ଜୀବନର ତାରୁଣ୍ୟରେ ତମାଖୁ ଖାଇ ଯେଉଁ ଭୁଲ କରିଥିଲେ, ଏବେ ତାର ପ୍ରାୟଶ୍ଚିତ କରୁଛନ୍ତି । ବୁଲି ବୁଲି ସମସ୍ତଙ୍କୁ ବୁଝାଉଛନ୍ତି ବିଷରୂପୀ ତମାଖୁ ସେବନର ଭୟବହତା ।
୮ ବର୍ଷରେ ମୋଦି ସରକାର । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ୧.୦ । ୨୦୧୯ରେ ପୁଣି ଥରେ କ୍ଷମତାକୁ ଆସିବାପରେ ଆରମ୍ଭ ହେଲା ମୋଦୀ ସରକାରଙ୍କ ୨.୦ । ଏବେ ପୁରିଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ।
ବାହାର ରାଜ୍ୟରୁ ଶିଖିବାକୁ ଆସୁଛନ୍ତି ଲୋକ । ପାରା ମୋଟର ତିଆରି କରି ରେକର୍ଡ ସୃଷ୍ଟି କରିଛନ୍ତି ସୁନ୍ଦରଗଡର ଯୁବକ ଅଙ୍କିତ । ଡ୍ରୋନ ତିଆରି କରି ଉଡାଉଛନ୍ତି । ଉଡାଜାହାଜ ତିଆରି କରି ଉଡାଇବା ଲକ୍ଷ୍ୟରେ ଅଛନ୍ତି ସେ ।
ଗୋସେଇଁ ଇଏ କୋଉ ଶ୍ଲୋକ? ମୋ କାନ ଉଠିବା ଦିନରୁ ମୁଁ ଏମିତି ଶ୍ଲୋକ ଶୁଣିନି? ହାତ ଚିହ୍ନ ଚରା ଚରମର ଅର୍ଥ କଣ? ବ୍ରଜବନ୍ଧୁ ତୁମେ ଜମାରୁ ବୁଝୁନ....
ସନ୍ଦେହ ଭାଙ୍ଗିଦେଲା ସମ୍ପର୍କ? ସାଙ୍ଗଙ୍କ ସହ ଗଲେ ବି ସନ୍ଦେହ କରୁଛନ୍ତି ସ୍ୱାମୀ। ଏମିତିକି ମାଉସୀଙ୍କ ସହ କଥା ହେଲେ ବି କରୁଛନ୍ତି ଡାଉଟ୍। କଥା ଏତିକି? କାହିଁକି ନିଜ ସ୍ତ୍ରୀଙ୍କୁ ସବୁବେଳେ ମାଡ଼ ମାରୁଛନ୍ତି ଚନ୍ଦନ?
ରୋଜଗାରର ବାଟ ଦେଖାଇଲା ବାଉଁଶ ବେତ। ବିଭିନ୍ନ ସାମଗ୍ରୀ ତିଆରି କରି ଭଲ ଦୁଇ ପଇସା ନିଜେ ରୋଜଗାର କରୁଛନ୍ତି ଆଉ ଅନ୍ୟକୁ ରୋଜଗାରର ରାସ୍ତା ବି ଦେଖାଇଛନ୍ତି...
ସରକାର ମାଲ୍, ଦରିଆ ମେ’ ଡାଲ୍। ପାଦ ପକାଇଲା ମାତ୍ରେ ଦୋହଲୁଛି ପଥର। ନଇରେ ଆସୁଥିବା ବନ୍ୟାକୁ ଇଏ ରୋକିବ କେମିତି? ସେପଟେ ସରକାରୀ ବାବୁ କହୁଛନ୍ତି ଆମ କାମ ଉଚ୍ଚ ମାନର....ସବୁ ଠିକ୍ଠାକ୍ ଚାଲିଛି
ଚିଙ୍ଗୁଡ଼ି ମାଛରେ ଅଦା, ରସୁଣ, ପିଆଜ ବଟା ସାଙ୍ଗକୁ ଟିକିଏ ଗରମ ମସଲା ଦେଇ କଷି ଦିଅନ୍ତୁ ମାଛକୁ। ଚାଉଲ ବଟା ସାଙ୍ଗକୁ ହଳଦୀ ଗୁଣ୍ଡ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ଏହି ଖାଇବା...
