ ଦେଲେ....କାନ୍ଧରେ ଉତ୍ତରୀୟ, ହାତରେ ଫୁଲତୋଡ଼ା ଦେଇ ସ୍ୱାଗତ ପରେ....ଦୁଲୁଦୁଲି ବଜାଇ କାନ୍ଧରେ ବସାଇ ଖୁବ୍ ନାଚିଲେ। ଆପଣ ବି ଦେଖନ୍ତୁ ସ୍ୱାଗତ ସମ୍ବର୍ଦ୍ଧନାର ସେଇ ଭବ୍ୟ ଦୃଶ୍ୟ.....
ଏଇଠି ମିଳୁଛି ମାଗଣା ଆମ୍ବ...ବାଇଗଣ ପଲେଇକୁ ଆମ୍ରପଲ୍ଲୀ। ଡାକ୍ତର ଦମ୍ପତି ବାଣ୍ଟୁଛନ୍ତି ମାଗଣା ଆମ୍ବ....ଯିଏ ଯିବ ସିଏ ପେଟ ପୂରେଇ ଖାଇବ
ଆଲୋ ଆଲୋ ଆ.. ଖାଇବା ଆମେ ଗୁପ୍ଚୁପ୍। ଇଲୋ ଦେଈ....ତୁ ଗୁପ୍ଚୁପ୍ ଖାଇବୁ କି? ଆସୁନି...ଏଇନା ତତେ ଯୋଉ ପୁଚୁକା ଖୁଆଇବି ତୁ ଖାଇବା ପରେ ତୋର ଯାହା ହେବ...ସେ କଥା କଣ ମୁଁ କହିପାରିବି? ନାନିଲୋ...ଜମା ଖାଆନା....
ସରକାର ବର୍ଷବର୍ଷର ପୁରୁଣା ଗଛକୁ ଯେଉଁ ଟାଙ୍ଗିଆରେ ହାଣୁଛନ୍ତି ସେ ଟାଙ୍ଗିଆ ବେଣ୍ଟ ଭାଙ୍ଗିବ କି? କାହା ସପକ୍ଷରେ ଯିବ ରାୟ?