ନେତା ହେବ ତ ଏମିତି। ନିଜ ଉଦ୍ୟମରେ ପଡ଼ିଆକୁ କରିଦେଲେ ସୁନ୍ଦର ପାର୍କ। କୁଣ୍ଡ ଭିତରେ ଥିବା ଶିବ ମୂର୍ତ୍ତି ଦର୍ଶକଙ୍କୁ କରୁଛି ବିଭୋର। ସେଲଫି ନେବା ପାଇଁ ଯୁବକଙ୍କ ଲାଗୁଛି ଲାଇନ୍....ଦେଖନ୍ତୁ କେତେ ସୁନ୍ଦର ଦିଶୁଛି ପାର୍କ
ମୋ ପଛେ ସବୁ ରଙ୍ଗିଲା...ମୋ ପାଇଁ ଛକଛକରେ ଝାମେଲା....। ମୋ ଗୀତ ଯିଏ ଶୁଣିଲା ସିଏ ରାସ୍ତା ଉପରେ ଝୁମିଲା....ନଟିନଟି ମୋ ଷ୍ଟାଇଲ୍। ଫିଲ୍ମ ଆସ୍ତିକ ନାସ୍ତିକରେ ଏମିତି ଧମାଲ କରୁଛନ୍ତି ଅଭିନେତ୍ରୀ, ଦେଖନ୍ତୁ ତା’ର କିଛି ଝଲକ୍
ଇଏ ବି ଜଣେ ସାବିତ୍ରୀ। କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମରଣ ସହ କରୁଥିଲେ ସଂଘର୍ଷ...ନିଜ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ଦାନ କଲେ କିଡ଼ନୀ...ଏବେ ହସ ଖୁସିରେ ଚଳୁଛି ପରିବାର
ଏ ସମସ୍ତଙ୍କୁ ସେମାନଙ୍କ ସ୍ୱାମୀ ଛାଡ଼ି ଚାଲିଯାଇଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ସେମାନଙ୍କ ଦୀର୍ଘାୟୁ କାମନା କରିବା ସହ ଶଙ୍ଖା, ସିନ୍ଦୂର ପିନ୍ଧି କରୁଛନ୍ତି ସାବିତ୍ରୀ ବ୍ରତ। ଅପେକ୍ଷା କରିଛନ୍ତି, କେବେ ସ୍ୱାମୀ ଫେରିବେ...ଆଉ ୟାଙ୍କୁ ସ୍ୱଧାର ଗୃହରୁ ହାତ ଧରି ସାଥୀରେ ନେଇଯିବେ...
ନିଜର ଅସାବଧାନତା ପାଇଁ ହରାଇଲେ ହଜାର ହଜାର ଟଙ୍କା। ଫୋନ୍ ପେ’ ଅଫିସରୁ କଲ୍ କରିଥିବା କହି ଆକାଉଣ୍ଟରୁ ଲୁଟିନେଲେ ଏତିକି ଟଙ୍କା। ସତ ଜାଣିବା ପରେ....
ପାଣିର ଅଭାବ ମଣିଷ ବୁଝିନି। କିନ୍ତୁ ପଶୁ ବୁଝୁଛି। ଶୋଷ ମେଂଟାଇବା ପାଇଁ ଏମିତି କରୁଛନ୍ତି ସଂଘର୍ଷ...ଦେଖନ୍ତୁ ଏହି ଭିଡ଼ିଓ
ବାପା-ମାଆଙ୍କ ଝଗଡ଼ାରେ ବଳି ପଡ଼ିଗଲା କି ଝିଅ? କେତେବେଳେ ବାପାଙ୍କ ପାଖରେ ରହିବାକୁ କହୁଛି ପୁଣି କେତେବେଳେ ମାଆଙ୍କ ପାଖରେ ରହିବାକୁ କହୁଛି ଝିଅ...ତେବେ ହେବ କ’ଣ?
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଟିକିଏ ଡେରି ହେବାରୁ ଏମିତି ମାଆଙ୍କୁ ଚା’ ମାଗୁଛି ଶୁଆ। ସ୍ୱର ଶୁଣିଲେ ଆପଣ ବି ବାରମ୍ବାର ଶୁଣିବେ ଶୁଆର ଏଇ ଡାକ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ...
କାହାର ଭାଇ ନାହିଁ ତ କାହାର ଟଙ୍କା ନାହିଁ। ଏମିତି ମହିଳାଙ୍କ ପାଇଁ ଭାଇ ସାଜି ବସ୍ତିରେ ପହଞ୍ଚିଥିଲେ ଜଣେ ଯୁବକ। ସାଙ୍ଗରେ ଆଣିଥିଲେ ସାବିତ୍ରୀ ସଜ। ନୂଆ ଶାଢ଼ି, ଫଳମୂଳ, ଶଙ୍ଖା ଓ ସିନ୍ଦୂର। ଏହି ଅଜଣା ଭାଇର ହାତରୁ ସାବିତ୍ରୀ ସଜ ନେଲାବେଳେ କଇଁକଇଁ ହୋଇ କାନ୍ଦି ପକାଇଥିଲେ ମହିଳାମାନେ। କହିଥିଲେ, ନିଜ ଭାଇ ନହେଲେବି, ଆମ ଆୟୂଷ ତାକୁ ମିଳୁ।
ମାଟି ହାଣ୍ଡି ଦମ୍ ଚିକେନ୍। ଅଦା, ହଳଦୀ, ଲଙ୍କା ସହିତ ଟିକିଏ ଲୁଣ ଦେଇ ଖାଲି ରିଫାଇନ୍ ତେଲର ଛୁଙ୍କ ଦିଅନ୍ତୁ। ପିଆଜ ଭାଜି ହୋଇଗଲେ...ବାସ୍ ହାତ ଚାଟୁଥିବେ ଖାଲି
ବେକରେ ମୋଟା ସୁନା ଚେନ୍। ହାତରେ ମୋଟା ବ୍ରେସ୍ଲେଟ୍। ଆଉ ଘଣ୍ଟା ବି ପୂରା ସୁନା...ଚୋର ୟାଙ୍କ ପଛରେ ପଡ଼ିବ କି ନାହିଁ ଆପଣ ଥରେ ଭାବନ୍ତୁ। ଭୁବନେଶ୍ୱରରେ ପକୋଡ଼ା ବିକି ମାଲେମାଲ୍ ...ଏତେ ଧନୀ ହେବା ପରେ ଓଟ ଅଣ୍ଡା ପାଇଁ ଫସିଲେ ଅଭିନେତା ପିଣ୍ଟୁ ନନ୍ଦ, ଦେଖନ୍ତୁ ଏଇ ଭିଡ଼ିଓ
ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାଛ ଧରା ନିଶା ଏମିତି ପାଗଳ କରିଥିଲା ଯେ ନିଜ ବାହାଘର ତାରିଖକୁ ଘୁଞ୍ଚାଇ ଦେବା ପାଇଁ ଦେଇନଥିଲେ ପଛଘୁଞ୍ଚା । ଦେଖନ୍ତୁ କେମିତି ଘୁଞ୍ଚିଥିଲା ବିବାହର ତାରିଖ...
ଆଜି ନୁହେଁ ବରଂ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ଏଇ ସାବିତ୍ରୀ। ପ୍ରତ୍ୟେକ ଦିନ...ସକାଳୁ ସଞ୍ଜ ଅହରହ ସ୍ୱାମୀଙ୍କର କରୁଛନ୍ତି ସେବା। ସକାଳୁ ଉଠିଲେ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି ତ ପୁଣି ରାତି ଶୋଇବା ବେଳେ ମୁଣ୍ଡିଆ ମାରୁଛନ୍ତି....ୟାଙ୍କ ପାଇଁ ପ୍ରତିଦିନ ସାବିତ୍ରୀ ବ୍ରତ...ଦେଖନ୍ତୁ ଆମର ସ୍ୱତନ୍ତ୍ର ରିପୋର୍ଟ....
ସିଦ୍ଧି ଯିବାର ୧୨ ଦିନ ହେଲାଣି। ତାଙ୍କୁ ଝୁରିଝୁରି କାନ୍ଦୁଛନ୍ତି ବାପା-ମାଆ....ବନ୍ଧୁ ପରିବାର। ଏତେ ଛୋଟ ବୟସରୁ ଅଙ୍ଗଦାନ କରି ଅମର ହୋଇଯାଇଛନ୍ତି ପରୋପକାରୀ ସମୃଦ୍ଧି
ରଙ୍ଗବତୀ କନକଲତା...ଲାଜେ ଲାଜେ ନଇଁ ଯାଉଛି ମଥା। ଷ୍ଟେଜ୍ରେ ରଙ୍ଗବତୀ ଗୀତରେ ଅଣ୍ଟା ହଲେଇ ମାହୋଲ ଗରମ କରିଦେଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ନାଚରେ ଏମିତି ହଜିଗଲେ ଯେ....
ଏଣିକି ସନ୍ଧ୍ୟା ୭ଟା ପରେ ଅଫିସ୍ରେ କାମ କରିବେନି ମହିଳା। ବିନା ଅନୁମତିରେ ସକାଳ ୬ ପୂର୍ବରୁ ପଡ଼ିବନି ସିପ୍ଟ...ସନ୍ଧ୍ୟାରେ ଅଫିସ୍ କାମ ବିଳମ୍ବ ହେଲେ କମ୍ପାନୀ ବହନ କରିବ ଏଇ ସବୁ ଖର୍ଚ୍ଚ....ଦେଖନ୍ତୁ ଏହି ଭିଡ଼ିଓ
କଳିଙ୍ଗା ଜଗିଥିଲା କାଳ। ମରିବା ପରେ ଘାଟିରେ ଏମିତି ବୁଲୁଛି ପ୍ରେତ। କହୁଛି....